27.1 C
Bhubaneswar
Saturday, November 14, 2026
-Advertisement-

ଏଥର ସ୍ୱାଭାବିକ ମୌସୁମୀ

ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ସ୍ୱାଭାବିକ ମୌସୁମୀ ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଲଙ୍ଗ୍ ପିରିୟଡ ଆଭରେଜ୍‌ର ୯୬ ପ୍ରତିଶତ ବର୍ଷା...

ଜଳିଲା ୫ ଜୁଇ

କଟକ କାଳିଆବୋଦା ଶ୍ମଶାନରେ ଜଳିଛି ଗୋଟିଏ ପରିବାରର ୫ଟି ଜୁଇ । ଗତକାଲି ସଇତାନ ସାନଭାଇ କ୍ରୋଧରେ ପ୍ରାଣ ହରାଇଥିଲେ ବଡ ଭାଇର ପରିବାର । ଜମିଜମା କଳହକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା...

କାଲି ୯ ଜିଲ୍ଲାରେ ଝଡବର୍ଷା ସମ୍ଭାବନା

ବଜ୍ରପାତ ସହ ଝଡବର୍ଷା ନେଇ କାଲି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର , ନୂଆପଡା, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଚ ଜିଲ୍ଲାକୁ ସତର୍କ ସୂଚନା । ୟେଲୋ ୱାର୍ଣ୍ଣିଂ...

ଶାନ୍ତି ନଫେରିବା ଯାଏ ୧୪୪ ଧାରା ଜାରି ରହିବ

କେନ୍ଦୁଝରରେ ଇଣ୍ଟରନେଟ ସେବା ବନ୍ଦ । ଯୋଡାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣା ପରେ କାଲି ରାତି ୧୨ଟାରୁ ଜିଲ୍ଲାର ସମସ୍ତ ଇଣ୍ଟରନେଟ ସେବା ବନ୍ଦ ରହିଛି । ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି ।...

ମହାନଗରର ଡେପୁଟୀ ମେୟର ହେଲେ ମଂଜୁଲତା

ମହାନଗର ନିଗମ ଭୁବନେଶ୍ବରର ଡେପୁଟୀ ମେୟର ହେଲେ ମଂଜୁଲତା କହଁର । ବିଜେଡି ପ୍ରାର୍ଥୀ ଭାବେ 22 ନମ୍ବର ଓ୍ବାର୍ଡର ବିଜେଡି କର୍ପୋରେଟର ମଂଜୁଲତା ନାମାଙ୍କନ ଦାଖଲ କରିଛନ୍ତି । ମୋଟ 67 କର୍ପୋରେଟରଙ୍କ ମଧ୍ୟରୁ ବିଜେଡିର 48, ବିଜେପିର...

ସାମ୍ବାଦିକଙ୍କୁ ବେଡି : ବଦଳିଲେ ଆଇଆଇସି

ମହଙ୍ଗା ପଡିଲା ସାମ୍ବାଦିକଙ୍କ ଗୋଡରେ ପେଡି ବାନ୍ଧିବା । ନୀଳଗିରିର ସାମ୍ବାଦିକ ଆଲୋକଙ୍କ ଗୋଡରେ ବେଡି ପକାଯିବା ଘଟଣା । ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସଙ୍କୁ ବଦଳି । ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ...

ଲେମ୍ବୁ ଗୋଟାକ ୧୦ ଟଙ୍କା!

ସାଧାରଣତଃ ଖରାଦିନେ ଲେମ୍ବୁର ଚାହିଦା ଅଧିକ ଥାଏ । କିନ୍ତୁ ଏବେ ଲେମ୍ବୁର ଦାମ୍ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । କଟକ ଛତ୍ର ବଜାର ପରିବା ହାଟରେ ଗୋଟିଏ ଲେମ୍ବୁର ଦାମ ରହିଛି ୧୦ ଟଙ୍କା । ଲେମ୍ବୁର...

ଜଣେ ବିଧାୟକ ପିସିସି ସଭାପତି ହୁଅନ୍ତୁ

ଜଣେ ବିଧାୟକ ପିସିସି ସଭାପତି ହୁଅନ୍ତୁ । ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ କାଢି ନୂଆ ସଭାପତି ନିଯୁକ୍ତି କରିବାକୁ ଦାବି କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଏହା ହେଲେ ଦଳ ଓ ସଙ୍ଗଠନ ସୁଦୃଢ...

ମହୁମାଛି ଆକ୍ରମଣରେ ୧୦ ଗୁରୁତ୍ତର

ମହୁମାଛି ଆକ୍ରମଣରେ ଅଙ୍ଗନବାଡି କେନ୍ଦ୍ରରେ ୧୦ ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ବୌଦ୍ଧ କଣ୍ଟାମାଳ ବ୍ଲକ ଦବଲା ପଞ୍ଜାୟତର ବଉଳସିଂହାରେ ଏହି ଅଘଟଣ ଘଟିଛି । ୮ ଶିଶୁଙ୍କ ସମେତ ଅଙ୍ଗନବାଡିର ୱାର୍କର ଏବଂ ହେଲଫର ମହୁମାଛି ଆକ୍ରମଣରେ...

ଭିଲିଆନଙ୍କ ଗାଲରେ ଶକ୍ତ ଚାପୁଡା ଦେଲେ ନିର୍ଦ୍ଦେଶକ

ସୁଟିଂ ସେଟରେ ଭିଲିୟାନଙ୍କ ଗାଲରେ ଶକ୍ତ ଚାପୁଡା । ସିନେମାର ହିରୋ ନୁହେଁ, ଖୋଦ ନିର୍ଦ୍ଦେଶକ ଏମିତି ଶକ୍ତ ଚାପୁଡା ମାରିଛନ୍ତି । ଏମିତି ଦୃଶ୍ୟ ଦେଖି ସମସ୍ତେ ତାଜୁବ୍ । ହଠାତ୍ କଣ ହେଲା ଯେ, ନିର୍ଦ୍ଦେଶକ ଏମିତି...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...