33.3 C
Bhubaneswar
Monday, August 3, 2026
-Advertisement-

ଆଜି ସର୍ବାଧିକ ୧୨୬୪ ଚିହ୍ନଟ, ୬ ମୃତ

ଆଜି ରାଜ୍ୟରେ ସର୍ବାଧିକ ୨୭ ଜିଲ୍ଲାରୁ ୧୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।୧୨୬୪ ମଧ୍ୟରୁ କ୍ୱାରେଣ୍ଟିନରୁ ୮୪୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪୧୭ ରହିଛି । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୨୧ ହଜାର...

ବିଲୁଙ୍ଗ ଗାଁ ଏବେ ରଙ୍ଗବତୀ ବିଲୁଙ୍ଗ

ପ୍ରସିଦ୍ଧ ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁର ନାଁ ବଦଳିଗଲା । ରଙ୍ଗବତୀ ଗୀତ ସମ୍ବଲପୁର ଜିଲ୍ଲାର ବାମରା ବ୍ଲକ ଅନ୍ତର୍ଗତ ବିଲୁଙ୍ଗ ଗାଁର ନାଁ ବଦଳାଇଦେଇଛି । ଏ ରାଜସ୍ୱ ଗାଁର ନାଁ...

ଭୁବନେଶ୍ୱରରେ ୯୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱରରେ ଆଜି ୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୭୨ କ୍ୱାରେଣ୍ଟନରୁ ଚିହ୍ନଟ ହୋଇଥିବାବେଳେ ୧୯ ଲୋକାଲ କେସ୍ ରହିଛି । ଆଇଆରସି ଭିଲେଜ ଏନ-୬, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର, କୋଳଥିଆ, ପାତ୍ରପଡା ଏମ୍ସନଗର, ପାଣ୍ଡରା ଜଗନ୍ନାଥ ନଗର, ଖଣ୍ଡଗିରି...

୫ମୃତ, ୧୦୭୮ ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରେ ସର୍ବାଧିକ ୨୮ ଜିଲ୍ଲାରୁ ୧୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୭୮ ମଧ୍ୟରୁ କ୍ୱାରେଣ୍ଟିନରୁ ୭୨୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୫୭ । ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୯...

କୋଭିଡ ହିରୋ ବିଶୋଇ

ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ଅନେକ ଜୀବନ ମଧ୍ୟ ନେଇସାରିଲାଣି । ତେବେ ବୟସ୍କ ବୃଦ୍ଧ ବୃଦ୍ଧାଙ୍କୁ କରୋନାରୁ ମୁକୁଳାଇବା ସେତିକି ସହଜ ନୁହେଁ । ଏହାରି ଭିତରେ ଗଞ୍ଜାମର...

ଭୁବନେଶ୍ୱରରେ ଲକ୍ ଡାଉନ୍ ପରେ କମ୍ ଲୋକାଲ

ରାଜ୍ୟରେ ଲଗାତାର କରୋନା ସଙ୍କ୍ରମଣ ବଢୁଥିବାରୁ ୫ଜିଲ୍ଲାରେ ଲକଡ଼ାଉନ କଡାକଡି କରାଯାଇଛି । ଯାହା ଫଳରେ ଟିକେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସୁଛି । ଯଦିଓ ପଜିଟିଭଙ୍କ ସଂଖ୍ୟା ବଢୁଛି କିନ୍ତୁ ଭୁବନେଶ୍ୱରରେ ଆଜି ଲୋକାଲ କେସ୍ କମ୍ ରହିଛି...

୬ ମୃତ, ୬୪୭ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଜି ୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡା, ଗଜପତି, କଟକ, ଜଗତସିଂହପୁରରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଖୋର୍ଦ୍ଧା ଓ ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଏହି ୬ ମୃତକଙ୍କ...

ହଳଦୀ ରଙ୍ଗର କଇଁଛ

କଇଁଛ ତ ସମସ୍ତେ ଦେଖିଥିବେ, ହେଲେ ହଳଦିଆ କଇଁଛ କେବେ ଦେଖିନଥିବେ । ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ରବିବାର ଦିନ ହଳଦିଆ କଇଁଛ ଦେଖିବାକୁ ମିଳିଛି । ବନବିଭାଗ ଅଧିକାରୀ ଭନୋମିତ୍ର ଆଚାର୍ଯ୍ୟ କହିଛନ୍ତି, ଏହା ଏକ ଅଦ୍ଭୁତ କଇଁଛ,...

୬ ମୃତ, ୬୭୩ ପଜିଟିଭ୍ ଚିହ୍ନଟ

ବେକାବୁ କରୋନା । ଦିନକୁ ଦିନ ସଙ୍କ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ଖାଲି ସଙ୍କ୍ରମଣ ନୁହେଁ କରୋନାରେ ପ୍ରତିଦିନ ଅନେକଙ୍କ ମଧ୍ୟ ଜୀବନ ଯାଉଛି । ଆଜି ରାଜ୍ୟରେ ୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି...

ଭୁବନେଶ୍ୱରରେ ୫୨ ପଜିଟିଭ୍

ଭୁବନେଶ୍ୱରରୁ ୫୨ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟନ୍ରୁ ୩୪ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୮ । ୫୨୩ ସୁସ୍ଥ ହୋଇଥିବାବେଳେ ଭୁବନେଶ୍ୱରରେ ମୃତ୍ୟୁ ସଂଖ୍ୟା ୧୧ । ୬୪୬ ଆକ୍ଟିଭ୍ କେସ୍ ରହିଛି ।...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...