୩୨ଟି ପ୍ରସ୍ତାବରେ କ୍ୟାବିନେଟ ମୋହର
ରାଜଧାନୀବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ପାଣ୍ଡରାରେ ନିର୍ମାଣ ହେବ ବ୍ୟାରେଜ୍ । ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା । ବ୍ୟାରେଜ ନିର୍ମାଣ ପ୍ରସ୍ତାବକୁ ଗତକାଲି ମଞ୍ଜୁରୀ ଦେଇଛନ୍ତି ରାଜ୍ୟ କ୍ୟାବିନେଟ୍ । ବୈଠକରେ ମୋଟ ୩୨ଟି...
ପ୍ରଚାର ମୈଦାନକୁ ଓହ୍ଲାଇବେ ସୁପ୍ରିମୋ
ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ । ବିଜେଡି ପକ୍ଷରୁ ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପାଇଛି । ଦଳ ପକ୍ଷରୁ କ୍ୟାମ୍ପେନିଂ ମଇଦାନକୁ ଓହ୍ଲାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର,...
ଓଡିଶା ଆସିବେ ପ୍ରିୟଙ୍କା!
ଖୁବଶୀଘ୍ର ଓଡିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧି । ଚିନ୍ତନ ଶିବିରରୁ ଫେରିବା ପରେ ଏହି ସୂଚନା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ଚିନ୍ତନ ଶିବିରରେ ସଙ୍ଗଠନ , ରାଜନୀତି, ଅର୍ଥନୀତି ଆଦି ୬ଟି ବିଷୟରେ ଆଲୋଚନା ହେଲା, ରାଜ୍ୟ କଂଗ୍ରେସ...
ନାଟମଣ୍ଡପ ଉପରେ ବଙ୍ଗୀୟ ଯୁବକ
ଶ୍ରୀମନ୍ଦିର ନାଟମଣ୍ଡପ ଉପରକୁ ଚଢିଗଲେ ଜଣେ ବଙ୍ଗୀୟ ଯୁବକ । ନାଟମଣ୍ଡପ ଉପରେ ସଂପୃକ୍ତ ଯୁବକଙ୍କୁ ଦେଖିବା ପରେ ଶ୍ରୀମନ୍ଦିର ପୋଲିସ ସଂପୃକ୍ତ ଯୁବକଙ୍କୁ ନାଟମଣ୍ଡପରୁ ଟେକି ନେଇଥିଲା ପୋଲିସ । ତେବେ ଯୁବକ ଜଣକ କଣ ପାଇଁ ନାଟମଣ୍ଡପ...
ଖୋଳିବା ପୂର୍ବରୁ କାହିଁକି ସର୍ଭେ କଲାନି ଏଏସଆଇ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ପିଚ୍ଛା ଛାଡୁନି । ପ୍ରକଳ୍ପ ନିର୍ମାଣ ପାଇଁ ମାଟି ଖୋଳାଯିବା ବେଳେ ଏମାର ମଠ ପରିସରରୁ ପୁରାତନ କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି ବାହାରିବା ପରେ ପୁଣି ବିବାଦ ଘନେଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ...
ଆଖି ବୁଜିଲା ନନ୍ଦ
ଚନ୍ଦକା ଅଭୟାରଣ୍ୟରେ ଥିବା କୁମକୀ ହାତୀ ନନ୍ଦ ଆଖି ବୁଜିଛି । ଦୀର୍ଘଦିନ ଧରି ଅସୁସ୍ଥ ରହିଥିବାରୁ ତାର ଚିକିତ୍ସା କରାଯାଉଥିଲା । ଜଙ୍ଗଲ ସୁରକ୍ଷା ଓ ଅନ୍ୟ ହାତୀଙ୍କୁ ଘଉଡାଇବାରେ ନନ୍ଦ ହାତୀ ଦୀର୍ଘବର୍ଷ ଧରି କାମ କରି...
ନିଜେ ଜଳି ସରକାରଙ୍କୁ କଣ କହିବାକୁ ଚାହୁଁଥିଲା ବାଦଲ …
ଏମିତି କଣ ହେଲା ଯେ, ନିଜ ଦେହରେ ନିଆଁ ଲଗେଇ ଜଳିଗଲେ ବାଦଲ ସାହୁ । ଗତକାଲି ଗଞ୍ଜାମ ଏସପି ଅଫିସ ସାମନାରେ ଘଟିଥିଲା ଏହି ଦୁଃଖଦ ଓ ଅଭାବନୀୟ ଘଟଣା । ରମ୍ଭା ଥାନା ଅନ୍ତର୍ଗତ ବୋରି ଗାଁରେ...
‘ଫଇସଲା ଯାଏ ବନ୍ଦ ରହୁ କାମ’
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଇନଟାକ୍ । ମାମଲା ହାଇକୋର୍ଟରେ ବିଚାରଧୀନ ଥିବାରୁ କାମକୁ ସ୍ଥଗିତ ରଖାଯାଉ ବୋଲି କହିଛି । ଶ୍ରୀମନ୍ଦିର ସୁରକ୍ଷା ନେଇ ଭକ୍ତଙ୍କ ମଧ୍ୟରେ ଉଦବେଗ ଥିବାରୁ...
ରାଜ୍ୟସଭା ଉପନର୍ବିାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ରାଜ୍ୟସଭା ଉପନର୍ବିାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ଉପନିର୍ବାଚନ ହେବ । ଉପନିର୍ବାଚନ ପାଇଁ ମେ ୨୬ ତାରିଖରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ...
କଟକ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବ ଆଦିବାସୀ ମେଳା
ଆଦିବାସୀ ମେଳାର ମଜା ନେବେ କଟକବାସୀ । କଟକରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଆଦିବାସୀ ମେଳା । ମେ ୨୦ରୁ ୩୦ଯାଏଁ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବ ଏହି ମେଳା ।



















