27.8 C
Bhubaneswar
Wednesday, August 5, 2026
-Advertisement-

କାଲି ଉତ୍ତର ରଖିବେ ମନ୍ତ୍ରୀ

ବିଧାନସଭା ଅଚଳାବସ୍ଥା ଦୂର ପାଇଁ ଆଜି ସର୍ବଦଳୀୟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କ ଧାନକିଣା ପ୍ରସଙ୍ଗରେ ଆସନ୍ତାକାଲି ସାଢେ ଏଗାରଟାରେ ଯୋଗାଣମନ୍ତ୍ରୀ ଉତ୍ତର ରଖିବେ । ସେହିପରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ...

ବିଧାନସଭା ବାହାରେ ହାଇଡ୍ରାମା : ନବୀନ ନିବାସ ଗଲେ ବିଜେପି ନେତା

ପାଞ୍ଚଦିନ ଧରି ବିଧାନସଭାରେ ଅଚଳାବସ୍ଥା ଲାଗିରହିଛି । ଗୃହର ନେତା ହିସାବରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାଁନ୍ତି । କିନ୍ତୁ ବାହାରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏମିତି ଆରୋପ ଲଗାଇ ଆଜି ବିଜେପି ବିଧାୟକ ଓ ନେତାମାନେ ବିଧାନସଭାରୁ...

ଆଜି ରାଜ୍ୟରେ 82 ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି । ଆଜି 82 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟିନରୁ 48 ଜଣ ଏବଂ ଲୋକାଲରୁ 34 ଜଣ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ସର୍ବାଧିକ...

ଭୁବନେଶ୍ୱରରେ ଟ୍ରାନ୍ସଫର୍ମର ଫାଟି ୪ ଗୁରୁତର

ଭୁବନେଶ୍ୱରରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ୪ ଗୁରୁତର । ଚନ୍ଦ୍ରଶେଖରପୁର ସ୍ଥିତ ଓମଫେଡ ଅଫିସ ଗେଟ୍ ସମ୍ମୁଖରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ଯିବାରୁ ନିକଟରେ ଥିବା ଏକ ଜଳଖିଆ ଦୋକାନ ମାଲିକ ଓ ତାଙ୍କ ପୁଅ ଗୁରୁତର ଆହତ...

ପୁରୀ ବସଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ବସ୍

ପୁରୀ ବସ୍ ଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୩ଟି ବସ୍ ସମ୍ପୂର୍ଣ୍ଣ ଜଳିଯାଇଛି । କୌଣସି କାରଣରୁ ନିଆଁଲାଗି ୩ଟି ବସ୍ ଜଳିଯାଇଛି । ବସ୍ ଛିଡା ହୋଇଥିବାବେଳେ ନିଆଁ ଲାଗିଛି । ନିଆଁ ଲାଗିବାର କାରଣ...

ଓଡିଶାରେ ସଙ୍କ୍ରମଣ ବଢିବାର ସମ୍ଭାବନା ରହିଛି

ଦେଶର ବିଭିନ୍ନ ରାଜ୍ୟରେ କରୋନା ସଙ୍କ୍ରମଣ ବଢିବା ପରେ ରାଜ୍ୟରେ ସ୍ଥିତି ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନିରଞ୍ଜନ ମିଶ୍ର । ଓଡିଶାରେ ସଙ୍କ୍ରମଣ ବଢିବା ସମ୍ଭାବନା ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଗତ...

ଓଡିଶାରେ କରୋନାକୁ ବର୍ଷେ ପୁରିଗଲା

ଓଡିଶାରେ କରୋନା ସଂକ୍ରମଣର ବର୍ଷେ ପୁରିଗଲା । 2020 ମାର୍ଚ୍ଚ 15 ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଇଟାଲିରୁ ଫେରିଥିବା ଭୁବନେଶ୍ବର ବଡଗଡ ଅଞ୍ଚଳର ଜଣେ ଯୁବକ ଥିଲେ ପ୍ରଥମ କରୋନା ରୋଗୀ । କ୍ୟାପିଟାଲ...

ସୁମନ୍ତ ମହାନ୍ତି ହତ୍ୟାକାଣ୍ଡର ପଞ୍ଚମ ଅଭିଯୁକ୍ତ ଗିରଫ

ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡର ପଞ୍ଚମ ଅଭିଯୁକ୍ତ ବିକ୍ରମାଦିତ୍ୟ ଜେନାକୁ ଗିରଫ କରିଛି ପୋଲିସ କମିଶନର । 2008ରେ ଏହି ହତ୍ୟାକାଣ୍ଡ ଘଟିଥିଲା ଏବଂ କାର୍ ଭିତରୁ ସୁମନ୍ତଙ୍କ ମୃତଦେହ ମିଳିଥିଲା । ତେବେ ସୁମନ୍ତଙ୍କ ହତ୍ୟାକାଣ୍ଡ ଘଟଣାରେ ସେତେବେଳେ...

ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ କ୍ଷମା ମାଗନ୍ତୁ : ବିଜେଡି

ବିଧାନସଭା ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ । ଆଜି ବିଧାନସଭାରେ ବିଜେଡି ବିଧାୟକମାନେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ନିନ୍ଦା କରିବା ସହ ସେ କ୍ଷମା...

ସବୁ ପିଲା ପାସ୍

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍ । ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ ହେବନି । ଗତବର୍ଷ ଭଳି ଏଥର ବି ପରୀକ୍ଷା ନକରି କ୍ଲାସ ପ୍ରମୋସନ କରାଯିବ । ରାଜ୍ୟ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...