32.2 C
Bhubaneswar
Tuesday, August 4, 2026
-Advertisement-

କରୋନା ମୃତ୍ୟୁ ଶୂନ୍‌

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ୬ମାସ ପରେ କରୋନା ମୃତ୍ୟୁରେ ଲାଗିଛି ବ୍ରେକ୍ । କରୋନାରେ ଗତକାଲି କୌଣସି ମୃତ୍ୟୁ ହୋଇନଥିବା ଟୁଇଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିପାଇଁ...

ପରୀ ମାମଲାର ଅଭିଯୁକ୍ତ ନାବାଳକ

ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଣେ ନାବାଳକ । ଆଜି କୋର୍ଟରେ ଅଭିଯୁକ୍ତଙ୍କ ଓକିଲ ଦାଖଲ କରିଥିବା ଜନ୍ମ ପ୍ରମାଣପତ୍ର ଆଧାରରେ କୋର୍ଟ ଏହା କହିଛନ୍ତି । ଏଥିସହିତ ନାବାଳକ ଅଭିଯୁକ୍ତର ନାର୍କୋ ଆନାଲିସିସ...

ଗାଇ ପାଟିରେ ଫୁଟିଲା ବୋମା

ଗାଇ ପାଟିରେ ବୋମା ଫୁଟିଲା । ଖଲ୍ଲିକୋଟ ନିକଟସ୍ଥ କେନ୍ଦୁପାଟ ଗାଁ ବିଲରେ ଚରୁଥିବା ବେଳେ ଗାଇଟି ଘାସପତ୍ର ସାଙ୍ଗରେ ବୋମାଟିକୁ ଚୋବାଇ ଦେଇଥିଲା । ଫଳରେ ଗାଇ ପାଟି ଭିତରେ ବୋମାଟି ବିସ୍ଫୋରଣ ହୋଇଥିଲା । ବୋମା ବିସ୍ଫୋରଣରେ...

ମାଛ, ଅଣ୍ଡା, କୁକୁଡା ବିକ୍ରି ଉପରେ କଟକଣା

ମହାମାରୀ କରୋନା ସମଗ୍ର ଦେଶବାସୀଙ୍କୁ ସଙ୍କଟରେ ପକାଇଥିବାବେଳେ ଏବେ ଆଉ ଏକ ସଙ୍କଟ ଦେଖାଦେଇଛି । ଦେଶରେ ବାର୍ଡ ଫ୍ଲୁ ଆତଙ୍କ । ଦେଶର ୫ଟି ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଦେଖାଦେଇଥିବାରୁ ଆଲର୍ଟ ଜାରି କରାଯାଇଛି...

8ରେ ଡିଜି ଅଫିସ ଘେରାଉ କରିବ ବିଜେପି

ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧକ୍ଷ୍ୟ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣା ପ୍ରତିବାଦରେ ବିଜେପି ଆସନ୍ତା 8 ତାରିଖରେ ଡିଜିପି ଅଫିସ ଘେରାଉ କରିବ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପଦାଧିକାରୀଙ୍କ...

ଶପଥ ନେଲେ ମୁଖ୍ୟ ବିଚାରପତି

ଶପଥ ନେଲେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ମୁରଲୀଧର । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନେଲେ ଶପଥ । ରାଜଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ । ଶପଥ ଉତ୍ସବରେ ଆଇନମନ୍ତ୍ରୀ , ବିରୋଧୀଦଳ ନେତା ଉପସ୍ଥିତ...

11ରୁ ଖୋଲିବ କଲେଜ ଓ ୟୁନିଭର୍ସିଟି

ଆସନ୍ତା 11 ତାରିଖରୁ ଖୋଲିବ କଲେଜ ଓ ୟୁନିଭରସିଟି । ଗତକାଲି ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ସରକାର ଘୋଷଣା କରିଥିବା ବେଳେ ଆଜି କଲେଜ ଓ ୟୁନିଭରସିଟି ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ...

ନୂଆବର୍ଷରେ ଭିଜିଲାନ୍ସ ହାତରେ ଧରାପଡିଲେ ଉପନିବନ୍ଧକ

ନୂଆବର୍ଷରେ ଭିଜିଲାନ୍ସ ହାତରେ ଧରାପଡିଲେ ବାଲେଶ୍ବର ଜିଲ୍ଲା ଉପନିବନ୍ଧକ ରଞ୍ଜନ କୁମାର ଦାସ । ଏକ ଘରୋଇ କାର ଯୋଗେ ବାଲେଶ୍ବରରୁ ପୁରୀ ଆସୁଥିବା ବେଳେ ଶେରଗଡସ୍ଥିତ ଟୋଲ୍ ପ୍ଲାଜା ନିକଟରେ ବାଲେଶ୍ବର ଡିଭିଜନ ଭିଜିଲାନ୍ସ ଅଧିକାରୀମାନେ ରଞ୍ଜନ କୁମାରଙ୍କୁ...

ଯୁବକଙ୍କ ଅଜବ କାଣ୍ଡ; ଦେହରେ ନିଆଁ ଲଗାଇ ଥାନା ଭିତରେ ପଶିଲେ

ଦେହରେ ନିଆଁ ଲଗାଇ ଥାନାକୁ ପିଶିଗଲା ଯୁବକ । ପାଲଲହଡା ଥାନା ଭିତରେ ଯୁବକଙ୍କ ଅଜବ କାଣ୍ଡ । ଆହତ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ପୋଲିସ । ପ୍ରେମ ବ୍ୟାପାରକୁ ନେଇ ଯୁବକ ଜଣକ...

ବଦଳିଲେ ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାପାଳ

ନୂଆବର୍ଷରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଆର.ଭିନିଲକ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂହଙ୍କୁ ଓଏମସି ଏମଡି ପଦକୁ ବଦଳି କରାଯାଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...