ରାୟଗଡା ଜିଲ୍ଲାରେ ମାଟ୍ରିକ ପାସ ହାର ୬୦.୮୯%
ପ୍ରକାଶ ପାଇଛି ଦଶମ ପରୀକ୍ଷା ଫଳ । ରାୟଗଡ ଜିଲ୍ଲାରେ ମାଟ୍ରିକ ପାସ ହାର ୬୦.୮୯ ପ୍ରତିଶତ ରହିଛି । ସେହିପରି ଗୁଣପୁର ଶିଶୁ ମନ୍ଦିରର ଶିବପ୍ରତିମ ଦାଶ ୫୪୫ ମାର୍କ ଓ ଗୁଣପୁର ଲକ୍ଷଣ ନାୟକ ହାଇସ୍କୁଲରେ ସ୍ୱୟଂଶୁ...
ସମ୍ବଲପୁର ନିର୍ବାଚନ ଫଳାଫଳ ଶୀଘ୍ର ଆସିବ
ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ନେତାମାନଙ୍କର ବଢିଲାଣି ହୃଦସ୍ପନ୍ଦନ । ଅପେକ୍ଷା ରେଜଲ୍ଟକୁ । ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନ ପରେ ମତ ଗଣନା କରାଯିବ । ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ...
୨୫ରେ ୪୬ ଡିଗ୍ରୀ
ବାତ୍ୟା ପରେ ତାତିର ଆତଙ୍କ । ଚାଳିଶ ଡିଗ୍ରୀ ତାପମାତ୍ରାରେ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ୨୫ ତାରିଖ ସୁଦ୍ଧା ତାପମାତ୍ରା ୪୬ ଡିଗ୍ରୀ ଡେଇଁବ । ତାପମାତ୍ରାରେ ଭୟଙ୍କର ବୃଦ୍ଧି ଏବେ...
୨୪ରୁ ରିଚେକିଂ, ଜୁନ ଶେଷରେ ସପ୍ଲିମେଣ୍ଟାରୀ
ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ଯେଉଁମାନେ ନିଜର ଫଳାଫଳକୁ ନେଇ ସନ୍ତୁଷ୍ଟ ନାହାଁନ୍ତି । ସେମାନେ ଯାଞ୍ଚ ପାଇଁ ଆସନ୍ତା ୨୪ ତାରିଖଠାରୁ ଆବେଦନ କରି ପାରିବେ । ଏ ନେଇ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା...
ହତ୍ୟା ନା ଆତ୍ମହତ୍ୟା
ରକ୍ତ ଜୁଡୁବୁଡୁ ଅବସ୍ତାରେ ବ୍ରିଜ୍ ତଳୁ ପ୍ରଧାନ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର । ମୁନିଗୁଡା ଥାନା ଅନ୍ତର୍ଗତ କୁଟ୍ରାଗଡ ନାଗାବଳୀ ପୋଲ ନିକଟରୁ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଶିକ୍ଷକ କିଚାମ୍ବରୀ ଗାଁର ରାମଚନ୍ଦ୍ର ମହାନନ୍ଦିଆ...
ଚଢିଗଲା ଟ୍ରକ୍
ରାୟଗଡା ସହରର କପିଳାସ ଛକ ନିକଟରେ ଟ୍ରକ୍ ଚାପରେ ବାଳକର ମୃତ୍ୟୁ । ମୃତ ବାଳକ ହେଉଛନ୍ତି କେ. ପ୍ରତୀକ କୁମାର ଦୋରା । ବାଳକଟି ସାଇକେଲରେ ଯାଉଥିବାବେଳେ ଅପର ପାଶ୍ୱର୍ରୁ ଟ୍ରକ୍ ଦ୍ରୁତ ଗତିରେ ଆସି ସାଇକେଲକୁ ଧକ୍କା ଦେଇଥିଲେ...
୨୨ ଯାଏ ଜାରି ରହିବ ତାତି
ତତଲା କଡେଇରେ ଭାଜି ହେଉଛି ରାଜ୍ୟ। ରାଜ୍ୟର ସମସ୍ତ ସହର ହୁହୁ ହୋଇ ଜଳୁଛି । ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ବି ଅସ୍ତବ୍ୟସ୍ତ ହୋଇଗଲେଣି । ତେବେ ଏହି ଗ୍ରୀଷ୍ମ ପ୍ରବାହ ଆସନ୍ତା ୨୨ ଯାଏଁ ରହିବ ବୋଲି ଏସଆରସି...
ଅଲୋଡା ହେଲା ଶିଶୁ କନ୍ୟା
ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଶିଶୁ କନ୍ୟାକୁ ଜନ୍ମ ଦେଇ ଛାଡି ଚାଲିଯାଇଛି ମା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାନିଙ୍ଗପଦର ଗାଁର ରାସ୍ତା କଡରୁ ଉଦ୍ଧାର ହୋଇଛି ନବଜାତେ ଶିଶୁକନ୍ୟା ।...
ମା ମନରେ ଦୁଃଖ ଦେଲେ ଦୂତୀ
ବହୁ ଦୁଃଖ କଷ୍ଟରେ ଝିଅକୁ ବଢେଇ ବଡ କଲେ ବାପ ମା’ । ଆର୍ଥିକ ଅନଟନ ମଧ୍ୟରେ ଝିଅ ପାଠ ପଢିଲା ଏବଂ ଆଥଲେଟ୍ ଭାବରେ ପ୍ରଶିକ୍ଷଣ ନେଲା । ବିଭିନ୍ନ ବେସରକାରୀ ଅନୁଷ୍ଠାନ ଯଦିଓ ଆର୍ଥିକ ସହାୟତାର ହାତ...
କଳିଙ୍ଗ ଷ୍ଟାଡିୟମରେ ହକି ଫାଇଟ୍:ଜୁନ୍ ୬ରୁ ୧୫ ଯାଏ ଚାଲିବ ମ୍ୟାଚ୍
କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ ହକି ଫାଇଟ୍ । ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ୍ସ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି । ଏଥିରେ ଭାଗ ନେବାକୁ ପ୍ରଥମ...

















