27.2 C
Bhubaneswar
Sunday, August 2, 2026
-Advertisement-

ପାରାଦୀପରେ ଫାଟିଲା ତେଲ ପାଇପ୍

ପାରାଦୀପରେ ଫାଟିଲା ତେଲ ପାଇପ । ଆଇଓସିଏଲର ତେଲ ପାଇପ ଫାଟିଯିବା ଯୋଗୁ ଅଶୋଧିତ ତେଲ ପ୍ରଚୁର ପରିମାଣରେ ବୋହିବାରେ ଲାଗିଛି । ଆଇଓସିଏଲ ଟାଉନସିପ୍ ନିକଟରେ ଏହି ଘଟଣା ଘଟିଛି । ପାରାଦୀପ-ହଳଦିଆ ପାଇପ ଲାଇନ ଫାଟିଯିବା ଫଳରେ...

ବଢିବ ତାତି, ଗୁଳୁଗୁଳି

୩ ଦିନ ଛଟପଟ କରିବ ଗୁଳୁଗୁଳି । ବଢିବ ଦିନ ତାପମାତ୍ରା । ୩ଦିନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ଦିନ ତାପମାତ୍ରା । ରାଜ୍ୟରେ ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏ ତାତି ବଢିବା ସମ୍ଭାବନା ଅଛି...

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଜୁନ୍ ୨ ଯାଏଁ ନାମାଙ୍କନ , ୩ରେ ଯାଞ୍ଚ । ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍ ୧୩...

ସାଇବର ଥାନାରେ ବର୍ଷାଙ୍କ ଏତଲା

ପୁଣି ଆଉ ଏକ ଏତଲା ଦେଲେ ବର୍ଷା । କଟକ ସାଇବର ଥାନାରେ ବର୍ଷା ଦେଇଛନ୍ତି ଏତଲା । ସୋସିଆଲ ମିଡିଆରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହୋଇଥିବା ନେଇ ଏତଲାରେ ଉଲ୍ଲେଖ ରହିଛି । ଅଭିଯୁକ୍ତଙ୍କ ବିରୋଧରେ...

୭ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍‌

ଏସସିିବିର ୭ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ । କଟକ ଏସସିିବି ମେଡିକାଲର ୭ ଜଣ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚାର୍ଜସିଟ୍ ଦାଖଲ କରାଯାଇଛି । ମଙ୍ଗଳାବାଗ ପୋଲିସ ଦାଖଲ କରିଛି ଏହି...

ମଙ୍କିପକ୍ସର ଗୋଷ୍ଠୀ ସଙ୍କ୍ରମଣ

ମଙ୍କିପକ୍ସକୁ ନେଇ ବଢିଲାଣି ଚିନ୍ତା । ସାରା ବିଶ୍ୱରେ ୧୦୦ରୁ ଅଧିକ ମାମଲା ଚିହ୍ନଟ ହେଲେଣି । ଏଯାଏଁ ୧୨ଟି ଦେଶରେ ମଙ୍କିପକ୍ସ ଚିହ୍ନଟ ହୋଇଥିବା ବେଳେ ଏହା ଆଗକୁ ଅନ୍ୟ ଦେଶକୁ ବଢ଼ିବାର ଆଶଙ୍କା ରହିଥିବା ‘ହୁ’କହିଛି ।...

ଏବେ ରାଜ୍ୟ ସରକାରଙ୍କ ପାଳି

ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ରାଜ୍ୟ ସରକାର ତୈଳ ଉପରୁ ଭାଟ୍ କମାଇବେ କି ନାହିଁ ବିଚାର କରି ଦେଖୁଛନ୍ତି ବୋଲି କହିଛନ୍ତି । ଗତକାଲି କେନ୍ଦ୍ର ସରକାର ଉତ୍ପାଦ...

ବାରବାଟୀ ମ୍ୟାଚ ପାଇଁ ୯ରୁ ଅଫଲାଇନ୍ ଟିକେଟ୍

ଜୁନ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ । ଏଥିପାଇଁ ରାଜ୍ୟ ସରକାର ଦର୍ଶକଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଛନ୍ତି । ମ୍ୟାଚ୍ ପାଇଁ ଜୁନ୍ ପହିଲାରୁ ଅନଲାଇନରେ...

ବାଣୀବିହାରରେ ବନ୍ଦ ହେଲା ୮ କୋର୍ସ

ଉତ୍କଳ ବିଶ୍ୱବିଦ୍ୟାଳୟର କିଛି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ଲାଗିଛି କଟକଣା । ବାଣୀବିହାରରେ ୮ଟି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ପିଜି, ୟୁଜି, ସାର୍ଟିଫିକେଟ ପୋଷ୍ଟ ରହିଛି । ଏହାସହିତ କିଛି...

୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସତର୍କ ଜାରି...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...