ଡରାଉଛି ନଇବନ୍ଧ
ଡରାଉଛି ନାଗାବଳୀ ନଦୀ । ଆକାଶରେ ମେଘ ଆସିଲେ ଛାତିରେ ଛନକା ପଶୁଛି ନଦୀକୁଳିଆଙ୍କୁ । କାରଣ ଆଜିକୁ ୩୦ ବର୍ଷ ହେଲାଣି ରାୟଗଡା ଜିଲ୍ଲାରେ ଭୟଙ୍କର କ୍ଷତି ଘଟାଉଛି ଏହି ନାଗାବଳୀ ନଦୀ । ବର୍ଷା ଆସିଲେ ବିପଦଜନ୍ନକ...
ଅଜଣା ଗାଡିଚଢ଼ି ଦୁଇ ନାବାଳକ ଗୁରୁତର
ରାୟଗଡା ଜିଲ୍ଲାର ଦୁଇ ନାବାଳକଙ୍କ ଏକ ଅଜଣା ଗାଡି ଚଢ଼ି ଗୁରୁତର ହୋଇଛନ୍ତି । ଦୁଇ ବାଳକ ବୁଲା ବିକାଳି ହୋଇଥିବାରୁ ସେମାନେ ବୁଲିବିକି ଯାହା ବ୍ୟବସାୟ କରନ୍ତି ସେଥିରୁ ନିଜ ପରିବାର ଚଳାଇନ୍ତି । ଏମାନେ ପରିବାର ସହ...
ହସ୍ତଶିଳ୍ପକୁ ନେଇ ଜୀବିକା ନିର୍ବାହ
ଏ ହେଉଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦୋରାଗୁଡା ଗାଁ । ଆଦିବାସୀ ବହୁଳ ଏହି ଗାଁରେ ଜୀବିକାର ଆଧାର ହେଉଛି କୌଳିକ ବୃତ୍ତି । ମାତ୍ର ସମୟକ୍ରମେ ସେସବୁ ସଂକୁଚିତ ହୋଇ ଆସୁଥିବାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ...
ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନିନୀ ଲକ୍ଷ୍ମୀ
ଆଜି ହେଉଛି ପବିତ୍ର ହେରା ପଞ୍ଚମୀ। ପରମ୍ପରା ଅନୁସାରେ, ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ, ପ୍ରାଣପ୍ରିୟା ଲକ୍ଷ୍ମୀ ସାଆନ୍ତାଣିଙ୍କୁ ସାଙ୍ଗରେ ଆଣି ନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ ଆଜି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଆସିବେ। ସେଠାରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିବାର ପରମ୍ପରା...
‘ଡିଭା ମିସ୍ ଇଣ୍ଡିଆ’ ଟାଇଟେଲ ଜିତିଲେ ଓଡିଆ ଝିଅ
ପୁଣିଥରେ ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି ସୌମ୍ୟା ପ୍ରଧାନ । ଅସ୍ତିତାଭ ଏଣ୍ଟରଟେନ୍ମେଣ୍ଟପକ୍ଷରୁ ଆୟୋଜିତ ‘ଡିଭା ମିସ୍ ଇଣ୍ଡିଆ’ ୨୦୧୯ ରେ ବିଜୟ ମୁକୁଟ ପିନ୍ଧିଛନ୍ତି ସୌମ୍ୟା । ପ୍ରତିଯୋଗିତାରେ ସାମିଲ ହୋଇଥିଲେ ୨୯ଟି ରାଜ୍ୟର ପ୍ରତିଯୋଗୀ । ସୌମ୍ୟା ନିଜର ପ୍ରତିଭା ପ୍ରଦର୍ଶନ କରି...
ରାଜ୍ୟ ପାଇଁ ଆଣୁଥିଲେ ଗୌରବ, ଏବେ ଚରାଉଛନ୍ତି ଛେଳି
ଥରେ ଅଧେ ନୁହେଁ, ତିନିଥର ଜାତୀୟ ଫୁଟବଲ ଦଳରେ ସାମିଲ ହୋଇଥିଲେ । ଜାତୀୟ ରଗବିରେ ମଧ୍ୟ ଅଂଶ ଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ । ଫୁଟବଲ ପଡିଆରେ ଗୋଲ ପୋଷ୍ଟ ସମ୍ମୁଖରେ ଯେତେବେଳେ ଛିଡା ହେଉଥିଲେ...
ଚାକିରୀ ପାଇଁ ବାହାର ରାଜ୍ୟକୁ ଯିବେନି ଛାତ୍ରଛାତ୍ରୀ
ନୂଆ ସରକାର ଗଠନ ପରେ ଆକ୍ସନ ମୁଡରେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ସମସ୍ତ ମନ୍ତ୍ରୀଙ୍କୁ ଡାକି ତାଗିଦ କରିବା ସହ ପ୍ରତି ମାସରେ କେଉଁ ବିଭାଗରେ କଣ କାର୍ଯ୍ୟ ହେଉଛି ତାର ଏକ ରିପୋର୍ଟ ଦାଖଲ ଏବଂ...
ନବୀନ ବହିଷ୍କୃତ
ଚିତ୍ରକୋଣ୍ଡାର ମାଓନେତା ତଥା ଗାଳିକୋଣ୍ଡା ମାଓସଙ୍ଗଠନର ସମ୍ପାଦକ ନବୀନଙ୍କୁ ମାଓ ସଙ୍ଗଠନରୁ ବହିଷ୍କାର କରାଯାଇଛି । ଏନେଇ ଆନ୍ଧ୍ର ଓଡିଶା ସ୍ୱତନ୍ତ୍ର ବୋର୍ଡର ଜୋନାଲ କମିଟି ମୁଖ୍ୟ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି । ଦଳ ବିରୋଧୀ ଆଚରଣ ଏବଂ...
ଠେଲାପେଲାରେ ରଥ ଟାଣିଲେ ଷଡଙ୍ଗୀ
ନୀଳଗିରି ରଥଯାତ୍ରାରେ ସାମିଲ ହେଲେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ନୀଳଗିରିର ପ୍ରସିଦ୍ଧ ରଥଯାତ୍ରା ତିନିଦିନ ଧରି ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସାଧାରଣ ଭକ୍ତଟିଏ ପରି ସେ ରଥ ଟାଣିବା...
କଲର୍ସ ଚାନେଲରେ ଧମାକା କଲେ ଓଡିଆ ଝିଅ
ଡ୍ୟାନ୍ସରେ କରିସ୍ମା ଦେଖାଇଛନ୍ତି ଆଉ ଜଣେ ଓଡିଆ ତରୁଣୀ । ସେ ହେଲେ ପଦ୍ମିନୀ ପଟ୍ଟନାୟକ । ଏକମାତ୍ର ଓଡିଆ ଝିଅଭାବେ ରାଜ୍ୟ ପାଇଁ ପଦ୍ମିନୀ ଆଣିଛନ୍ତି ଗର୍ବ ଓ ଗୌରବ । କଲର୍ସ ଚାନେଲ୍ ରେ ପ୍ରସାରିତ ଡ୍ୟାନ୍ସ...



















