27.2 C
Bhubaneswar
Monday, August 3, 2026
-Advertisement-

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଦକ୍ଷିଣ ଆଣ୍ଡାମାନସାଗର ଏବଂ ତାହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆଜି ସକାଳ ୫ଟା ୩୦ ମିନିଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବାୟୁ ମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ବ୍ୟାପିଛି । ଏହାର ପ୍ରଭାବରେ ଆସନ୍ତା ୬ ତାରିଖ...

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ ଟି ନୂଆ କୋର୍ଟ

ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠା କରିବାକୁ ସ୍ଥିର କରିଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବକୁ ମଂଜୁରୀ ମିଳିଛି । ଉଚ୍ଚ...

ଶ୍ରୀମନ୍ଦିର ଗୁମୁଟରୁ ଡେଇଁ କିନ୍ନରଙ୍କ ମୃତ୍ୟୁ

ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଶ୍ରୀମନ୍ଦିର ଗୁମୁଟରୁ ଜଣେ ଭକ୍ତ ଡେଇଁ ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ଭକ୍ତ ଜଣେ କିନ୍ନର ଏବଂ ସେ ନିମାପଡା ଅଂଚଳର ବଳରାମ ରାଉତ ବୋଲି ଜଣାପଡିଛି । ଅପରାହ୍ନ...

କେମିତି ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା

ଆସନ୍ତା 3 ତାରିଖ ରେ ପଡୁଚି ପବିତ୍ର ଅକ୍ଷୟ ତୃତୀୟା । ଏହି ପବିତ୍ର ଦିବସ ରେ ଚଳିତ ବର୍ଷ ର ରଥଯାତ୍ରା ନିମନ୍ତେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସେହିପରି ନରେନ୍ଦ୍ର ପୁଷ୍କରିଣୀ ରେ ମହାପ୍ରଭୁଙ୍କ...

ତାତିରୁ ମିଳିବ ନିସ୍ତାର

ପ୍ରଚଣ୍ଡ ତାତିରୁ ମିଳିବ ନିସ୍ତାର । ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । କଲବଲ ହେଉଛି ଜନଜୀବନ । ତେବେ ତାତିରୁ ମିଳିବ ତ୍ରାହି । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା...

କାଲିଠୁ ସିଂହଦ୍ୱାର ଓ ପଛଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇପାରିବେ ଭକ୍ତ

ସେବାୟତ ଓ ଭକ୍ତଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। କେବଳ ସିଂହଦ୍ଵାର ନୁହେଁ ପଶ୍ଚିମ ଦ୍ଵାର ବାଟେ ଶ୍ରୀମନ୍ଦିର ଯାଇ ଭକ୍ତ ମାନେ ଆସନ୍ତାକାଲି ଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏଥିସହ ଉତ୍ତର ଓ ଦକ୍ଷିଣ ଦ୍ଵାର...

୨୦୨୨ର ଶ୍ରେଷ୍ଠ ଓଡିଆଣୀ ବେବିରାଣୀ

କିଏ ହେବ ୨୦୨୨ର ଶ୍ରେଷ୍ଠ ଓଡିଆଣୀ । ରାତି ବଢୁଥିଲା ପ୍ରତିଯୋଗୀଙ୍କ ମନରେ ଉତ୍କଣ୍ଠା ରହିଥିଲା । ଓଡିଆ ଉତ୍ସବର ଏହି କାର୍ଯ୍ୟକ୍ରମକୁ ଖ୍ୟାତନାମା ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିବା ପରେ ଆରମ୍ଭ ହୋଇଥିଲା...

ଛୁଆକୁ ମାରି ନିଜେ ମରିଗଲେ

ଘର ଭିତରୁ ୧୫ ମାସର ଶିଶୁ କନ୍ୟା ସମେତ ବାପା, ମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୁହାଯାଉଛି ପାରିବାରିକ କଳହରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସ୍ୱାମୀ ସ୍ତ୍ରୀ । ମୃତକଙ୍କ ଘର ମହାରାଷ୍ଟ୍ର । ହେଲେ...

ଖରା ଦେଖି ନିଆଯିବ ନିଷ୍ପତ୍ତି

ଟାଣ ଖରାରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଦିନ ୯ଟା ହେଲେ ମାଡି ଆସୁଛି ଖରା । ତେବେ ପ୍ରବଳ ତାତିକୁ ନଜରରେ ରଖି ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଥିଲେ ସରକାର । ତେବେ...

ମାଟ୍ରିକ ପରୀକ୍ଷା ପ୍ରସ୍ତୁତି

ଆସନ୍ତା 29 ତାରିଖରୁ ମେ 7 ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷା ପରିଚାଳନା ନେଇ ବିଏସଇ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ, 3203 ପରୀକ୍ଷା କେନ୍ଦ୍ରରେ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...