ଏଥର ବି ୩୦% କମିବ ସିଲାବସ୍
ପୂର୍ବବର୍ଷ ଭଳି ଏଥର ମଧ୍ୟ ନବମ ଏବଂ ଦଶମରେ ସିଲାବସ୍ ହ୍ରାସ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ନବମ ଓ ଦଶମ ଶ୍ରେଣୀର ୩୦ ପ୍ରତିଶତ ସିଲାବସ ହ୍ରାସ...
ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’
ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ଆୟୋଜନ କରୁଛନ୍ତି ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା – ଜଗନ୍ନାଥ ହୋ । ୨୦୧୯ରେ ଏହି ପ୍ରତିଯୋଗିତା ମୁକ୍ତମଞ୍ଚରେ ଅନୁଷ୍ଠିତ ହୋଇଥିଲା । ମାତ୍ର କୋଭିଡ ମହାମାରୀ ପାଇଁ ଗତବର୍ଷ...
ଗରିବଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ଗରିବ ସୁରକ୍ଷା ମଞ୍ଚ
କରୋନା ମହାମାରୀ ସମୟରେ ଅନେକ ଗରିବ ଲୋକ ଭୋକ ଉପାସରେ ରହୁଛନ୍ତି । ସେମାନଙ୍କ ନିକଟରେ ନା ପହଁଞ୍ଚି ପାରୁଛି ପ୍ରଶାସନ ନା ସରକାର । କିନ୍ତୁ ଗରିବଙ୍କ ପେଟର ଭୋକ ବୁଝିପାରି ସେମାନଙ୍କ ପାଖରେ ଛିଡା ହୋଇଛନ୍ତି ଗରିବ...
ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ । ଏନେଇ ରାଜ୍ୟ ନିର୍ବାଚନ କମିଶନ ସଚିବ କହିଛନ୍ତି ଯେ, ରାଜ୍ୟ ସରକାର ତାଙ୍କ କାମ ସାରିନଥିବାରୁ ବିଳମ୍ବ ହୋଇପାରେ । ପଞ୍ଚାୟତ ପ୍ରତିନିଧିଙ୍କର କାର୍ଯ୍ୟକାଳ ମାର୍ଚ୍ଚ ୧୦ ୨୦୨୨ ରେ ସରିବ...
ଟିକା ନେଇନଥିଲେ ବନ୍ଦ ରହିବ ଦୋକାନ
ବ୍ୟାପକ ଟିକାକରଣ ଦ୍ୱାରା କରୋନାକୁ ମାତ୍ ଦେଇହେବ । କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାପାଳଙ୍କର ନୂଆ ନିର୍ଦ୍ଦେଶନାମା । ଏଣିକି ସବୁ ଦୋକାନୀ କରୋନା ଟିକା ନେବା ପାଇଁ ବାଧ୍ୟ । ଯଦି...
ନୀଳଗିରିରେ 10 ସେବାୟତ ଅଟକ
ପ୍ରଶାସନର ବିନା ଅନୁମତିରେ ବାଲେଶ୍ବର ଜିଲ୍ଲା ନୀଳଗିରି ଶ୍ରୀଜଗନ୍ନାଥ ମନ୍ଦିରରେ ଚାଲିଥିଲା ରଥ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାର କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇଥିବା ବେଳେ ଅନ୍ୟ ସବୁ ସ୍ଥାନରେ ରଥଯାତ୍ରାକୁ ନିଷେଧ କରିଛନ୍ତି ।...
ଆରମ୍ଭ ହୋଇଛି ୟୁଟ୍ୟୁବରେ ପାଠପଢା
କରୋନା ମହାମାରୀରେ କ୍ଲାସରୁମ୍ ପାଠପଢା ହୋଇପାରୁନାହିଁ । ଆଜିଠୁ ଆରମ୍ଭ ହୋଇଛି ୟୁଟ୍ୟୁବରେ ପାଠପଢା । ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁଟ୍ୟୁବରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । କେଉଁଦିନ କେଉଁ ବିଷୟରେ ପାଠପଢା ହେବ...
ଅଧାରେ ରହିଗଲା ଆଗକୁ ଦେଖିଥିବା ସ୍ୱପ୍ନ
ତପୁଙ୍କ ସ୍ୱର ଶୁଭିବ । କିନ୍ତୁ ନୂଆ ନୁହେଁ , ଶୁଣିବା କେବଳ ସେ ବିଗତ ଦିନରେ ଗାଇଥିବା ଗୀତ । ଖୋଲା ହୃଦୟ , ବେଶ୍ ମିଳାପି ଥିଲେ ତପୁ । ଦୁଇ ବର୍ଷ ତଳେ ବିବାହ...
ସଟ୍ଡାଉନ୍ରେ ସେକ୍ସ ରାକେଟ ଠାବ
କରୋନା ପାଇଁ ରାଜଧାନୀରେ ଜାରି ରହିଛି ସଟ୍ ଡାଉନ୍ , ଲକ୍ଡାଉନ୍ । ଦୋକାନ, ବଜାର ସବୁ ବନ୍ଦ । କିନ୍ତୁ ସଟଡାଉନରେ ଭୁବନେଶ୍ୱରରେ ଚାଲିଥିଲା ଦେହ ବ୍ୟବସାୟ । ବୁଦ୍ଦେଶ୍ୱରୀ କଲୋନୀ ଅଞ୍ଚଳରେ ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ...
ଚୂଡାନ୍ତ ହେଲା ରଥଯାତ୍ରା ନୀତି ନିର୍ଘଣ୍ଟ
ରଥଯାତ୍ରା ପାଇଁ ଆଜି ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଛତିଶା ନିଯୋଗ ବୈଠକରେ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଦିନ 3ଟାରେ ରଥଟଣା ହେବ । ଗୁଣ୍ଡିଚା ଯାତ୍ରା ଦିନ ସକାଳ ସାଢେ ଆଠଟାରେ ତିନି ଠାକୁରଙ୍କ...



















