ରାୟଗଡାରେ ବର୍ଷାର ତାଣ୍ଡବ
ଆରମ୍ଭ ହୋଇସାରିଛି ବର୍ଷାର ତାଣ୍ଡବ । କଲ୍ୟାଣୀ ଓ ନାଗାବଳୀ ନଦୀରେ ଫୁଲିବାକୁ ଲାଗିଛି ବନ୍ୟାଜଳ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରଠାରୁ ୬ଟି ପଞ୍ଚାୟତକୁ ସଂଯୋଗ କରିଛି କଲ୍ୟାଣୀ ନଦୀ । ଏହା ଉପରେ ହୋମ ପାଇପ ଦ୍ୱାରା ଏକ...
ଦରମା ନପାଇବାରୁ ଆତ୍ମହତ୍ୟା ଉଦ୍ୟମ
ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୁଶାନ୍ତ କୁମାର ସାହୁ ନାମକ ଜଣେ ଡ୍ରାଇଭର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦୀର୍ଘ ଦିନ ଧରି ସୁଶାନ୍ତ ଡ୍ରାଇଭର ଭାବେ କାର୍ଯ୍ୟ କରିଆସୁଥିଲେ । କିନ୍ତୁ ୮ ବର୍ଷ ହେବ...
ସାମ୍ବାଦିକତାକୁ କ୍ୟାରିଅର କରିବା ପାଇଁ ଆଗ୍ରହୀ ପିଲାମାନେ କଣ କହୁଛନ୍ତି,ଶୁଣନ୍ତୁ
ବିଜେବି ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳ ଦଶଟାରୁ ଆରମ୍ଭ ହୋଇ ନାମଲେଖା ପ୍ରକ୍ରିୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । ବିଦ୍ୟାଳୟରେ ସିଟ୍ ସଂଖ୍ୟା ମୋଟ ୪୮ ଥିବାବେଳେ ୨୩୮ ଛାତ୍ରଛାତ୍ରୀ...
ଜେଲରୁ ବାହାରିବେ ମାନ୍ୟବର
ଆଜି ମୁକୁଳିବେ ସାରଥି । ହାଇକୋର୍ଟଙ୍କ ନିଦେ୍ର୍ଦଶର ୭୨ ଘଣ୍ଟା ପରେ ମଧ୍ୟ ଜେଲରୁ ମୁକୁଳି ପାରିନାହାଁନ୍ତି ସାରଥୀ । ଏବେ ସୁଦ୍ଧା ଜେଲକୁ ଆସିନାହିଁ ନିଦେ୍ର୍ଦଶ । ଆଜି ଏହି ନିଦେ୍ର୍ଦଶ ପହଁଞ୍ଚିବ ବୋଲି ଚର୍ଚ୍ଚା ହେଉଛି ।...
ଜିତିବି ବୋଲି ଆଗରୁ ଜାଣିଥିଲି: ସାବିତ୍ରୀ ଅଗ୍ରୱାଲ
ବହୁ ପ୍ରତିକ୍ଷିତ ପାଟକୁରା ନିର୍ବାଚନର ଫଳାଫଳ ଆସିଲା । ଦୀର୍ଘ କିଛିଦିନ ଧରି ସାରା ଓଡିଶାରେ ଚର୍ଚ୍ଚାରେ ଥିବା ପାଟକୁରାବାସୀ ତାଙ୍କର ପ୍ରତିନିଧୀ ଚୟନ କରିସାରିଛନ୍ତି । ପ୍ରାୟ ୧୭ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ...
ବ୍ୟାକୁଳ ଚାଷୀକୂଳ
ଶ୍ରାବଣ ମାସରେ ଖରା ଦିନ ପରି ଖରା । ଦିନକୁ ଦିନ ଖରାର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଲାଣି । ଅତ୍ୟଧିକ ଖରା ଯୋଗୁଁ ଏବେ ଚିନ୍ତାରେ ଚାଷୀକୂଳ । ଖରା ପ୍ରଭାବରେ ଧାନବିଲ ସବୁ ଫାଟି ଆଁ କଲାଣି...
ଦାୟିତ୍ୱ ନେଲେ ବିଶ୍ୱଭୂଷଣ
ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ଶପଥ ଗ୍ରହଣ ଉତ୍ସବରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡି ଉପସ୍ଥିତ ଥିଲେ। ଗତ ୧୬ ତାରିଖରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବା...
ନାରୀ ନିର୍ଯାତନା ବିରୋଧରେ କାଲି ରାସ୍ତାକୁ ଓହ୍ଲାଇବ କଂଗ୍ରେସ
ରାଜ୍ୟରେ ଦିନକୁ ଦିନ ନାରୀ ପ୍ରତି ଅସମ୍ମାନ ହେବା ସହ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି । ନାରୀ ଆଜିର ସମାଜରେ ଅସୁରକ୍ଷିତ ହୋଇପଡ଼ିଛି । କେବେ ନାରୀ ନିର୍ଯାତନା ଖବର ଆସୁଛି ତ କେବେ ଦୁଷ୍କର୍ମର ଶିକାର ହେଉଛି...
ଅର୍କେଲ ପୋଲିସକୁ ବଡ ସଫଳତା
ଅର୍କେଲ ପୋଲିସକୁ ବଡ ସଫଳତା । ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ଅର୍କେଲ ପୋଲିସ ଚଢାଉ କରି ୧୧୨୩ କେଜି ଗଂଜେଇ ଜବଦ କରିବା ସହିତ ୨ ଜଣକୁ ଗିରଫ କରିଛି । ମାଲକାନଗିରି ଜିଲ୍ଲାରୁ ଗଂଜେଇ ଚୋରାଚାଲାଣ...
୧୨ ଘଣ୍ଟିଆ ବନ୍ଦ ପାଳନ
ମାଲକାନଗିରି ଚିତ୍ରକୋଣ୍ଡାରେ ଆଜି ଯାଏଁ ଉତ୍ତମ ମୋବାଇଲ ସେବା ହୋଇପାରିନାହିଁ । ଫଳରେ କାହା ସହ ଯୋଗାଯୋଗ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନୁ ହେବାକୁ ପଡୁଛି ଏମାନଙ୍କୁ । ତେଣୁ ଆଜି ସାମାଜିକ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଚିତ୍ରକୋଣ୍ଡା...

















