ରାତି ୧୨ ଯାଏଁ ଜମିବ ମେଲୋଡି
ଚାଲିଛି ପାଵଣ ଋତୁ | ଆସିଛନ୍ତି ମା | ମାଙ୍କ ଆଗମନକୁ ନେଇ ଚାରିଆଡେ ଉତ୍ସବର ମାହୋଲ | ରଙ୍ଗ ବିରଙ୍ଗ ଆଲୋକ ମାଳରେ ସୁସଜ୍ଜିତ ହୋଇଛି ତୋରଣମାନ | ଭଳିକି ଭଳି ଆଲୋକ ମାଳ ସାଙ୍ଗକୁ ଝଲସୁଛନ୍ତି ମା...
ଆମ୍ବୁଲାନ୍ସରୁ ତେଲ ସରିଯିବାରୁ….
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଓ ଦୁଃଖଦ ଘଟଣା | ଏକା ସଂଗେ ଚାଲିଯାଇଛି ଦୁଇ ଦୁଇଟି ଜୀବନ | ଆମ୍ବୁଲାନ୍ସରୁ ତେଲ ସରିଯିବା ନେଇ ବାଟରେ ଆଖି ବୁଜିଛନ୍ତି ପ୍ରସୂତି | ମୃତକ ହାଣିଦା...
କାର୍ତିକ ବ୍ରତ ପାଇଁ ଶ୍ରୀମନ୍ଦିରରେ ଚୂଡାନ୍ତ ହେଲା ନୀତି
ଆସନ୍ତା କାର୍ତିକ ବ୍ରତ ପାଇଁ ଚୂଡାନ୍ତ ହୋଇଛି ନୀତି | ଶ୍ରୀମନ୍ଦିରର ଛତିଶା ନିଯୋଗ ଓ ନୀତି ସବକମିଟି କାର୍ତିକ ବ୍ରତ ପାଇଁ ନୀତି ଚୂଡାନ୍ତ କରିଛନ୍ତି | ଆସନ୍ତା ଅକ୍ଟୋବର ୯ ତାରିଖରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ...
ଅନଲାଇନ୍ ରେ ନିଲାମ ହେବ ଖଣି, ବିଜ୍ଞପ୍ତି ପ୍ରକାଶ
ଖଣି ନିଲାମ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି | ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ଖଣିକୁ ନେଇ ହେବ ନିଲାମ | ଅନଲାଇନ୍ ମାଧ୍ୟମରେ ନିଲାମ କରାଯିବ | ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ...
ଦଶହରା ପାଇଁ ବଦଳିଲା ମୋ ବସ୍ ଚଳାଚଳର ସମୟ
ମାଙ୍କ ଆଗମନକୁ ନେଇ ଉତ୍ସବ ମୁଖର ପୁରପଲ୍ଲୀ ଠୁ ସହର | ମାଙ୍କ ଦର୍ଶନ ପାଇଁ ଜମୁଛି ହଜାର ହଜାର ଭକ୍ତଙ୍କ ଭିଡ଼ | ସେପଟେ ଆସୁଥିବା ଭକ୍ତଙ୍କ ସୁବିଧା ଓ ସୁଯୋଗ ପାଇଁ ପୋଲିସ ପ୍ରଶାସନ ଓ ପୂଜା...
ବିଧାୟକଙ୍କ ଭାଂଗିଲା ଅନଶନ
ଦୀର୍ଘ ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଲେ ବିଧାୟକ ସୁକାନ୍ତ ନାୟକ | ନୀଳଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉଛେଦ ପକ୍ରିୟାକୁ ବିରୋଧ କରି ଧାରଣା ଦେଇଥିଲେ ବିଧାୟକ | ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ବାଲେଶ୍ୱର ଜିଲ୍ଲାପାଳ...
ବାଧ୍ୟତାମୂଳକ ଅବସର ନେଲେ ୩ ଅଧିକାରୀ
ପୁଣି ୩ଜଣ ଅଧିକାରୀଙ୍କ ଉପରେ ପଡିଲା ରାଜ୍ୟସରକାରଙ୍କ ଛାଟ | ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ନେଇ ରାଜ୍ୟସରକାର ପୁଣି ଗ୍ରହଣ କଲେ କଡା ଆଭିମୁଖ୍ୟ | ଦୁର୍ନୀତି ଅଭିଯୋଗରେ ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତିି ସରକାର |...
ବସ୍ତି ବାସିନ୍ଦାଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଜଙ୍ଗଲ ଜମି ପଟ୍ଟା ଓ ବସ୍ତି ବାସିନ୍ଦାଙ୍କୁ ଘର ଡିହ ପ୍ରଦାନ ପାଇଁ ରାସ୍ତାକୁ ଓହ୍ଲାଇଛି ରାୟଗଡା ଜିଲ୍ଲା ଝୁପୁଡି ବସ୍ତି ବାସିନ୍ଦା । ଏକ ବିଶାଳ ଶୋଭାଯାତ୍ରାରେ ସଂଘର ଶତାଧିକ କର୍ମୀ କୋରାପୁଟ୍ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ...
ଗଣିତ କ୍ଲାସ ନେଲେ ଜିଲ୍ଲାପାଳ
ଅପହଁଞ୍ଚ ଅଞ୍ଚଳରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ, ଅପହଁଞ୍ଚ ଅଞ୍ଚଳରେ କିଭଳି ଚାଲିଛି ଶିକ୍ଷାଦାନ ସେ ନେଇ ଜାଣିବା ପାଇଁ ଜିଲ୍ଲାପାଳ ମନିଷ ଅଗ୍ରୱାଲ ମାଓ ପ୍ରବଣରେ ଥିବା ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡି କେନ୍ଦ୍ର ବୁଲିବାକୁୂ ଯାଇଥିଲେ ।...
ଧାରଣାରେ ନୀଳଗିରି ବିଧାୟକ
ଧାରଣାରେ ବସିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ | ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ନୀଳଗିରି ବିଧାୟକ | ଶୁକ୍ରବାର ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ତହସିଲଦାର ସୁଶ୍ରିତା ଟୁଡ଼ୁ...



















