ଶବରୁ କିଏ ନେଉଛି ଆଖି
ପୁଣି ଶବରୁ ଆଖି ଗାଏବ । ଅନୁଗୁଳ ମେଡିକାଲରେ ପୁଣିଥରେ ଆଉ ଏକ ଶବରୁ ଆଖି ଗାଏବ ହୋଇଥିବା ଅଭିଯୋଗ ହୋଇଛି । ଦୂର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଖି ତାଡି ନେଇଯାଇଥିବା ଅଭିଯୋଗ ହୋଇଛି । ତେବେ...
ରକ୍ତମୁଖା ଲାଲବାହିନୀ
ରକ୍ତମୁଖା ଲାଲବାହିନୀ । ୧୨ ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା । ଗତକାଲି ବିଳମ୍ବିତ ରାତିରେ ବିଶ୍ୱନାଥପୁର ବାବୁପଦର ଗାଁର ଭୀମ ଦୋରାଙ୍କୁ ୪ଜଣ ସଶସ୍ତ୍ର ମାଓବାଦୀ ଘରୁ ଉଠାଇ ନେଇଥିଲେ ।...
ରାଜ୍ୟପାଳଙ୍କୁ ଭେଟିଲେ ସାମ୍ବାଦିକ ସଂଘ
ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ଚତୁର୍ଥସ୍ତମ୍ଭ । କେଉଁଠି ସମ୍ବାଦିକଙ୍କୁ ମାଡ, ତ ଆଉ କେଉଁଠି ମର୍ଡର । ତେଣୁ ସୁରକ୍ଷିତ ରହିବା ପାଇଁ ଆଜି ରାଜ୍ୟପାଳ ଗଣେଶି ଲାଲଙ୍କୁ ଭେଟିଛନ୍ତି କଳିଙ୍ଗ ସାମ୍ବାଦିକ ସଂଘ । କଳିଙ୍ଗ ସାମ୍ବାଦିକ...
ପଦଯାତ୍ରାରେ ଶତାଧିକ ଚାଷୀ
ବାରମ୍ବାର ଗୁହାରୀ ସତ୍ୱେ କେହି କର୍ଣ୍ଣପାତ ନ କରିବାରୁ ଶେଷରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ପଦଯାତ୍ରାରେ ବାହାରିଛନ୍ତି ଶତାଧିକ ଚାଷୀ । ଫସଲ ବୀମା ରାଶି ଦାବିରେ କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବ୍ଲକ ର ଶତାଧିକ ଚାଷୀ...
ନୃତ୍ୟ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ
ସଚେତନ ପାଇଁ ଚାଲିଛି ନୃତ୍ୟ ଓ ପଥପ୍ରାନ୍ତ ନାଟକ । ସଚେତନ ହେଲେ ଦୂର ହେବ ଅନ୍ଧ ବିଶ୍ୱାସ । କମିବ ଗୁଣି ଗାରେଡି ଜନିତ ହତ୍ୟାକାଣ୍ଡ । ଏଭଳି କିଛି ଲକ୍ଷ୍ୟ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ପୋଲିସ...
ଏହି ଫିଲ୍ମକୁ ୨୦ରୁ ଅଧିକ ଥର ଦେଖିଥିଲେ ଶୀଲା
କଂଗ୍ରେସର ବରିଷ୍ଠ ନେତା ଓ ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ଶୀଲା ଦୀକ୍ଷିତଙ୍କ ଶନିବାର ଦେହାନ୍ତ ଘଟିଥିଲା । କିଛିଦିନ ତଳେ ଶୀଲା ଦୀକ୍ଷିତଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଥିବାରୁ ସେ ହସ୍ପିଟାଲରେ ଆଡମିଟ ହୋଇଥିଲେ ଏବଂ ସେଠାରେ ଶେଷ...
ପାଟକୁରା ନିର୍ବାଚନରେ ବ୍ୟାପକ ଅନିୟମିତତା କରିଛି ଶାସକ ଦଳ : ବିଜେପି
ଆସନ୍ତାକାଲି ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ ଶାସକ ଦଳ ବିଜେଡି ବହୁ ଅନିୟମିତତା କରିଛି । ଶାସକ ଦଳ ସରକାରୀ କଳର ଅପବ୍ୟବହାର କରିବା ସହ ଭୋଟରଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ କରିଛନ୍ତି...
ଭୁବନେଶ୍ୱର ଫରେଷ୍ଟ ପାର୍କ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା
ସ୍ମାର୍ଟସିଟି ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା । ତେବେ ରବିବାର ସକାଳରେ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ମଟରସାଇକେଲକୁ ଧକ୍କା ଦେଇଛି ଇନୋଭା । ତେବେ...
ମୋଦି ଓ ଯୋଗୀଙ୍କ କୁଶପୁତ୍ତଳିକା ଦାହ
ଉତ୍ତର ପ୍ରଦେଶର ସୋନଭଦ୍ରା ଜମି ବିବାଦକୁ ନେଇ ୧୦ ଜଣଙ୍କୁ ଗୁଳି କରି ହତ୍ୟା ଘଟଣା ସାରା ଦେଶର ହଟଚମକ ସୃଷ୍ଟି କରିଛି । ଜମି ବିବାଦକୁ ନେଇ ଘଟିଥିବା ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବାକୁ...
ଗଡିବ ଇଲେକ୍ଟ୍ରିକ୍ ବସ
ସହରମାନଙ୍କରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପ୍ରଥମେ ଇଲେକ୍ଟ୍ରିକ୍ ଦ୍ୱାରା ସ୍କୁଟି ଏବଂ କିଛି ଅଟୋ ମଧ୍ୟ ସିଏନ୍ ଜି ଗ୍ୟାସ ଦ୍ୱାରା ଚଲାଯାଉଥିଲା । ଏବେ ସରକାର ଏକ ନୂଆ ପଦକ୍ଷେପ...

















