କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ଘରେ ଚଢଉ
କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ଘରେ କମିଶନରେଟ ପୋଲିସର ଚଢଉ । ଗତକାଲି କେବିଏନ ଗ୍ୟାଙ୍ଗର ଦୁଇ ପ୍ରମୁଖ ସଦସ୍ୟ ଚେଙ୍ଗ ଓ ସଞ୍ଜୟ ଘର ଭାଙ୍ଗି ପୋଲିସ ରେଡ୍ କରିବା ପରେ ଦୁଇଜଣ ଆତ୍ମସମର୍ପଣ କରିଥିଲେ ।...
ଆରପାରିରେ କଟାକ୍ଷ କାରିଗର କିଶୋର
ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ । ଦୁଇଦିନ ଧରି ହୃଦଘାତରେ ପୀଡିତ ହେବାପରେ ସେ ଚିକିତ୍ସାଧୀନ ଥିଲେ । ମୃତ୍ୟୁବେଳକୁ ତାଙ୍କୁ 58 ବର୍ଷ ବୟସ ହୋଇଥିଲା ।
ଦୈନିକ ସମ୍ବାଦରେ କଟାକ୍ଷ ନାଁରେ ବ୍ୟଙ୍ଗଚିତ୍ର କରି ଆସୁଥିବା କାର୍ଟୁନିଷ୍ଟ...
ଏମିତି କାହିଁକି କହିଲେ
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଭାଇରାଲ୍ ହେଲା ମମିତା ମେହେରଙ୍କ ବାପାଙ୍କ ଭିଡିଓ । ହାତ ଯୋଡି ନିବେଦନ କରୁଛନ୍ତି, ଆମ ଝିଅ ମମିତା ଭଲ ଝିଅ ଥିଲା । ଆଉ ତାର ଚରିତ୍ର ସଂହାର କରନ୍ତୁନି । ମୁଖ୍ୟମନ୍ତ୍ରୀଙ୍କ...
କଂଗ୍ରେସର ଅହୋରାତ୍ର ଧାରଣା
ମମିତା ମେହେର ହତ୍ୟାକାଣ୍ଡରେ ପୀଡିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଅହୋରାତ୍ର ଧାରଣା । ଗତକାଲିଠାରୁ ରାଜଭବନ ସାମ୍ନାରେ ଯୁବ କଂଗ୍ରେସ ଦୁଇ ଦିନିଆ ଅହୋରାତ୍ର ଧାରଣା ଦେଇଛି । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ...
୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ହତ୍ୟା କଲା ସଇତାନ ସ୍ୱାମୀ
ରାଜଧାନୀରେ ପୁଣି ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ତମାଣ୍ଡୋ ଥାନା କଳିଙ୍ଗନଗର ଅଞ୍ଚଳରେ ଡବଲ ମର୍ଡର ହୋଇଛି । ଘଟଣାସ୍ଥଳରେ ପହଁଞ୍ଚିଛି ତମାଣ୍ଡୋ ଥାନା ପୋଲିସ । ୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ସ୍ୱାମୀ ହତ୍ୟା...
ଅନୁମତି ଦେଲେ ହାଇକୋର୍ଟ
ଦୀପାବଳିରେ ଫୁଟିବ ଗ୍ରୀନ କ୍ରାକର । ଗ୍ରୀନ କ୍ରାକର ଫୁଟାଇବାକୁ ଆଜି ଅନୁମତି ଦେଇଛନ୍ତି ଓଡିଶା ହାଇକୋର୍ଟ । ଅଲ୍ ଓଡିଶା ଫାୟାର ଡିଲର ଆସୋସିଏସନ ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ବାଣ...
ଟିକା ନେଇଥିବା ବ୍ୟକ୍ତିଙ୍କୁ ଖୋଜିବେ ଆଶାକର୍ମୀ
କରୋନା ମହାମାରୀ ରୋକିବା ପାଇଁ ଟିକା କରଣ ଏକମାତ୍ର ଉପାୟ । ହେଲେ ଏବେ ବି ଗ୍ରାମାଞ୍ଚଳରେ ଅନେକ ଲୋକେ ବିଲକୁଲ ଟିକା ନେଇନଥିବାବେଳେ ଦ୍ୱିତୀୟ ଡୋଜ୍ ଟିକା ନେଇନଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ...
ଦୀପାବଳି ପରେ ଖୋଲିବ ପ୍ରଥମରୁ ସପ୍ତମ କ୍ଲାସ!
କରୋନାର ତୃତୀୟ ଲହର ସମ୍ଭାବନା କମି କମି ଆସିଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ସପ୍ତମ ଯାଏଁ ସ୍କୁଲ ଖୋଲିବା ନେଇ ବିଚାର ବିମର୍ଶ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବ ବୋଲି...
ବିବାହରେ ୨୫୦ ଲୋକଙ୍କୁ ଅନୁମତି
ନୂଆ ମାର୍ଗଦର୍ଶିକା ଜାରି କରିଛି ବିଏମସି । ଏଣିକି ବାହାଘର , ବ୍ରତଘର, ଶୁଦ୍ଧିକ୍ରୀୟା ପାଇଁ ୨୫୦ ଲୋକଙ୍କୁ ଅନୁମତି ମିଳିବ । ନଭେମ୍ବର ୧ ତାରିଖରୁ ଲାଗୁ ହେବ ଏହି ନୂଆ ମାର୍ଗଦର୍ଶିକା । ପୂର୍ବରୁ ବିବାହରେ...
ଦରକାର ହେଲେ ପୁଣି କଳାକୋର୍ଟ ପିନ୍ଧିବେ ନରସିଂହ
ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦରକାର ହେଲେ ପୁଣି କଳାକୋର୍ଟ ପିନ୍ଧିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସରକାର ଏହି ଘଟଣାକୁ ଯେତିକି ଗୁରୁତ୍ବ ଦେବା କଥା, ଦେଇନାହାଁନ୍ତି ବୋଲି...



















