21.1 C
Bhubaneswar
Saturday, November 14, 2026
-Advertisement-

ଚିଟଫଣ୍ଡ୍ ମାମଲାରେ ସିବିଆଇର ନିଦ ଭାଙ୍ଗିଲା

ଦୀର୍ଘଦିନ ବ୍ୟବଧାନରେ ଚିଟଫଣ୍ଡ୍ ମାମଲାକୁ ନେଇ ନିଦ ଭାଙ୍ଗିଛି ସିବିଆଇର I ସିବିଆଇ ଟିମ୍ ଆଜି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଭୁବନେଶ୍ବର ଏକ ନମ୍ବର ସ୍ଥିତ କ୍ବାର୍ଟରରେ ଚଢଉ କରିଛି I ସି...

୧୩ ମୃତ, ୪୧୮୦ ପଜିଟିଭ ଚିହ୍ନଟ

ଆଜି ରାଜ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ବରଗଡ...

ଅଶୋକ ସାହୁଙ୍କ ପରଲୋକ

ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ଦେହାନ୍ତ । କଟକ ପିଠାପୁର ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଶୋକ ସାହୁ । ସପ୍ତାହେ ଧରି ସେ ଅସୁସ୍ଥ ଥିଲେ । ଆସାମ କ୍ୟାଡରରେ ଅବସରପ୍ରାପ୍ତ ଆଇପିଏସ ଅଫିସର ଥିଲେ...

୧୩ ମୃତ, ୪୨୪୧ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୨୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୨୪୧ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୫୦୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୩୯ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ ଡିସିପିଙ୍କୁ ଜଣାଇବ ପୂଜା କମିଟି

କଟକରେ କେତେ ଫୁଟର ହେବ ଦୂର୍ଗା ମୂର୍ତ୍ତି । ହାଇକୋର୍ଟ ମୂର୍ତ୍ତି ଉଚ୍ଚତାକୁ ନେଇ ତଥ୍ୟ ରଖିବାକୁ କଟକ ଡିସିପି ପ୍ରତିକ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଂଧ୍ୟା ୭ଟା ସୁଦ୍ଧା ସହରରେ ଚାଲିଥିବା ମୂର୍ତ୍ତି ନିର୍ମାଣର ଉଚ୍ଚତା...

କରୋନା କବଳରେ ୮ଦିନର ଯାଆଁଳା ଶିଶୁ

ଆଉ କେତେ ଦୁଃଖ ଦେବ କରୋନା । ସାମ୍ନାକୁ ଆସିଲା ପୁଣି ହୃଦୟ ବିଦାରକ ଖବର । ଭୟାବହ କରୋନାରେ ଆକ୍ରାନ୍ତ ହୋଇଛନ୍ତି ୮ଦିନର ଯାଆଁଳା ଶିଶୁ । ଉଭୟ କରୋନା ଆକ୍ରାନ୍ତ ଶିଶୁଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲରେ...

୧୧ ମୃତ , ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍‌

ଆଜି ରାଜ୍ୟରେ କରୋନାରେ ୧୧ ଜଣଙ୍କର ଜୀବନ ଯାଇଛି । ପୁରୀ ଓ ସମ୍ବଲପୁରରୁ ୩ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଖୋର୍ଦ୍ଧାରୁ ୨ ଏବଂ ମୟୂରଭଞ୍ଜ , କଳାହାଣ୍ଡି , ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ...

୮ମୃତ, ୩୬୪୫ ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରେ କରୋନା ନେଇଛି ଆଉ ୮ ଜୀବନ । କଟକ ଜିଲ୍ଲାରୁ ସର୍ବାଧିକ ୩ ଆକ୍ରାନ୍ତ ଆଖି ବୁଜିଛନ୍ତି । ବୌଦ୍ଧ , କନ୍ଧମାଳ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।...

ଛାଡି ଚାଲିଗଲେ ଆକାଶବାଣୀ ଶିଶୁ ସଂସାରର ବଡଭାଇ

ଆରପାରିକୁ ଚାଲିଗଲେ ଆକାଶବାଣୀ ଶିଶୁସଂସାରର ବଡଭାଇ ଭାବେ ପରିଚିତ ନଦୀୟା ବିହାରୀ ମହାନ୍ତି I ଆକାଶବାଣୀର ଘୋଷକ, ଉପସ୍ଥାପକ ଓ ଶିଶୁ ସାହିତ୍ୟିକ ଭାବେ ସୁପରିଚିତ ନଦୀୟା ବିହାରୀ ମହାନ୍ତି ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ...

ମନ୍ତ୍ରୀ ସମୀର ଦାଶଙ୍କୁ କରୋନା

କରୋନା ଆକ୍ରାନ୍ତ ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀ I କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ନିଜେ ଟ୍ବିଟ କରି ଜଣାଇଛନ୍ତି ଏବଂ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିବେ ସେମାନେ କୋଭିଡ ପରୀକ୍ଷା...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...