୯ଟି ବୁଥରେ ଚାଲିଛି ସାନି ମତଦାନ
ରାଜ୍ୟର ୯ଟି ବୁଥରେ ଆଜି ସାନି ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ ପକ୍ରିୟା ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ବୁଥରେ ସ୍ଥଗିତ ଥିଲା ମତଦାନ । ସୁନ୍ଦରଗଡ଼ ଲୋକସଭା ଅନ୍ତର୍ଗତ ବଣାଇ...
ବୈଜୟନ୍ତଙ୍କ ଉପରେ ବିଜେଡିର ଆରୋପ
କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପରେ ପୁଣି ବର୍ଷିଛି ବିଜେଡି । ସେ କେନ୍ଦ୍ରାପଡାବାସୀଙ୍କୁ ଲଗାତାର ଠକି ଚାଲିଛନ୍ତି ବୋଲି ଆରୋପ ଲଗାଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଲେଲିନ ମହାନ୍ତି ଓ ସୁଲତା...
ନିରାଶ ହେଲେ ମହାରଥୀ, ଘୁଞ୍ଚିଲା ଜାମିନ ଶୁଣାଣି
ବିଜେଡି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ୍ ଆବେଦନର ଶୁଣାଣି ଘୁଞ୍ଚିଛି । ଅପ୍ରେଲ ୨୭ରେ ହେବ ଶୁଣାଣି । ବୁଧବାର ଦିନ ସ୍ୱତନ୍ତ୍ର ପ୍ରାଧୀକୃତ କୋର୍ଟରେ ଜାମିନର ଶୁଣାଣି ହୋଇଥିଲା । କିନ୍ତୁ କେସ୍ ଡାଏରି ଓ ଅସୁସ୍ତ...
ଜଳ ଯନ୍ତ୍ରଣା
ସକାଳ ହେଲେ ଚିନ୍ତା ବଢିଯାଏ ଟୋପାଏ ପାଣି ପାଇଁ । ଗରା,ବାଲ୍ଟି ଧରି ଲାଗିଯାଏ ମହିଳାଙ୍କ ଭିଡ । ପାହାଡ ଉପରେ ଗରା, ବାଲ୍ଟି ଧରି ଚାଲିଥାନ୍ତି ଆଦିବାସୀ ମହିଳା ଓ ଯୁବତୀ । ଗରାଏ ପାଣି ପାଇଁ ଗ୍ରାମବାସୀଙ୍କୁ...
ଦେବାଶିଷଙ୍କୁ ସିଇଓଙ୍କ ନୋଟିସ୍
ତୃତୀୟ ପର୍ୟ୍ୟାୟ ନିର୍ବାଚନ ଲାଗି ଭୋଟ ଗ୍ରହଣ ଚାଲିଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଦେବାଶିଷଙ୍କୁ ନୋଟିସ ଜାରି କରାଯାଇଛି । କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ନିର୍ବାଚନ ଅଧିକାରୀ ଜାରି କରିଛନ୍ତି ନୋଟିସ ।...
ଯୁବତୀଙ୍କ ଗଳା କାଟିଲେ ଦୁର୍ବୃତ୍ତ
ଯୁବତୀଙ୍କ ଗଳା କାଟିଲେ ଦୁର୍ବୃତ୍ତ । ଘଟଣା ଘଟିଛି ମାଲକାନଗିରି ଏମଭି ୮୨ ଗାଁରେ । ଗତକାଲି ବିଳମ୍ବିତ ରାତିରେ ଯୁବତୀ ଜଣକ ନିଜ ଘର ବାହାରକୁ ଶୌଚ ପାଇଁ ଯାଇଥିବା ବେଳେ କିଛି ଦୁର୍ବୁତ୍ତ ଆସି ଯୁବତୀ ଜଣକର...
ଧର୍ମେନ୍ଦ୍ରଙ୍କୁ ସପ୍ତାହେ ବ୍ୟାନ କରିବାକୁ ବିଜେଡିର ଦାବି
ଆଜି ପୁଣି ମୂଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ଓ ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୋଟିଏ ସପ୍ତାହ ପାଇଁ ନିର୍ବାଚନ ପ୍ରଚାରରୁ ବ୍ୟାନ୍ କରିବା ଲାଗି ଦାବି କରିଛନ୍ତି ବିଜେଡି ପ୍ରତିନିଧି ଦଳ ।...
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଓଡିଶା ଆସୁଛନ୍ତି ମୋଦି
ଚାହୁଁ ଚାହୁଁ ଶେଷ ହୋଇଛି ପ୍ରଥମ , ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଆଜି ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଶେଷ ପର୍ଯ୍ୟାୟରେ ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ ଯାଜପୁର ଲୋକସଭା ଆସନରେ ମତଦାନ ହେବ...
ବନ୍ଧାହେଲେ ମହାରଥୀ
ରାତି ପାହିଲେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । କିନ୍ତୁ ପିପିଲି ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପାଇଁ ବଢିଛି ଅଡୁଆ । ପରୀକ୍ଷା ଦେବା ପୂର୍ବରୁ ବନ୍ଧା ହୋଇଛନ୍ତି ମହାରଥୀ । ଫ୍ଲାଇଂସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ପ୍ରଦୀପ ମହାରଥୀଙ୍କର ସମର୍ଥକ ଆକ୍ରମଣ...
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ
ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଗତ କିଛି ଦିନ ଧରି ଚାଲିଥିବା ହାଇଭୋଲ୍ଟେଜ ପ୍ରଚାର ପରେ କାଲି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।...
















