ଗୁରୁ ନା ରେ ସଇତାନ
ପୁଣି ଥରେ ଗୁରୁ ନାରେ ସଇତାନ ପାଲଟିଛି ଶିକ୍ଷକ. କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ବ୍ଲକ ସିରିମସ୍କା ରେସିଡେନସିଆଲ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା କରିଥିବା ଅଭିଯୋଗ ହୋଇଛି. ଯେଉଁଥିପାଇଁ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ କାର୍ଯ୍ୟରୁ...
ବୋର୍ଡ ଅଫିସରେ ନିଆଁ
ସମ୍ବଲପୁର ଜେଲ ଛକ ନିକଟରେ ଥିବା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଶାଖା ଅଫିସରେ 7-8 ଜଣ ଦୁର୍ବୃତ୍ତ ପଶି ନିଆଁ ଲଗାଇ ଦେଇଛନ୍ତି. ଫଳରେ ଅଫିସ ନିକଟରେ ଥିବା ଦୁଇଟି ଗାଡି ପୋଡିଯାଇଥିବା ସହ ବହୁ ଦରକାରୀ କାଗଜପତ୍ର...
୮ରେ ରାଜଭବନ ଘେରିବେ ଚାଷୀ
ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଆସନ୍ତା ୮ ତାରିଖ ଦିନ ରାଜଭବନ ଘେରାଉ କରିବ ନବ ନିର୍ମାଣ କୃଷକ ସଂଗଠନ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ରାଜ୍ୟରେ ୩୬ଲକ୍ଷ...
ଆନ୍ଧ୍ରରେ ଓଡିଆ ଦାଦନଙ୍କୁ ନିର୍ଯାତନା: ଏସିଡ୍ ଢାଳିଲେ….ଆଙ୍ଗୁଳି କାଟିଲେ
ପେଟକୁ ମୁଠାଏ ଦାନା ଏବଂ ପରିବାର ଭରଣ ପୋଷଣ ପାଇଁ ବହୁ ଓଡିଆ ଶ୍ରମିକ ଭିଟାମାଟି ଛାଡୁଛନ୍ତି । ପଡୋଶୀ ରାଜ୍ୟରେ ଦାଦନ ଖଟି ଦିପଇସା ରୋଜଗାର କରିବା ବେଳେବେଳେ ଏମାନଙ୍କ ପାଇଁ ମହଙ୍ଗା ପଡିଯାଉଛି । ସୁନ୍ଦରଗଡ଼ ଜିଲ୍ଲା...
୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ
ଆଜି ମୟୁରଭଞ୍ଜ ବନ୍ଦ । ବିଜେପି ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଉତ୍ତର ଓଡିଆ ବିଶ୍ୱବିଦ୍ୟାଳୟକୁ ୟୁପିଏସସି କୋଚିଂ ସେଣ୍ଟରରୁ ବାଦ ଦେବା ଓ ମୟୁରଭଞ୍ଜ ଜିଲ୍ଲାରେ ଖାଲି ପଡିଥିବା ୨୨୦ ଡାକ୍ତରୀ...
ଭୟାବହ ଅଗ୍ନିକାଣ୍ଡ
ସତ୍ୟବାଦୀ ବ୍ଲକ ବଳପୁର ପଞ୍ଚାୟତ ଅନ୍ତର୍ଗତ ଦୁହୁଡି ସାହିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ତିନି ବଖରା ଘର ସହ ଘରର ଆସବାବପତ୍ର ଜଳିଯାଇଛି । ତେବେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏହି...
କୋଶଳ ରାଜ୍ୟର ମାନ୍ୟତା ଦାବି
ସୋମବାର ପଶ୍ଚିମ ଓଡିଶାରେ ୧୨ ଘଣ୍ଟିଆ ମହାବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ସ୍ୱତନ୍ତ୍ର କୋଶଳ ରାଜ୍ୟର ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଆଜିର ବନ୍ଦକୁ ବିଭିନ୍ନ ଜିଲ୍ଲା ଓ ସଂଗଠନ ସମର୍ଥନ ଦେଇଛନ୍ତି।...
‘ସିଟିଜେନ ଫୋରମ’ର ବାର୍ଷିକ ସମ୍ମିଳନୀ
ଡିସେମ୍ବର 16 ତାରିଖ ଦିନ ସ୍ଥାନୀୟ ଲୋହିୟା ଏକାଡେମୀ ପରିସରରେ ‘ସିଟିଜେନ ଫୋରମ ଓଡିଶା’ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି. ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀକୁ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଉଦଘାଟନ କରିଥିଲେ....
କଳିଙ୍ଗରେ ଅଲମ୍ପିକ କ୍ୱାଲିଫାୟର
ପୁରୁଷ ହକି ବିଶ୍ୱକପର ସଫଳ ଉଦଯାପନୀ ଉତ୍ସବ ପରେ ଏବେ ଓଡିଶାବାସୀ ତଥା ହକିପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର ଘୋଷଣା କରାଯାଇଛି. ତେବେ ଖବରଟି ହେଲା, 2019ର ମଧ୍ୟ ଭାଗରେ ଭୁବନେଶ୍ୱର ପୁଣି ଥରେ ଅଲମ୍ପିକ କ୍ୱାଲିଫାୟର...
ନିର୍ବାଚନ ପୂର୍ବରୁ ବିଜେପି ଖେଳିବ ଆଦିବାସୀ କାର୍ଡ
ଆସନ୍ତା ଫେବୃୟାରୀ 3 ତାରିଖ ଦିନ ବିଜେପି ଆଦିବାସୀଙ୍କୁ ନେଇ ଭୁବନେଶ୍ୱରରେ ମହାଅଧିବେଶନ କରିବାକୁ ଯାଉଛି. ଆଦିବାସୀଙ୍କ ହକ୍ ପାଇଁ ଏହି ଲଢେଇ କରାଯିବ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ...








