ପିସିସି ସଭାପତିଙ୍କୁ କରୋନା
ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଅଳ୍ପଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ ଗାଇଡଲାଇନର ସମସ୍ତ ନିୟମ ମାନିବାକୁ ଏବଂ...
ଲ୍ୟାବରେ ଲିଙ୍ଗ ନିରୂପଣ, ଆଉ ଜଣେ ଗିରଫ
କଟକରେ ଲିଙ୍ଗ ନିରୂପଣ ମାମଲାରେ ବାହାରିଛି ରାଜ୍ୟ ବାହାରର ଲିଙ୍କ୍ । ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ରାଞ୍ଚିରୁ ଅଲଟ୍ରାସାଉଣ୍ଡ ମେସିନ ଏହି ବ୍ୟକ୍ତି ଜଣଙ୍କ ଆଣିଥିବା ପୋଲିସ ହାତରେ ପ୍ରମାଣ ଲାଗିଛି...
ଟଙ୍କା ଓ ଗାଡି ଲୁଟିଥିବା 5 ଗିରଫ
ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ ଙ୍କ ଠାରୁ ଟଙ୍କା ଏବଂ ଗାଡ଼ି ଡ଼କାୟତି କରି ନେଇଥିବା ଘଟଣାରେ ଆଜି ଜଗତସିଂହପୁର ପୋଲିସ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ମୁତାବକ ଏକ ମାଇକ୍ରୋ...
ଟ୍ରକ ଧକ୍କାରେ ଓଲଟିଲା ‘ଶାନ୍ତିଲତା’
ସୋରୋ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ରାଜ୍ୟ ସରକାର ଦୁଇଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସହିତ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ମୟୁରଭଂଜ ଉଦଳାରୁ...
ଟ୍ରକ ଧକ୍କାରେ ଓଲଟିପଡିଲା ଶାନ୍ତିଲତା, 6 ମୃତ
ଉଦଳାରୁ ଭୁବନେଶ୍ବର ଆସୁଥିଲା ଶାନ୍ତିଲତା ବସ୍ । ସୋରୋ ବିଦୁ ଛକ ନିକଟରେ ଅଟକିଥିଲା ବସ୍ ଏବଂ ଯାତ୍ରୀଙ୍କୁ ଓହ୍ଲାଉଥିଲା । ମାତ୍ର ଅଚାନକ ପଛପଟୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା ଶାନ୍ତିଲତାକୁ । ଫଳରେ ରାସ୍ତାକଡକୁ...
ବୁଲିବାଈ ଆପ୍ ମାମଲାରେ ଓଡିଶାରୁ ଜଣେ ଗିରଫ
ବହୁ ଚର୍ଚ୍ଚିତ ବୁଲିବାଈ ଆପ ମାମଲାରେ ଓଡିଶାରୁ ଜଣେ ଗିରଫ । ମୁମ୍ବାଇ ପୋଲିସ ଓଡିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଏଏନଆଇ ସୂତ୍ରରୁ ସୁଚନା ମିଳିଛି । ତେବେ ଏହି ଅଭିଯୁକ୍ତ ଜଣଙ୍କ କିଏ ?...
ହାର୍ଟଆଟାକ୍ ରେ ଚାଲିଗଲେ ପ୍ରିୟ ସୁନ୍ଦର ମିଶ୍ର
ଆରପାରିରେ ଭେଟେରାନ ଅଭିନେତା ପ୍ରିୟ ସୁନ୍ଦର ମିଶ୍ର । ଆଜି ସକାଳେ ହାର୍ଟ ଆଟାକରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ପ୍ରିୟ ସୁନ୍ଦର...
ଭୁବନେଶ୍ବର ଏମ୍ସରେ 300ରୁ ଅଧିକ କର୍ମଚାରୀ କରୋନା ପଜିଟିଭ୍
ଭୁବନେଶ୍ବର ଏମ୍ସ ହସପିଟାଲରେ 300ରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ହସପିଟାଲର ବହୁ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । 70 ରୁ ଅଧିକ ଡାକ୍ତର, 60 ରୁ ଅଧିକ ନର୍ସିଂ କର୍ମଚାରୀ...
107 ପୌରାଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା
ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛି ନଗର ଉନ୍ନୟନ ବିଭାଗ ।...
ଅତି ଆବଶ୍ୟକ ନହେଲେ ଡାକ୍ତରଖାନା ଯାଆନ୍ତୁ ନାହିଁ
ଅତି ଦରକାର ନଥିଲେ ରୋଗୀ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ । ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ରୁହେ । ତେଣୁ ଅତି ଜରୁରୀ ନଥିଲେ ହସ୍ପିଟାଲ ଯାଆନ୍ତୁ ନାହିଁ । ସାଧାରଣ ରୋଗୀଙ୍କ ରୋଗ ଲାଗି ଟେଲିମେଡିସିନ ସେବା...



















