ଲଗାଣ ବର୍ଷା ପ୍ରଭାବରେ ଭୁଶୁଡିଲା ପୋଲ
ଲଗାଣ ବର୍ଷା ପ୍ରଭାବରେ ଭାଙ୍ଗିଲା ଗଙ୍ଗାହର ନଦୀର ଛାତ୍ରମା-ବଡ଼ସାତଶୋଳ ପୋଲ | ତିନୋଟି ପଞ୍ଚାୟତ ସହ ବିଛିନ୍ନ ହୋଇଗଲା ଯୋଗାଯୋଗ | ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବଡ଼ଫେଣି ପଞ୍ଚାୟତରେ ଥିବା ଗଙ୍ଗାହର ନଦୀର ଛାତ୍ରମା-ବଡ଼ସାତଶୋଳ ପୋଲ | ବୁଧବାର...
ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ
ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ୧୭ବର୍ଷରୁ କମ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଉଦଘାଟିତ ହୋଇଯାଇଛି । ମୟୁରଭଞ୍ଜ ଜିଲ୍ଲା ମୋରଡାବ୍ଲକ ଚିତ୍ରଡା ସ୍ଥିତ ଜବାହର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏହି ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଛି ।ମୟୂରଭଞ୍ଜ...
ଆହୁରୀ ୩ଦିନ ବର୍ଷିବ
ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ | ଏହାର ପ୍ରଭାବରେ ପାଣିପାଗ ଅଶାନ୍ତ ହୋଇପଡିଛି | ଯାହାଫଳରେ ୩ ଦିନ ଯାଏଁ ବର୍ଷାରୁ ନାହିଁ ନିସ୍ତାର | ଉତ୍ତର ଓ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ...
ନିମ୍ନ ମାନର ରାସ୍ତା କାମ ନେଇ ଜନଅସନ୍ତୋଷ
ଠିକାଦାର ଓ ସରକାରୀ କର୍ମୀଙ୍କ ମଧୁ ଚନ୍ଦ୍ରିକା ପାଇଁ ଅନେକ ସମୟରେ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନ ମାନର ହୋଇଥିବାର ନଜରକୁ ଆସୁଥିବା ପୁରୀ ଜିଲ୍ଲାରୁ ଆସିଛି ସେହି ସମାନ ଅଭିଯୋଗ | ପୁରୀ ଜିଲ୍ଲା ଗୋପ...
ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ବିଷମ କଟକ ଗ୍ରସ୍ତ
ସନ୍ଥ ବିନୋବା ଭାବେଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ରାୟଗଡା ଜିଲ୍ଲା ବିସମକଟକ ବ୍ଲକ ତାଡିଙ୍ଗିପାଇ ଗାଁରେ ପାଳିତ ହୋଇଛି ଜୟନ୍ତୀ ଉତ୍ସବ | ଭୁଦାନ-ଗ୍ରାମଦାନର ପ୍ରଣେତା ପ୍ରଥମ ସତ୍ୟାଗ୍ରାହୀ ସନ୍ଥ ବିନୋବା ଭାବେ ୧୯୫୭ ମସିହାରେ ତାଡିଙ୍ଗିପାଇ...
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦ୍ଯାପିତ
ମୟୁରଭଞ୍ଜ ଜିଲ୍ଲା ଯଶିପୁର କଲେଜର ଯୁକ୍ତତିନି ବିଭାଗରେ ଆରମ୍ଭ ହୋଇଥିବା ଆତ୍ମରକ୍ଷା କୌଶଳ ତାଲିମ ଶିବିର କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି | ୧୨୦ଜଣ ଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା ତାଲିମ ଶିବିର | ଗତ ଅଗଷ୍ଟ ୨୭ ତାରିଖରେ ଆରମ୍ଭ...
ଝାରସୁଗୁଡା ବିମାନବନ୍ଦରରୁ ଆଉ ୨ଟି ସହରକୁ ଉଡିବ ବିମାନ
ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଉ ୨ଟି ସହରକୁ ଉଡିବ ବିମାନ । ପୂର୍ବରୁ ୫ଟି ସ୍ଥାନକୁ ବିମାନ ଉଡାଣ କରୁଥିବା ବେଳେ ଏବେ ଆଉ ଦୁଇଟି ସ୍ଥାନକୁ ଉଡାଣ କରିବ ବିମାନ | ଦୁଇ ସହର କୋଲକାତା ଏବଂ...
ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ କାର୍ଯ୍ୟଭାର ଗ୍ରହଣ କଲେ ମାନସ ମଙ୍ଗରାଜ
ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ପାଇବା ପରେ ଆଜି ବିଧିବଦ୍ଧ ଭାବେ ଦାଇତ୍ୱ ଗ୍ରହଣ କଲେ ମାନସ ମଙ୍ଗରାଜ | ଓଡ଼ିଶାର ଗଣମାଧ୍ୟମ ସହ ଜଡିତ ଥିବା ବିଜେଡିର ଏହି ଯୁବ ନେତାଙ୍କୁ ରାଜ୍ୟ ସରକାର ନିଜର ଉପଦେଷ୍ଟା...
ରାୟଗଡା ଷ୍ଟେସନ ବାହାରୁ ଉଛେଦ ପକ୍ରିୟା ଆରମ୍ଭ
ରାୟଗଡା ଷ୍ଟେସନକୁ ମିଳିଲା ରେଲୱାଇ ଡିଭିଜନର ମାନ୍ୟତା | ମାନ୍ୟତା ମିଳିବା ପରେ ଏବେ ଆରମ୍ଭ ହୋଇଯାଇଛି ଉଛେଦ ପକ୍ରିୟା | ପ୍ରଥମ ପର୍ଯାୟରେ ଗତ ୨୧ ତାରିଖ ଦିନ ଷ୍ଟେସନ ବାହାରେ ଥିବା ୬ଟି ଦୋକାନ ଗୃହକୁ ଜେସିପି...
ଛତିଶଗଡ଼ ସରକାରଙ୍କ ବିରୋଧରେ ଆଦିବାସୀ ସଂଘ ମେଳି
ଛତିଶଗଡ଼ ସରକାର ସାବେରୀ ନଦୀରେ ବାନ୍ଧିବାକୁ ଯାଉଛନ୍ତି ଡ୍ୟାମ | ଯାହାକୁ ବିରୋଧ କରିଛନ୍ତି ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ । ଯଦି ଏହି ଡ୍ୟାମ ନିର୍ମାଣ କରାଯାଏ ତେବେ ଟେମୁରପାଲି, ମହୁପଦର ଅଞ୍ଚଳର ଲୋକେ ବିଶେଷ ରୂପେ କ୍ଷତିଗସ୍ତର...















