ତିନି ସପ୍ତାହ ଭିତରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ
ବହୁଚର୍ଚ୍ଚିତ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ହାଇକୋର୍ଟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତିନି ସପ୍ତାହ ମଧ୍ୟରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ...
୨୪ରୁ ପୁଣି ବର୍ଷା!
ପୁଣି ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା । ୨୪ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଉତ୍ତର ପଶ୍ଚିମ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୩-୪ଦିନ ମଧ୍ୟରେ...
ଶାନ୍ତିଶୃଙ୍ଖଳାରେ ସରିଲା ଚତୁର୍ଥ ପର୍ଯ୍ୟାୟ
ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ଭୋଟଦାନ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । ୧୭ ହଜାର ୮୯ଟି...
୨ ବର୍ଷ ପରେ କୋହଳ ହେଲା କଟକଣା
ଆଜିଠୁ ଶ୍ରୀମନ୍ଦିରରେ କଟକଣାମୁକ୍ତ ଦର୍ଶନ । ଆଉ ଆବଶ୍ୟକ ହେବ ନାହିଁ କୋଭିଡ ରିପୋର୍ଟ । ୨ ବର୍ଷ ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପରେ କଟକଣା କୋହଳ କରାଯାଇଛି । ନୂଆ ଗାଇଡଲାଇନ୍ ଅନୁସାରେ, ଦର୍ଶନ କରୁଛନ୍ତି ଭକ୍ତ...
୨ୟ ପର୍ଯ୍ୟାୟରେ ୭୮.୩% ମତଦାନ
ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୭୮ ଦଶମିକ ୩ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫ ଦଶମିକ ୬୭ ପ୍ରତିଶତ ମତଦାନ ରେକର୍ଡ...
ରାସ୍ତାକଡରୁ ଠାବ ହେଲା ଭୋଟ୍ ବାକ୍ସ
ରାସ୍ତାକଡରୁ ମିଳିଲା ଲୁଟ୍ ହୋଇଥିବା ଭୋଟ୍ ବାକ୍ସ । ଗତକାଲି ଜଗତସିଂହପୁର ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ୩୫ରୁ ୪୦ ବିଜେପି କର୍ମୀ ପଟସରା ପଞ୍ଚାୟତର ଠୋଲବନ୍ଧ ପ୍ରକଳ୍ପ ପ୍ରାଇମେରୀ ସ୍କୁଲ ୨ ନମ୍ବର ବୁଥ୍ ରେ ପଶି...
ଜଗତସିଂହପୁର ଭୋଟ କେନ୍ଦ୍ରରେ ଉତ୍ତେଜନା
ଦିତ୍ୱୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଶେଷ ହୋଇଛି । କାଁ ଭାଁ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଜଗତସିଂହପୁର ସଦର ବ୍ଲକର ୧ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ପଟସରା ଗ୍ରାମପଞ୍ଚାୟତର ୧ ନମ୍ବର...
ବିଶ୍ୱବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁଣି କିଟ୍ର ସଫଳତା
କିଟ୍ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁନଶ୍ଚ ସଫଳତା ହାସଲ କରିଛି । ମଙ୍ଗଳବାର ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ଶ୍ରେଷ୍ଠ ୟଙ୍ଗ ୟୁନିଭରସିଟି ତାଲିକା । ୫୦ବର୍ଷରୁ କମ୍ ସମୟ ମଧ୍ୟରେ ପ୍ରତିଷ୍ଠା ଲାଭ...
କିଟରେ ପ୍ରଥମ ୱାର୍ଲ୍ଡ ଲିଡରସିପ୍ କନଭେନସନ
ଭାରତ ବହୁ ପୂର୍ବରୁ ବିଶ୍ୱକୁ ନେତୃତ୍ୱ ଦେଇ ଆସୁଥିଲା ଏବଂ ଏକବିଂଶ ଶତାବ୍ଦୀରେ ଭାରତ ମଧ୍ୟ ବିଶ୍ୱର ନେତୃତ୍ୱ ନେବ ବୋଲି ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିଆଲ୍ ନିଶଙ୍କ କହିଛନ୍ତି । କିଟ୍...
ଜୟଦେବ ବିହାର ବ୍ରିଜ୍ ଉପରୁ ତଳକୁ ଖସି ପଡିଲେ ଯୁବକ
ଭୁବନେଶ୍ୱର ଜୟଦେବ ବିହାର ବ୍ରିଜ୍ ଉପରୁ ତଳକୁ ଖସି ପଡିଲେ ଯୁବକ । ଓଭରବ୍ରିଜ୍ ଉପରେ ଯୁବକ ଜଣଙ୍କ ଯାଉଥିବାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲେ । ତାଙ୍କୁ ଗୁରୁତ୍ତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି...


















