30 C
Bhubaneswar
Tuesday, August 4, 2026
-Advertisement-

ମନ୍ତ୍ରୀଙ୍କ ପାଇଲଟିଂ ଗାଡି ଦୁର୍ଘଟଣାଗ୍ରସ୍ତ

ଭାରସାମ୍ୟ ହରାଇ ଓଲଟିଲା ମନ୍ତ୍ରୀଙ୍କ ପାଇଲଟିଂ ଗାଡି । ଏଥିରେ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭୁବନେଶ୍ୱରରୁ ରାୟଗଡା ଫେରୁଥିବା...

ଚାରିଦିନ ରିମାଣ୍ଡରେ ନେବ ପୋଲିସ

ମନୀଷ ଅନୁରାଗଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ତିନି ଅଭିଯୁକ୍ତଙ୍କୁ ଚାରିଦିନ ପାଇଁ ରିମାଣ୍ଡରେ ନେବ ପୋଲିସ । ଇନଫୋସିଟୀ ଥାନା ପୋଲିସ ଅଧିକ ତଦନ୍ତ ପାଇଁ ପାଞ୍ଚଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ ଭୁବନେଶ୍ବର ଜେଏମଏଫସି ଚାରିଦିନ...

ବିଶିଷ୍ଟ ଶିଳ୍ପପତି କମଳଜିତ ସିଂହଙ୍କ ପରଲୋକ

ବିଶିଷ୍ଟ ଶିଳ୍ପପତି ତଥା କେଜେଏସ ଗ୍ରୁପର ଅଧ୍ୟକ୍ଷ କମଳଜିତ ସିଂହ ଆଲୁୱାଲିଆଙ୍କ ଅକ୍ଟୋବର ୧୫ ତାରିଖ ଶୁକ୍ରବାର ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଭାରାତୀୟ ଖଣି ଓ ଲୌହ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ଶ୍ରୀ ସିଂହ ଜଣେ ପ୍ରମୁଖ...

ପୁଣି ବଢିଲା ବସ୍ ଭଡା

ପୁଣି ବଢିଲା ବସ୍ ଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ୩ ପଇସା ବୃଦ୍ଧି ପାଇଥିବାବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ ଭଡା ୬ ପଇସା ଲେଖାଏଁ ବଢିଛି । ସାଧାରଣ ବସ ଭଡା କିଲୋମିଟର...

ମାଓବାଦୀ ନେତା ଆରକେ ମୃତ

କୁଖ୍ୟାତ ମାଓବାଦୀ ନେତା ଆରକେ ଓରଫ ରାମକ୍ରିଷ୍ଣା ନାଁରେ ପରିଚିତ ଆକ୍କିରାଜୁ ହରଗୋପାଲ ମୃତ । ମାଓବାଦୀ ସେଣ୍ଟ୍ରାଲ କମିଟି ପକ୍ଷରୁ ଆରକେ ମୃତ୍ୟୁ ସଂପର୍କରେ ପ୍ରେସ ରିଲିଜ ଜରିଆରେ ସ୍ପଷ୍ଟ କରାଯାଇଛି । ଛତିଶଗଡ ବସ୍ତର ଜିଲ୍ଲାରେ ଆରକେ...

ପାତ୍ରପଡା ପୋଖରୀରୁ ମିଳିଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅର ମୃତଦେହ

ବରିଷ୍ଠ ସାମ୍ବାଦିକ ତଥା 'ନିର୍ଭୟ' ସଂପାଦକ ନବୀନ ଦାସଙ୍କ ବଡପୁଅ ମନୀଷ ଅନୁରାଗଙ୍କ ଅକାଳ ଦେହାନ୍ତ । ଗତକାଲି ପଟିଆ ଇନଫୋସିଟୀ ଅଞ୍ଚଳରୁ ମନୀଷ ନିଖୋଜ ଥିଲେ । ଏ ସଂପର୍କରେ ଥାନାରେ ଏତଲା ଦିଆଯାଇଥିଲା । କେହି ଦୁର୍ବୃତ୍ତ...

ସମସ୍ତଙ୍କୁ କ୍ଲିନଚିଟ୍, ବିଦ୍ୟାଙ୍କ ବିରୋଧରେ ମାମଲା ରୁଜୁ

ଯାହା ଆଶା କରାଯାଉଥିଲା, ସେଇଆ ହେଲା । ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଅପରାଧୀ କେହି ନାହାଁନ୍ତି । ସମସ୍ତଙ୍କୁ କ୍ଲିନଚିଟ୍ ଦେଇଦେଲା କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ମୃତ୍ୟୁ ପାଇଁ ଡିଏଫଓ ସଂଗ୍ରାମ ବେହେରା କି ପତ୍ନୀ ବିଦ୍ୟାଭାରତୀ ଦୋଷୀ...

ସରକାରୀ କର୍ମଚାରୀଙ୍କୁ ପୂଜାଭେଟି, ବଢିଲା ମହଙ୍ଗା ଭତ୍ତା

ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଜୁଲାଇ 21ରୁ ମହଙ୍ଗା ଭତ୍ତାରେ 11%ବୃଦ୍ଧି । ଅକ୍ଟୋବର ଦରମାରେ ମିଳିବ ବର୍ଦ୍ଧିତ ଭତ୍ତା । ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍...

ପିସିଆଇ ସଦସ୍ୟ ମନୋନୀତ ହେଲେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ମନୋନୀତ । ପ୍ରେସ କାଉନସିଲ ଅଫ ଇଣ୍ଡିଆର ଗେଜେଟ ନୋଟିଫିକେସନରେ ଏହା ପ୍ରକାଶିତ ହେବା ପରେ ଶ୍ରୀ ମହାନ୍ତିଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।...

ଅସହାୟ ମଣିଷ ପାଇଁ ସାମ୍ବାଦିକତା କରୁଥିଲେ

ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ ଆଉ ନାହାଁନ୍ତି । ଦୀର୍ଘଦିନ ଧରି କରୋନା ସହ ଲଢିବା ପରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ଦୀର୍ଘବର୍ଷ ଧରି ସେ ଦୈନିକ ସମ୍ବାଦ, ‘ପ୍ରଜାତନ୍ତ୍ର’ରେ ସାମ୍ବାଦିକତା କରିବା ପରେ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...