ଆଉ ଜଣଙ୍କୁ ମାରିଦେଲେ ମାଓବାଦୀ
ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ବର୍ବରକାଣ୍ଡ । ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ହିସାଂ ଭିଆଇଛନ୍ତି ଲାଲବାହିନୀ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଯୁବକଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ଭଣ୍ଡରଙ୍ଗୀ...
ବିଦା ହେଲେ ଆଉ ପାଞ୍ଚ ବାବୁ
ଦୁର୍ନୀତି ଅଭିଯୋଗରେ ଆଉ ପାଞ୍ଚଜଣ ବାବୁଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଏହି ପାଞ୍ଚଜଣ ଅଧିକାରୀ ହେଲେ, କଳାହାଣ୍ଡି ଆଇୟୁସିଏଡବ୍ଲୁ ଡିଏସପି ରବୀନ୍ଦ୍ର ସେଠୀ, ବଣାଇର ପୂର୍ବତନ ତହସିଲଦାର ସୁଶୀଲ କୁମାର କୁଜୁର, ବଲାଙ୍ଗୀର...
ଗିରଫ ହେଲେ ରସିକିଆ ନକଲି ଡାକ୍ତର
ବନ୍ଧା ହେଲେ ରସିକିଆ ହୋମିଓପାଥି ଡାକ୍ତର । ୭ଟି ରାଜ୍ୟରେ ଡାକ୍ତରଙ୍କ ରହିଛନ୍ତି ୧୪ଜଣ ସ୍ତ୍ରୀ । ଅଭିଯୁକ୍ତ ଜଣଙ୍କ ହେଲେ ବିଦୁ ପ୍ରକାଶ ସ୍ବାଇଁ ପ୍ରସାଦ । ବିବାହ ନାଁରେ ସେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ...
୧୬ରୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା !
ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠୁ ରାଜ୍ୟର ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୁଖତଃ ଶୁଖିଲା...
ପୁରୀ ଶ୍ରୀଚୈତନ୍ୟ ଗୌଡୀୟ ମଠ ପରିଦର୍ଶନ କରିବେ ରାଷ୍ଟ୍ରପତି
ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ସେ ୧୯ ତାରିଖ ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦର ଏବଂ ୩ଟା ୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ଯାଇ...
ମାଓ ହମଲା:ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ୍
ଛତିଶଗଡରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ ହୋଇଛି । ବିଜାପୁର ଜିଲ୍ଲା ବାସାଗୁଡାରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନବେଳେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ସିଆରଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଥିବା ଜଣାପଡିଛି । ତେବେ ଆଉ ଜଣେ ଯବାନ ମଧ୍ୟ...
କୋଭିଡ କଟକଣା ଭିତରେ ହେବ ମହାଶିବରାତ୍ରି
ଚଳିତବର୍ଷ ବି କୋଭିଡ କଟକଣା ଭିତରେ ପାଳନ ହେବ ଲିଙ୍ଗରାଜଙ୍କ ଜାଗର ଯାତ୍ରା । ତେବେ ଭକ୍ତଙ୍କ ମନ୍ଦିର ପ୍ରବେଶ ନେଇ ପରବର୍ତ୍ତୀ ଆଲୋଚନାରେ ନିଷ୍ପତ୍ତି ନିଆଯିବ । ଏବଂ ମହାଦୀପ ରାତି ୧୦ଟା ରେ ଉଠିବା ଲାଗି ସମୟ...
ପ୍ରତିଶ୍ରୁତି ଦିଅ କରିବନି ପର
ଜୀବନରେ ଯେତେ ଝଡ ତୋଫାନ ଆସିଲେ ବି କେବେ ବି ମୋତେ ପର କରିବୁନି । ଅଧାବାଟରେ କେବେ ବି ମୋ ହାତ ଛାଡିବୁନି । ଆଜି ଭ୍ୟାଲେନଣ୍ଟାଇନ୍ସର ପଞ୍ଚମ ଦିନ ଅର୍ଥାତ୍ ପ୍ରମିଜ୍ ଡେ’ରେ ବାନ୍ଧବୀଙ୍କୁ ପ୍ରତିଶ୍ରୁତି ମାଗିଛନ୍ତି...
ଉଠିଯିବ ୧ ନମ୍ବର ହାଟ
ଉଠିଯିବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ । ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ହୋଲ୍ସେଲ୍ ମାର୍କେଟ ସ୍ଥାନାନ୍ତର କରାଯିବ। ଏଥିପାଇଁ ଭଗବାନପୁରରେ ଚିହ୍ନଟ ୧୦ ଏକର ଜମି ହୋଇଛି। ସେଠାରେ ପରିବା ହୋଲ୍ସେଲ୍ ମାର୍କେଟ ଲାଗି ଶୀତଳଭଣ୍ଡାର ଓ...
ଆଜି ଚିଠା ଭୋଟର ତାଲିକା
ଆଗାମୀ ପୌର ନିର୍ବାଚନ ପାଇଁ ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି । ଆଜି ୧୦୭ ପୌରାଞ୍ଚଳ, ୩ ମହାନଗରରେ ଚିଠା ତାଲିକା ପ୍ରକାଶ କରାଯିବ । ଆସନ୍ତା ପୌର ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ପରେ ଏହା କହିଛନ୍ତି...

















