ରବିବାର ରବିଙ୍କ ଇସ୍ତଫା
ରବିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ –ବିଧାୟକ ରବି ନାରାୟଣ ପାଣି । ସେ ନବୀନ ନିବାସ ଯାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦଳର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ...
ବାରିପଦାରୁ ଲଢିବେ ସରୋଜିନୀ
ଅନେକ ତର୍ଜମା ପରେ ଶେଷରେ ବିଜେଡି ଘୋଷଣା କଲା ବାରିପଦା ବିଧାନସଭା ପାଇଁ ପ୍ରାର୍ଥୀ । ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ବାରିପଦାରୁ ପ୍ରାର୍ଥୀ କରିଛି ବିଜେଡି । ବିଜେପି ବାରିପଦାରୁ ପ୍ରକାଶ ସୋରେନଙ୍କୁ ମଇଦାନକୁ ଓହ୍ଲାଇଛି ।
ସୁଚନାଅନୁସାରେ, ବିଜେଡି...
ରାଜନୀତିରେ ନୂଆ ଟ୍ୱିଷ୍ଟ: ସଭାସ୍ଥଳକୁ ଯାଇପାରିଲେନି , ବିମାନବନ୍ଦରରୁ ଟେଲିଫୋନ ମାଧ୍ୟମରେ ଭାଷଣ ଦେଲେ
ଯାଇ ପାରିଲେ ନାହିଁ ସଭାସ୍ଥଳକୁ, ଶେଷରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ଟେଲିଫୋନ ମାଧ୍ୟମରେ ନିଜର ଅଭିଭାଷଣ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କର ଆଜି ବ୍ରହ୍ମପୁର ଓ ଫୁଲବାଣୀରେ ବିଜେପିର ବିଜୟ...
ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ସୁର ଭାଇଙ୍କ ନୂଆ ପ୍ଲାନ
ଆପଣମାନେ ସମସ୍ତେ ଜାଣିଥିବେ, ନିର୍ବାଚନ ପାଖେଇ ଆସିଲେ ନେତାମାନେ ନିଜ ନିଜର ପୋଷ୍ଟର, ବ୍ୟାନର ଚାରିଆଡେ ବିଛାଇ ଦିଅନ୍ତି । ଖାଲି ପୋଷ୍ଟର କି ବ୍ୟାନର ନୁହେଁ ପ୍ରଚାର ସାଙ୍ଗକୁ ସବୁଠି ନାଲି ପାଣି ସହ ମାଂସର ଆସର ଜମେ...
କ୍ଷମତାକୁ ଆସିଲେ କଂଗ୍ରେସ ୩୩% ମହିଳାଙ୍କ ପାଇଁ ସଂରକ୍ଷଣ ରଖିବ
କଂଗ୍ରେସ କ୍ଷମତାକୁ ଆସିଲେ ସଂସଦର ପ୍ରଥମ ଅଧିବେଶନରେ ଲୋକସଭା, ରାଜ୍ୟସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଆଇନ ପ୍ରଣୟନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପିସିସି ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସାମ୍ବାଦିକ ମାନଙ୍କୁ ସୁଚନା ଦେଇ...
ବଦଳିଲେ ଦୁଇ ଜେ ଏମ୍ ଏମ୍ ପ୍ରାର୍ଥୀ
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜେଏମ୍ଏମ୍ ପକ୍ଷରୁ ବାଙ୍ଗିରିପୋଷି ଓ ରାଇରଙ୍ଗପୁରରୁ ୨ ପ୍ରାର୍ଥୀଙ୍କୁ ବଦଳା ଯାଇଛି। ତଦନୁଯାୟୀ, ବାଙ୍ଗିରିପୋଷିରେ ସୁନ୍ଦରମୋହନ ସିଂହଙ୍କ ସ୍ଥାନରେ ଫାଗୁ ହାଁସଦାଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ରାଇରଙ୍ଗପୁରରେ ସୁନାରାମ ଟୁଡ଼ୁଙ୍କ ସ୍ଥାନରେ ରାମଚନ୍ଦ୍ର ମୁର୍ମୁଙ୍କୁ...
ଏପ୍ରିଲ ୯ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ
ପାଖେଇ ପାଖେଇ ଆସୁଛି ନିର୍ବାଚନ । ତେଣୁ ଓଡ଼ିଶା ଅଭିମୁଖେ ରାଜନେତାଙ୍କ ସୁଅ ଛୁଟୁଛି । ଏପ୍ରିଲ ୯ରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହଲୁ ଗାନ୍ଧୀ । ଦକ୍ଷିଣ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ନେଇ ରାହୁଲଙ୍କ ଆସିବା କାର୍ଯ୍ୟକ୍ରମ ରହିଛି...
ବିଜେଡିରୁ ରବି ମଲ୍ଲିକଙ୍କ ଇସ୍ତଫା
ବିଜେଡିରୁ ଇସ୍ତଫା ଦେଇଛନ୍ତି କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକ । ଏହା ସହ ସେ ଯୋଜନା ବୋର୍ଡ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ରବି ମଲ୍ଲିକ ୨୦୦୯ରୁ ୨୦୧୪ଯାଏଁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।...
ଭୋଟ ବର୍ଜନ କରିବେ ଝୋଡିଆ ସମ୍ପ୍ରଦାୟ
ନିର୍ବାଚନ ପାଖେଇ ଆସିଲେ ବିଭିନ୍ନ ଦଳର ନେତାମାନେ ପାଖକୁ ଆସନ୍ତି । ପ୍ରତିଶ୍ରୁତି ଦିଅନ୍ତି । ହେଲେ ଜିତିବା ପରେ ଦୁଃଖ ବୁଝିବା ତ ଦୁରର କଥା ଆମ ଗାଁର ନାଁକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯାଆନ୍ତି । ଏକଥା ଆମେ...
କଳାହାଣ୍ଡିରେ ମାଓ ପୋଷ୍ଟର
କଳାହାଣ୍ଡି ଜିଲ୍ଲା ବେଲଗାଁ ନିକଟରୁ ମିଳିଛି ମାଓ ପୋଷ୍ଟର । ପୋଷ୍ଟରରେ ମହିଳା ସୁରକ୍ଷା ର ବାର୍ତ୍ତା,ଯୌତୁକ ପ୍ରଥାକୁ ବିରୋଧ , ମଦ ବିରୋଧି ଅଭିଯାନ କୁ ସମର୍ଥନ, ଗାଁ ଗାଁ ରେ ବିପୁଳ ମହିଳା ସଂଗଠନ ଗଠନ ପାଇଁ...


















