ମହିଳା ଟି-୨୦ ବିଶ୍ୱକପରୁ ବିଦା ହେଲା ଭାରତ
ନୂଆଦିଲ୍ଲୀ: ରବିବାର ଲର୍ଡ଼ସର ଐତିହାସିକ ମଇଦାନରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଗତଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ, ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୦ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୯ ଓଭରରେ...
‘ମନ କି ବାତ’ରେ ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ’ର ୧୩୫ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଭାରତର ବିମାନ ଚଳାଚଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ହାସଲ ହୋଇଥିବା ବଡ଼ ସଫଳତା ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,...
ମହାରାଷ୍ଟ୍ର ‘ଟିଇଟି’ପେପର ଲିକ୍ ଘଟଣା : ସରକାରଙ୍କୁ କଡା ସମାଲୋଚନା କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ପେପର ଲିକ୍ କାରଣରୁ ମହାରାଷ୍ଟ୍ରରେ ୨୮ ଜୁନ ରବିବାର ଅନୁଷ୍ଠିତ ହେବାକୁ ଥିବା ଟିଚର ଏଲିଜିବିଲିଟି ଟେଷ୍ଟ (ଟିଇଟି) ୨୦୨୬ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଏହାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମହାରାଷ୍ଟ୍ରରେ ସରକାରଙ୍କୁ କଡା...
ଓଡ଼ିଆ ଝିଅ ଜିତିଲେ ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍
ମୁମ୍ବାଇ: ଇତିହାସ ରଚିଲେ ୨୨ ବର୍ଷୀୟ ଗଞ୍ଜାମ ଝିଅ ପୁନମ ମହାରଣା । ଓଡ଼ିଆ ଝିଅ ପୁନମ ଜିତିଛନ୍ତି ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଓଡ଼ିଶା ୨୦୨୬ ବିଜୟୀ...
‘ଅପରେସନ ସିନ୍ଦୂର’ରେ ସହିଦ ହୋଇଥିବା ବୀର ଯବାନଙ୍କ ନାମ ଘୋଷଣା
ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୬ ସୈନିକଙ୍କ ନାମ ଘୋଷଣା କଲେ ସରକାର। ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ସେନାର ୫ ଯବାନ ଓ ଭାରତୀୟ ବାୟୁସେନାର ଜଣେ। ଅପରେସନ ସିନ୍ଦୂରର ଦୀର୍ଘ ଦିନ ପରେ ସରକାର ଏହି...
ଭେନେଜୁଏଲାରେ ପ୍ରଳୟଙ୍କରୀ ଭୂକମ୍ପ:ସହାୟତାର ହାତ ବଢ଼ାଇଲା ଭାରତ
ନୂଆଦିଲ୍ଲୀ: ଭେନେଜୁଏଲାରେ ଗତ ୧୨୬ ବର୍ଷ ମଧ୍ୟରେ ଏହା ଦେଶର ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି କୁହାଯାଉଛି। ବୁଧବାର ସନ୍ଧ୍ୟାରେ ଆସିଥିବା ଦୁଇଟି ଶକ୍ତିଶାଳୀ ଝଟକା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଆମେରିକୀୟ ଭୂବିଜ୍ଞାନ ସର୍ବେକ୍ଷଣ ଅନୁଯାୟୀ, ପ୍ରଥମେ ରିକ୍ଟର...
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ:ଗାୟିକା ଅଳକା ୟାଗନିକ୍ ଙ୍କୁ ମିଳିଲା ପଦ୍ମ ଭୂଷଣ
ନୂଆଦିଲ୍ଲୀ: ୨୦୨୬ର ୨ୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ମଙ୍ଗଳବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଛନ୍ତି । ଗଣତନ୍ତ୍ର ଦିବସ ପୂର୍ବରୁ ଅର୍ଥାତ ଜାନୁଆରୀ ୨୫ ତାରିଖରେ ୧୩୧ ଜଣ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା...
କଂଗ୍ରେସ ସଂଗଠନରେ ହେବ ବଡ ପରିବର୍ତ୍ତନ, କେତେକ ରାଜ୍ୟରେ ବଦଳିବେ ପ୍ରଭାରୀ
ନୂଆଦିଲ୍ଲୀ: ଆଗାମୀ ନିର୍ବାଚନଗୁଡ଼ିକୁ ଆଖି ଆଗରେ ରଖି କଂଗ୍ରେସ ଏକ ବଡ଼ ଧରଣର ସାଂଗଠନିକ ଅଦଳବଦଳ କରିବାକୁ ଯାଉଛି। ମିଳିଥିବା ସୂତ୍ରରୁ , ଏହି ପ୍ରକ୍ରିୟାରେ ପ୍ରାୟ ଚାରି ଜଣ କେନ୍ଦ୍ରୀୟ ସାଧାରଣ ସମ୍ପାଦକଙ୍କୁ ତାଙ୍କ ପଦବୀରୁ ହଟାଯାଇପାରେ ଏବଂ...
କୋଚିଂ ସେଣ୍ଟରରେ ଲାଗିଲା ନିଆଁ :୧୫ ଛାତ୍ର ଜୀବନ୍ତ ଦଗ୍ଧ
ୟୁପି: ଲକ୍ଷ୍ନୌର ଅଲୀଗଞ୍ଜ ଅଞ୍ଚଳରେ ସୋମବାର ଏକ କୋଚିଂ ସେଣ୍ଟରରେ ଭୟଙ୍କର ନିଆଁ ଲାଗିଯିବା ଯୋଗୁଁ ୧୫ ଜଣ ଛାତ୍ର ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାର ବର୍ଗଙ୍କ...
ସିନ୍ଧୁ ନଦୀ ଜଳ ଚୁକ୍ତି ବିବାଦ: ଭାରତକୁ ଯୁଦ୍ଧ ଧମକ ଦେଲେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ
ଇସଲାମାବାଦ: ସିନ୍ଧୁ ନଦୀ ଜଳ ଚୁକ୍ତିକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଭାରତକୁ ସିଧାସଳଖ ଯୁଦ୍ଧ ଧମକ ଦେଇଛନ୍ତି। ଭାରତ ଯଦି ପାକିସ୍ତାନକୁ ଆସୁଥିବା...


















