ଏଥର ଏମିତି ବସିବ ବିଧାନସଭା
କରୋନା କଟକଣା ପାଇଁ ସମ୍ପୂର୍ଣ୍ଣ ସଂସଦୀୟ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୯ରୁ ବିଧାନସଭା ବସିବ । କେବଳ ପ୍ରଶ୍ନକାଳକୁ ଛାଡି ନିୟମ ଅନୁଯାୟୀ ଶୂନ୍ୟକାଳ, ମୁଲତବି ପ୍ରସ୍ତାବ, ମୋସନ , କଲିଂ ଆଟେନସନ ଆଦି...
ଆଖି ବୁଜିଲେ ପ୍ରେମାନନ୍ଦଙ୍କ ପତ୍ନୀ
ଦିନକ ତଳେ ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ମୃତ୍ୟୁ ହୋଇଥିଲା । ଆଉ ଆଜି ଆଖି ବୁଜିଛନ୍ତି ପ୍ରେମାନନ୍ଦଙ୍କ ପତ୍ନୀ ବିନୋଦିନୀ ଦାସ । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ପରିବାର ଲୋକଙ୍କ ସୁଚନା ଅନୁଯାଇ...
କଙ୍କଡା ଦେହରେ ପ୍ରଭୁ ନୃସିଂହଙ୍କ ଚିତ୍ର
କଙ୍କଡା ଦେହରେ ପ୍ରଭୁ ନୃସିଂହଙ୍କ ଅବିକଳ ଚିତ୍ର । ପୁରୀ ସମୂଦ୍ରରୁ ଏଭଳି ଏକ ବିରଳ ପ୍ରଜାତିର କଙ୍କଡା ଉଦ୍ଧାର ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପେଣ୍ଠକଟା ବେହେରା ସାହିର ଦୁଇ ମତ୍ସଜୀବି...
୧୧ ମୃତ, ୪୧୮୯ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରୁ ୪୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୮୯ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୫୩ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୩୬ । କରୋନାରୁ ସୁସ୍ଥ ହେଲେଣି ୧,୪୯, ୩୭୯ ଏବଂ ଆକ୍ଟିଭ୍ କେସ୍...
ବନ୍ଧା ହେଲେ ହାବିଲଦାରଙ୍କ ପୁଅ
ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ପୋଲିସ ପୁଅ ଯାମିନ ଜେନାଙ୍କୁ ଗିରଫ କରିଛି ପୋଲିସ । ଶ୍ୱଶୁର ଘର ଲୋକଙ୍କ ଏତଲା ଆଧାରରେ ଗିରଫ କରିଛି ପୋଲିସ । ଶନିବାର ଦିନ ନବବିବାହିତା ବନ୍ଦନାଙ୍କ ମୃତ୍ୟୁ ଘଟିଥିଲା ।...
ବିଧାୟକ ମୁକେଶ ପାଳ କରୋନାରେ ଆକ୍ରାନ୍ତ
ପାଲଲହଡା ବିଜେଡି ବିଧାୟକ ମୁକେଶ ପାଳ କରୋନାରେ ଆକ୍ରାନ୍ତ । ନିଜ ଫେସବୁକ୍ ଏବଂ ଟୁଇଟର ଆକାଉଣ୍ଟରେ ସେ ଏନେଇ ସୂଚନା ଦେଇଛନ୍ତି । ଲକ୍ଷଣ ନଥିବାରୁ ନିଜ ଘରେ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି ବିଧାୟକ ମୁକେଶ ପାଳ ।...
ଯୌତୁକ ପାଇଁ ଜୀବନ ନେଇଗଲେ
ଯୌତୁକ ପାଇଁ ବୋହୂର ଜୀବନ ନେଇଗଲେ ଶାଶୂଘର ଲୋକେ । ଆଉ ଏଥିରେ ସାମିଲ ଥିଲେ ସ୍ୱାମୀ । ଏମିତି ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକେ । ବଡ ଧୂମଧାମରେ ନିକଟରେ ବାହାଘର ହୋଇଥିଲା । ଉଭୟ ବେଶ୍...
ଆଉ ନାହାଁନ୍ତି ଦେବୀ ସୁଭଦ୍ରାଙ୍କ ବାଡଗ୍ରାହୀ ପ୍ରେମାନନ୍ଦ ଦାସ ମହାପାତ୍ର
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ମା ସୁଭଦ୍ରାଙ୍କ ବାଡଗ୍ରାହୀ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ଦେହାନ୍ତ ହୋଇଛି । ନିକଟକରେ କରୋନାକୁ ପରାଜୟ କରି ବିଜୟୀ ହୋଇଥିଲେ ପ୍ରେମାନନ୍ଦ । କିନ୍ତୁ ସଙ୍ଗରୋଧରେ ଥିବାବେଳେ ଛାତିରେ ଯନ୍ତ୍ରଣା ଯୋଗୁଁ ଆରପାରିକୁ ଚାଲିଗଲେ...
୧୦ ମୃତ, ୪୩୩୦ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ କରୋନା ନେଇଛି ୧୦ ଜଣଙ୍କ ଜୀବନ । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୦୧କୁ ବୃଦ୍ଧି ପାଇଛି । କଟକ ଓ ପୁରୀ ଜିଲ୍ଲାରୁ ସର୍ବାଧିକ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ବଲାଙ୍ଗିର, ଗଞ୍ଜାମ,...
୩୦ ଜିଲ୍ଲାରୁ ୪୨୦୯ ପଜିଟିଭ୍
ରାଜ୍ୟରେ ଆଜି ୪୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୨୦୯ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୪୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୬୮ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।...

















