କରୋନାକୁ କେମିତି ଜଗିଛନ୍ତି ଆଦିବାସୀ ଗାଁ ଲୋକେ
କେନ୍ଦୁଝର ଜିଲ୍ଲାର ଦୁର୍ଗମ ବଣପାହାଡ ଘେରା ଆଦିବାସୀ ବହୁଳ କେ. ବାଲିପାଳ ପଞ୍ଚାୟତ । ଏହି ପଞ୍ଚାୟତ ଅଧୀନରେ ରହିଛି ସାତଟି ଗାଁ । ପ୍ରାୟ ପାଂଚ ହଜାରରୁ ଅଧିକ ଲୋକ ବସବାସ କରନ୍ତି ଏହି ପଞ୍ଚାୟତରେ । କିନ୍ତୁ...
ବାତ୍ୟା ମୁକାବିଲା ପାଇଁ ପୁରା ସଜାଗ ସରକାର
ବାତ୍ୟା ୟାସ୍ ଆସନ୍ତାକାଲି ଅବପାତ ରୂପ ନେବ । 24 ତାରିଖରେ ଅବପାତ କ୍ରମଶଃ ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ 25 ତାରିଖ ବେଳକୁ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ । ଘଣ୍ଟାକୁ 40 ରୁ 50...
ବର୍ଷାରେ ଓଦା ହେଲେ ସଙ୍କ୍ରମଣ ବଢିବ
ବାତ୍ୟା ପରେ ବର୍ଷା ହେବ । ଯାହା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ ରହିଛି । ବର୍ଷାରେ ଓଦା ହେଲେ ସଙ୍କ୍ରମଣ ହେବାର ସମ୍ଭାବନା ରହିଛି । ବର୍ଷାରେ ଓଦା ହେଲେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ...
ବାପାଙ୍କ ଏଗାରରେ ମଝିଆଁ ପୁଅ, ବାରଦିନରେ ବଡପୁଅର ବିୟୋଗ
ସମୟ କେତେ ନିଷ୍ଠୁର । କରୋନା ଆଣିଦେଇଛି ଏମିତି ଦାରୁଣ ଦୁଃଖ । ବାପାଙ୍କ ମୃତ୍ୟୁର ବାରଦିନ ଭିତରେ ଆଖିବୁଜି ଦେଇଛନ୍ତି ଦୁଇପୁଅ । ବିଶିଷ୍ଠ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ଗତ 9 ତାରିଖରେ କୋଭିଡରେ ଆକ୍ରାନ୍ତ ହୋଇ...
ବାତ୍ୟା ‘ସିଭିୟର’ ଅବା ‘ଭେରି ସିଭିୟର୍’ ହେବ
ଆସନ୍ତା 22 ତାରିଖରେ ଆଣ୍ଡାମାନ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେବ । ତେବେ ଏହି ବାତ୍ୟା କ୍ରମଶଃ 'ସିଭିୟର' ଅବା 'ଭେରି ସିଭିୟର' ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।...
କରୋନା ଭୟ ଆଗରେ ମାରିଦେଉଛି ପେଟର ଭୋକ
ଇଏ ରାଜଧାନୀ ଭୁବନେଶ୍ବର । କୋଭିଡ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେତେ ବ୍ୟବସ୍ଥା । କେତେ ଆଇନକାନୁନ । ମାସ୍କ ପିନ୍ଧିବାଠୁ ଆରମ୍ଭ କରି ଭ୍ୟାସିନେସନ ନେବାଯାଏଁ । ସ୍ମାର୍ଟସିଟି ପାଇଁ ସ୍ମାର୍ଟ ସେଂଟର ବି ଖୋଲାଯାଇଛି ।...
ପଚାଶ ଟଙ୍କାରେ ନାମିଦାମୀ କଂପାନୀର ଆଇକାର୍ଡ
ପଚାଶ ଟଙ୍କାରେ ମିଳୁଥିଲା ଆଇକାର୍ଡ । ଯିଏ ଯେଉଁ କଂପାନୀର ଆଇକାର୍ଡ ଖୋଜୁଥିଲା ତା ପାଇଂ ସେମିତି ଆଇଡେଣ୍ଟିଟି କାର୍ଡ ବନେଇ ଦେଉଥିଲେ । ଫଳରେ ଫେକ୍ ଆଇକାର୍ଡ ଦେଖାଇ ପୋଲିସକୁ ଚକମା ଦେଇ ବୁଲୁଥିଲେ ଅମାନିଆ । ଭୁବନେଶ୍ବର...
ଏବେ ଫୋକସରେ ଗାଁ
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି । ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟିଂ କରିବାକୁ କୁହାଯାଉଛି । ଏଣିକି ନିୟମିତ ଭାବେ ଆଶା କର୍ମୀ , ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଘରକୁ ଘର ଯାଇ ସର୍ଭେ କରାଯିବାକୁ କୁହାଯାଇଛି...
କରୋନା ପୋଛିନେଲା ନବବଧୂ ସିନ୍ଦୁର
କେତେ ଭୟଙ୍କର ହୋଇପାରେ କରୋନା । କେତେ ଭୟଙ୍କର ହୋଇପାରେ ଦୁଃଖ । କେନ୍ଦ୍ରାପଡା ରାଜକନିକା ବ୍ଲକ ଦୁର୍ଗାଦେବୀପଡା ଗାଁରୁ ଆସିଛି ଏମିତି ଦୁଃଖଦ କାହାଣୀ । ବେଙ୍ଗାଲୁରରେ କାମ କରୁଥିବା ଏହି ଗାଁର ସଞ୍ଜୟ ନାୟକଙ୍କ ବାହାଘର ଠିକ୍...
ହ୍ୱାଟ୍ସଆପ୍, ଫୋନ ନମ୍ବର ମାଧ୍ୟମରେ କରିପାରିବେ ଅର୍ଡର
ଆଜିଠାରୁ ଆରମ୍ଭ ହୋଇଛି ମଦର ହୋମ୍ ଡେଲିଭରୀ । ସରକାରଙ୍କ ଗାଇଡଲାଇନ୍ ଅନୁସାରେ ମଦ ବିକ୍ରୀ କରିପାରିବେ । ମଦର ଦର ଅନୁସାରେ ୧ ହଜାର ଟଙ୍କା ଭିତରେ ହେଲେ ୧୦୦ ଟଙ୍କା ଓ ୧୦୦୦ ଟଙ୍କାରୁ ଉର୍ଦ୍ଧ୍ୱ...



















