ବିଜେପିରେ ସଞ୍ଜୀବ ସାହୁ
ବିଜେଡି ଛାଡିଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଆଜି ବିଜେପିରେ ଯୋଗ ଦେଇଛନ୍ତି । ରେଢାଖୋଲରୁ ବିଧାନସଭାକୁ ଚାରିଥର ନିର୍ବାଚିତ ହୋଇଥିବା ସଞ୍ଜୀବ ସାହୁଙ୍କୁ ଗତ ନିର୍ବାଚନରେ ବିଜେଡି ଟିକେଟ ଦେଇ ନ ଥିଲା । ନିକଟରେ ସେ ବିଜେଡିରୁ...
ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର
ଓଡିଶା ପୋଲିସ ହାଉଶିଂ ଓୟାର କର୍ପୋରେସନର ଡେପୁଟୀ ମ୍ୟାନେଜର ପ୍ରତାପ ସାମଲଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଆୟ ବହିର୍ଭୁତ ସଂପତ୍ତି ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ପ୍ରତାପ । ଭିଜିଲାନ୍ସ ଚଢଉ ବେଳେ ପ୍ରତାପଙ୍କ କୁବେର...
ନ୍ୟାୟ ପାଇଁ ଦସ୍ତଖତ
ନ୍ୟାୟ ପାଇଁ ବିଜେପିର ଦସ୍ତଖତ ଅଭିଯାନ । ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ ବିଜେପିର ଦସ୍ତଗତ ଅଭିଯାନ ଆରମ୍ଭ ହୋଇଛି । । ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ ଏବଂ...
ପୋଲିସକୁ କଂଗ୍ରେସର ଟମାଟୋ ମାଡ
ମମିତା ମେହେର ହତ୍ୟା ଘଟଣାରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କର ବହିଷ୍କାର ଦାବି କରି ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପ୍ରତିବାଦ କରି ଡିଜିଙ୍କର ଭୁବନେଶ୍ୱର କ୍ୟାମ୍ପ...
ହ୍ୱାଟସଆପ ଠକେଇରୁ କେମିତି ବଞ୍ଚିବେ
ଏବେ ଅନେକ ଲୋକ ହ୍ୱାଟସଆପ ମାଧ୍ୟମରେ ଠକେଇର ଶିକାର ହେଉଛନ୍ତି । ଏହି ଠକେଇରୁ କେମିତି ସୁରକ୍ଷିତ ରହିବେ ? କଣ ସବୁ ଉପାୟ ଅବଲମ୍ବନ କରିବେ ? ଏହାକୁ ନେଇ ଓଡିଶା କ୍ରାଇମବ୍ରାଞ୍ଚ କମିଶନରେଟ ପୋଲିସ ପକ୍ଷରୁ ଏକ...
ଡିସେମ୍ବର 1 ରୁ ବିଧାନସଭା ଶୀତ ଅଧିବେସନ
ଡିସେମ୍ବର 1 ରୁ 31 ତାରିଖ ଯାଏଁ ବସିବ ବିଧାନସଭା ଶୀତ ଅଧିବେସନ । ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅଧିବେସନ ସମୟରେ ମୋଟ 26ଟି କାର୍ଯ୍ୟ ଦିବସ ରହିଥିବା ବେଳେ ପାଞ୍ଚଟି ଛୁଟି ଦିବସ ରହିଛି ।...
16 ଯାଏଁ ବର୍ଷା
ଆସନ୍ତା 16 ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଅବପାତରେ ପରିଣତ ହୋଇଥିବାରୁ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର...
କାଲି ଛ ଘଣ୍ଟିଆ ଓଡିଶା ବନ୍ଦ
ମମିତା ମେହରଙ୍କୁ ନ୍ୟାୟ ଦେବା ଦାବିରେ କଂଗ୍ରେସ ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି । ପୂର୍ବରୁ ବାରଘଣ୍ଟିଆ ବନ୍ଦ ପାଳନ ପାଇଁ ନିଷ୍ପତ୍ତି ନେଇଥିବା କଂଗ୍ରେସ ଶେଷମୁହୂର୍ତ୍ତରେ ଛ ଘଣ୍ଟିଆ ବନ୍ଦ ପାଳନ ପାଇଁ ଡାକରା ଦେଇଛି ।...
ବିଳମ୍ବ ହେଲେ ବି ସ୍ବାଗତଯୋଗ୍ୟ
ପୋଲାଭରମ ହେଉ ଅବା କୋଟିଆ । ନେରେଡି ହେଉ ଅବା ଝଞ୍ଜାବତୀ । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜଳସେଚନ ପ୍ରକଳ୍ପ ଓ ସୀମା ପ୍ରସଙ୍ଗକୁ ନେଇ ଦୀର୍ଘବର୍ଷ ଧରି ବିବାଦ ଲାଗି ରହିଛି । ମାତ୍ର ଗତ କୋଡିଏ...
କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ଘରେ ଚଢଉ
କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ଘରେ କମିଶନରେଟ ପୋଲିସର ଚଢଉ । ଗତକାଲି କେବିଏନ ଗ୍ୟାଙ୍ଗର ଦୁଇ ପ୍ରମୁଖ ସଦସ୍ୟ ଚେଙ୍ଗ ଓ ସଞ୍ଜୟ ଘର ଭାଙ୍ଗି ପୋଲିସ ରେଡ୍ କରିବା ପରେ ଦୁଇଜଣ ଆତ୍ମସମର୍ପଣ କରିଥିଲେ ।...


















