ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ
ଟି-ଟ୍ୱେଣ୍ଟି ବିଶ୍ୱକପ । ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ ।୧୨୮ ଟାର୍ଗେଟକୁ ପିଛା କରି ପାକିସ୍ତାନ ୫ ୱିକେଟରେ ବିଜୟୀ । ଗ୍ରୁପ୍ ୨ରେ ଭାରତ ସହ ପାକିସ୍ତାନ ସେମିକୁ ଉନ୍ନିତ ।
ନଭେମ୍ବରରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ୍
ଭାରତୀୟ ରିଜର୍ଭ ବ୍ୟାଙ୍କ ନଭେମ୍ବର ପାଇଁ ଛୁଟି ଲିଷ୍ଟ ଜାରି କରିଛି । ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ୪ ରବିବାର ସମେତ ୧୦ ଦିନ ଛୁଟି ରହିବ ବ୍ୟାଙ୍କ୍ । ଜଈଓ କ୍ୟାଲେଣ୍ଡର ଅନୁସାରେ, ଆଞ୍ଚଳିକ ଛୁଟି...
କିଏ ମାରିବ ଆଜିର ବାଜି
କିଏ ମାରିବ ଆଜିର ବାଜି । ମୁହାଁମୁହିଁ ହୋଇଛନ୍ତି ଭାରତ-ବାଂଲାଦେଶ । ସେମିଫାଇନାଲରେ ପହଁଞ୍ଚିବାକୁ ହେଲେ ଟିମ୍ ଇଣ୍ଡିଆକୁୂ ବାଂଲାଦେଶକୁ ହରାଇବାକୁ ପଡିବ । ଏଡିଲେଡରେ ହେଉଥିବା ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଅକ୍ଷର ପଟେଲ ...
ଓଡିଆ ଝିଅ କୁନିଙ୍କୁ ମୋଦିଙ୍କ ପ୍ରଶଂସା
ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ମୋଦି ଓଡିଶାର କୁନି ଦେହୁରୀ ଓ ଭୁବନେଶ୍ୱର ଆଇଆଇଟିର ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କେନ୍ଦୁଝରର କୁନି ଦେହୁରୀ ସୌର ଶକ୍ତି...
ମୂଲ୍ୟ ରହିଛି ୩୫ ହଜାର
ପେଟ୍ରୋଲ ଦାମ୍ ରୁ ରକ୍ଷା ପାଇବା ପାଇଁ ଏବେ ଲୋକମାନେ ବାଛୁଛନ୍ତି ନିଜ ପ୍ରିୟ କମ୍ପାନୀର ବିଦ୍ୟୁତଚାଳିତ ଗାଡି । କେଉଁ ବିଦ୍ୟୁତ୍ଚାଳିତ ଗାଡିର ଦାମ କେତେ , ଫିଚର କାହାର କଣ ରହିଛି ସେ ସବୁକୁ ଦେଖି ଗାଡି...
ଦୁନିଆର ସବୁଠୁ ଉଚ୍ଚ ଶିବ ପ୍ରତିମୂର୍ତ୍ତି , କେଉଁଠି ରହିଛି
ଆଜି ଲୋକାର୍ପଣ ହେବ ଦୁନିଆର ସବୁଠୁ ବଡ ଶିବ ପ୍ରତିମୂର୍ତ୍ତି । ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ୱାରରେ ନିର୍ମିତ ହୋଇଛି ଶିବ ପ୍ରତିମା । ଏହି ପ୍ରତିମୂର୍ତ୍ତିର ଉଚ୍ଚତା ରହିଛି ୩୬୯ ଫୁଟ । ସବୁଠୁ ଉଚ୍ଚ ଏହି ଶିବ...
ଆମାଜନ/ଫ୍ଲିପ୍କାର୍ଟରେ କାହିଁକି ଶସ୍ତାରେ ମିଳୁଛି ସାମାନ୍
ସପିଂର ତରିକା ବଦଳାଇଦେଲାଣି ଅନଲାଇନ୍ ବିକ୍ରୀ । ଏବେ ଅନଲାଇନରେ ସପିଂ କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଆଗରୁ ଲୋକମାନେ ମାର୍କେଟ ଯାଇ ଅଫଲାଇନ ସପିଂ କରୁଥିଲେ । କିନ୍ତୁ ଏବେ ପେମେଣ୍ଟ ଠାରୁ ଆରମ୍ଭ କରି ସପିଂ...
ସ୍ତ୍ରୀକୁ ବଞ୍ଚାଇବା ବଦଳରେ ଭିଡିଓ କରୁଥିଲା ସ୍ୱାମୀ
ଉତ୍ତର ପ୍ରଦେଶ କାନପୁରରେ ଯୁବକଙ୍କ ଜଘନ୍ୟ କାଣ୍ଡ । ପତ୍ନୀ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିବାକୁ ଯାଉଥିବାବେଳେ ସ୍ୱାମୀ ତାଙ୍କ ଜୀବନ ବଞ୍ଚାଇବା ବଦଳରେ କରୁଥିଲେ ଭିଡିଓ ସୁଟିଂ । ମହିଳା ଜଣକ ପ୍ରଥମ ଉଦ୍ୟମରେ ବଞ୍ଚି ଯାଇଥିବା...
ସାହାଯ୍ୟ ପାଇଁ ଚିତ୍କାର କରୁଛି ଝିଅ, ଲୋକେ ଭିଡିଓ ବନାଉଛନ୍ତି
ଯନ୍ତ୍ରଣାରେ ଚିତ୍କାର କରୁଛି ଝିଅ । ଉଠି ବସିବାକୁ ବି ବଳ ପାଉନି । ଦେହ, ମୁଣ୍ଡ ଖଣ୍ଡିଆ ଖାବରା ହୋଇ ରକ୍ତ ବାହାରୁଛି । ମାତ୍ର ଯନ୍ତ୍ରଣାରେ ଚିତ୍କାର କରୁଥିବା 13 ବର୍ଷର ଏହି ଝିଅକୁ କେହି ସାହାଯ୍ୟର...
ଦୀପାବଳି ପୂର୍ବରୁ ଦିଲ୍ଲୀରେ ଟ୍ରାଫିକ ଜାମ୍
ଦୀପାବଳି ପାଇଁ ଦିଲ୍ଲୀରେ ପ୍ରବଳ ଟ୍ରାଫିକ ଜାମ । ଯୁଆଡେ ଦେଖିବେ ଗାଡତର ଲମ୍ବା ଲାଇନ୍ । ଶୁକ୍ରବାର ମାର୍କେଟିଂ ପାଇଁ ଏକ ବିରାଟ ଜନସମାଗଗ ହୋଇଥିଲା । ଯେଉଁଥିପାଇଁ ଦିଲ୍ଲୀ ଗୁରୁଗ୍ରାମ ଏକ୍ସପ୍ରେସୱେରେ ପ୍ରବଳ ଟ୍ରାଫିକ ଜାମ୍...


















