ଜନଗଣନା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି
ଭୁୁବନେଶ୍ୱର : ଜନଗଣନା ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାକୁ ଦୃଷ୍ଟିରେ ରଖି ଏଭଳି କରିବାକୁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏପ୍ରିଲ ୧ରୁ୩୦ ସେପ୍ଟେମ୍ବର ମଧ୍ୟରେ ଜନଗଣନାର...
ମଦ ନିଶାରେ ଏଏସଆଇ
ଦେହରେ ଚକାଚକ ସୁଟ୍ସାଟ, ଲାଗୁଛି ନିହାତି ଜଣେ ଭଦ୍ର ବ୍ୟକ୍ତି ହୋଇଥିବେ, ହେଲେ ଏ ବାବୁ ଏଠି ଶୋଇଛନ୍ତି କାହିଁକି । ଆଜ୍ଞା ଏସବୁ ନାଲି ପାଣିର କମାଲ । ଏ ବାବୁ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ...
ସ୍ତ୍ରୀର ପରକୀୟା ସଂପର୍କ ଜାଣିବା ପରେ କଣ କଲା ସ୍ୱାମୀ
ଜଗତସିଂହପୁର : ସ୍ବାମୀ ରହୁଥିଲେ ଭୁବନେଶ୍ବରରେ । କାମ କରୁଥିଲେ ଏକ ହୋଟେଲରେ । ମାତ୍ର ସ୍ବାମୀ ଦିନ ଦିନ ଧରି ବାହାରେ ରହିବା କାରଣରୁ ସ୍ତ୍ରୀଙ୍କର ସଂପର୍କ ପରପୁରୁଷଙ୍କ ସହ ଗଢି ଉଠିଲା । ...
ବିସ୍ଫୋରକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
ରାୟଗଡା:ଆଣ୍ଟିନକ୍ସଲ ପାଟ୍ରୋଲିଙ୍ଗବେଳେ ପୁଲିସ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ଅଞ୍ଚଳ ଟିଡିମୁସ୍କା ଜଙ୍ଗଲରେ ୨ଟି ସ୍ଥାନରୁ ବିପୁଳ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ । ଏନେଇ...
ମୋବାଇଲ ପ୍ରତି ସାବଧାନ
ମୋବାଇଲ ଆମ ଦୈନନ୍ଦିନ ଜୀବନରେ ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡିଲାଣି I ହାରାହାରି ଜଣେ ମଣିଷ ପ୍ରତିଦିନ 76 ଥର ମୋବାଇଲ ବ୍ୟବହାର କରିଥାଏ ଏବଂ ଦୁଇହଜାର ଛଅଶହଥର ଛୁଇଁଥାଏ I ଏବଂ ମୋବାଇଲ ମାଧ୍ୟମରେ କରୋନା ବ୍ୟାପିବାର ସମ୍ଭାବନା...
ପ୍ରଧାନଶିକ୍ଷକଙ୍କ କରୋନା ଭୟ ପାଇଁ ହଟହଟ୍ଟା ହେଲେ ଛାତ୍ରଛାତ୍ରୀ
ମୟୁରଭଞ୍ଜ : କରୋନା ପାଇଁ ନିଜ ଦାୟିତ୍ୱ ଭୁଲିଗଲେ ପ୍ରଧାନଶିକ୍ଷକ । କରୋନା ମୁକାବିଲା ପାଇଁ ସରକାର ସ୍କୁଲ, କଲେଜ ଛୁଟି ଘୋଷଣା କରିବା ପରେ ଜଣେ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତା ପଦାକୁ ଆସିଛି । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା...
୪ଟାଯାଏଁ ଖୋଲା ରହିବ ଆହାର କେନ୍ଦ୍ର
ଭୁୁବନେଶ୍ୱର : ଏବେ ଆହାର କେନ୍ଦ୍ର ଗୁୁଡିକ ସକାଳ ୧୦ଟାରୁ ୪ଟାଯାଏଁ ଖୋଲା ରହିବ । ଭିଡକୁ ଦୃଷ୍ଟଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । କରୋନା ସଂକ୍ରମଣକୁ ନଜରରେ ରଖି ଗୃହ ନିର୍ମାଣ ଓ ନଗର...
ଆଗୁଆ ମିଳିବ ୪ ମାସର ଭତ୍ତା
ଭୁୁବନେଶ୍ୱର : ଏଥର ଆଗୁଆ ମିଳିବ ୪ ମାସର ଭତ୍ତା । ୪୮ଲକ୍ଷ ହିତାଧିକାରୀଙ୍କୁ ମିଳିିବ ଏହି ଆଗୁଆ ଭତ୍ତା ଏପ୍ରିଲ, ମେ,ଜୁନ ଓ ଜୁଲାଇ ମାସର ଭତ୍ତା ଦେବେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି...
କରୋନା ଭୟ ! ଧାର୍ମିକ ପୀଠରେ କଟକଣା
ଯେଉଁଠି ରାତି ପାହିଲେ ସକାଳ ହେଲେ ଭକ୍ତଙ୍କ ଗହଳି ଚହଳି ଦେଖିବାକୁ ମିଳେ । ସେହି ସ୍ଥାନ ଆଜି ଖାଁ ଖାଁ । କରୋନା ଭୟରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ପୀଠ ଏବେ ଶୂନଶାନ । ବିଶେଷ...
ବିଦେଶ ଫେରନ୍ତାଙ୍କୁ ୪୮ ଘଣ୍ଟା
କରୋନା ସନ୍ଦିଗ୍ଧ ଚିହ୍ନଟ ପାଇଁ ପଦକ୍ଷେପ ନେଲେ ରାଜ୍ୟ ସରକାର । ବିଦେଶ ଫେରନ୍ତାଙ୍କ ପାଇଁ ୪୮ ଘଣ୍ଟା ସମୟ ଦେଲେ ସରକାର । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରେସମିଟରେ ସୂଚନା ଦେଇଛନ୍ତି । ବିଦେଶ ଫେରନ୍ତାଙ୍କ...


















