ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଗିରଫ
ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ । ଗିରଫ ପରେ ସେମାନଙ୍କ ନିକଟରୁ ନଗଦ 44 ହଜାର ଟଙ୍କା, 3ଟି ଖଣ୍ଡା, ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ଲୁହାରଡ଼, 7ଟି ମୁଖା ଓ 11ଟି ମୋବାଇଲ ଜବତ ହୋଇଛି...
ପୁଣି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ
ପୁଣି ଉଠିଛି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି। ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ଦୋହରାଇଛନ୍ତି। ଭୁବନେଶ୍ୱରରେ ଜନସମ୍ପର୍କ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମେଣ୍ଟ ସରକାର ସମୟରେ ଓଡିଶାକୁ...
ଦ୍ୱିତୀୟ ଥର ପାଇଁ ଗୃହ କମିଟି ଆଗରେ ହାଜର ହେଲେ ଅଭିଜିତ
ଅଭିଜିତ ଆୟାର ମିତ୍ର ଶୁକ୍ରବାର ଦ୍ୱିତୀୟ ଥର ପାଇଁ ବିଧାନସଭା ପରିସରରେ ଗୃହକମିଟି ସମ୍ମୁଖରେ ହାଜର ହୋଇଛନ୍ତି। ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହକମିଟ ସମ୍ମୁଖରେ...
ଦୁର୍ନୀତି ବିରୋଧରେ ବିଜେପି ପକ୍ଷରୁ ଜଗତସିଂହପୁର ସଦର ବ୍ଲକ ଘେରାଉ
ଜଗତସିଂହପୁର ଜିଲ୍ଲା ସଦର ବ୍ୟାପକ ଦୁର୍ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଥିଲା. ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ କର୍ମୀମାନେ ପୋଷ୍ଟ ଅଫିସ ଛକରୁ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ....
୯ ଜିଲ୍ଲାକୁ ମରୁଡି ଘୋଷଣା କଲେ ରାଜ୍ୟ ସରକାର
ରାଜ୍ୟ ସରକାର ଗୁରୁବାର ୯ଟି ଜିଲ୍ଲାରେ ମରୁଡି ଘୋଷଣା କରିଛନ୍ତି। ଏହି ଜିଲ୍ଲାଗୁଡ଼ିକରେ ୩୩ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ସରକାରୀ ଭାବେ ଆକଳନ କରାଯାଇଛି । ଯୁଗ୍ମ ଏସ୍ଆରସି ପ୍ରଭାତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ସୂଚନା...
ଓଟି ଭିତରେ ସେଲଫି, କ୍ଷମା ମାଗିଲେ ମହିଳା ଡାକ୍ତର
ଓଡିଶା କୋରାପୁଟ ଜିଲ୍ଲାରେ ଜଣେ ମହିଳା ଡାକ୍ତର ଅପରେସନ ଥିଏଟର ଭିତରେ ସେଲଫି ନେଇ ବିବାଦ ଘେରକୁ ଆସିଛନ୍ତି. ଘଟଣା ହେଉଛି, କୋରାପୁଟର ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟର. ରିପୋର୍ଟ ଅନୁସାରେ, ଜଣେ ଗର୍ଭବତୀ ମହିଳାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ...
ଖୋଲିଲା ଶିମିଳିପାଳ
ଦୀର୍ଘଦିନ ଧରି ବନ୍ଦ ହୋଇରହିଥିବା ଶିମିଳିପାଳ ଅଭୟାରଣ୍ୟ ଆଜିଠୁ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲିଛି. କିଛିମାସ ପୂର୍ବରୁ ପ୍ରବଳ ବର୍ଷା କାରଣରୁ ଯାତାୟାତରେ ବାଧା ଉପୁଜିଥିଲା, ଯେଉଁଥିପାଇଁ ଏହାକୁ ବନ୍ଦ କରି ଦିଆଯାଇଥିଲା. ଏହା ଖୋଲିବା ପରେ ପିଠାବାଟ ଦେଇ 25ଟି...
କାଚ ବୋତଲ ଭିତରେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’
ଦେଶକୁ ମୁକ୍ତି କରିବା ଉଦ୍ଦେଶ୍ୟରେ କଠିନ ସଂଘର୍ଷ କରୁଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତୀକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି. ତେବେ ଏହି ମୂର୍ତ୍ତୀକୁ ମୋଦି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି. ଗୋଟିଏପଟେ ମୋଦି...
ନୀଳଗିରି ମୁହାଁ ଝାଡଖଣ୍ଡୀ ହାତୀପଲ
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଗୋପାଳପୁର ଜଙ୍ଗଲରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋର ସମୟରେ ୪୦ରୁ ଉର୍ଦ୍ଧ ଝାରଖଣ୍ଡୀ ହାତୀ ଜଙ୍ଗଲ ଭିତରକୁ ପଶିଆସିଥିବା ଜଣାପଡିଛି । ହାତୀଙ୍କ ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ...
୪୨ ଦିନ ପରେ ବୈଜୟନ୍ତଙ୍କୁ ମିଳିଲା ୨ଟି ହେଲିକପ୍ଟର
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଘଟଣା ନୂଆ ନୂଆ ମୋଡ଼ ନେଉଛି । ୪୨ ଦିନ ପରେ ପୁରୀ ପୋଲିସ ଭୁବନେଶ୍ୱର ବିମାନବନ୍ଦରରେ ସିଲ୍ କରିଥିବା ହ୍ୟାଙ୍ଗର ଖୋଲିଛି । ପୁରୀ ମେରାଇନ ଥାନା...








