31.1 C
Bhubaneswar
Tuesday, September 8, 2026
-Advertisement-

ମୋମୋ ଚ୍ୟାଲେଞ୍ଜର ଶିକାର ହେଲେ ଓଡିଶାର ଇଞ୍ଜିନିୟରିଂ ଛାତ୍ର

ମୋମୋ ଆତଙ୍କରେ ଆତଙ୍କିତ ସମସ୍ତେ ।  ମୋମୋ ଚ୍ୟାଲେଞ୍ଜ ଗେମ ନେଉଛି ଜୀବନ । ଏହି  ଗେମର ଶିକାର ହୋଇ ଓଡିଶାର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ 6 ମହଲାରୁ ଡେଇଁ...

ଆଜି ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ପାଇଁ ଶ୍ରୀମନ୍ଦିରରେ ଚାଲିଛି ପ୍ରସ୍ତୁତି

ରବିବାର ପବିତ୍ର ଜନ୍ମାଷ୍ଟମୀ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ସର୍ବତ୍ର ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଘରେ ଘରେ ନନ୍ଦଲାଲାଙ୍କ ପୂଜା ପାଇଁ ଲାଗିପଡିଛନ୍ତି ଭକ୍ତ ।...

ବର୍ଷାରେ ଭୁଷୁଡିଲା ଯାଜପୁର ସବ୍ ଜେଲ୍ ପାଚେରୀ

ରାଜ୍ୟରେ ଲଗାଣ ବର୍ଷାର ପ୍ରଭାବରେ ଅସ୍ତବ୍ୟସ୍ତ ଧନଜୀବନ । କେଉଁଠି ଘରେ ପାଣି ପଶିଲାଣି ତ କେଉଁଠି ରାସ୍ତା ଧୋଇ ହୋଇଗଲାଣି । ଏପଟେ ଲଗାଣ ବର୍ଷା ଫଳରେ ଯାଜପୁର ସବ୍ ଜେଲ୍ ର ସୁରକ୍ଷା ପାଚେରୀ ଭୁଷୁଡି ପଡିଛି...

ପ୍ଲାଷ୍ଟିକ୍ ମୁକ୍ତ ହେବ ସ୍କାର୍ଟସିଟି ଭୁବନେଶ୍ୱର

ପ୍ଲାଷ୍ଟିକ୍ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର । ଶନିବାର ଠାରୁ ଏହି ପଦକ୍ଷେପ ନିଆଯାଇଛି । ବିଡିଏ କାର୍ଯ୍ୟାଳୟକୁ ପ୍ଲାଷ୍ଟିକ୍ କିମ୍ବା ପଲିଥିନ୍ ପଶିବ ନାହିଁ । ରାଜଧାନୀର ସମସ୍ତ ପାର୍କ ଏବଂ ମାର୍କେଟ କମ୍ପ୍ଲେକ୍ସକୁ ପ୍ଲାଷ୍ଟିକ୍ ମୁକ୍ତ କରାଯିବ...

ଅନରକିଲିଂ ରୋକିବା ପାଇଁ ଗୃହ ବିଭାଗର ନୂଆ ଗାଇଡ୍ ଲାଇନ

ରାଜ୍ୟରେ ଅନରକିଲିଂ କୁ ରୋକିବା ପାଇଁ  ରାଜ୍ୟ ଗୃହ ବିଭାଗ ଓଡିଶା ପୋଲିସ, ଜିଲ୍ଲାପାଳ, ଏସପିଙ୍କୁ ନିର୍ଦ୍ଦେଶ ଦେଇ ନୂଆ ଗାଇଡଲାଇନ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) ଜାରି କରିଛନ୍ତି । ଏସଓପି ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଓ ଅନ୍ୟ...

ଅଳ୍ପକେ ବର୍ତ୍ତିଲା ଭିଲମପୁରମ-ଖଡଗପୁର ସୁପରଫାର୍ଷ୍ଟ ଏକ୍ସପ୍ରେସ

ବ୍ରହ୍ମପୁର ରେଳ ଷ୍ଟେସନରେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏକ୍ସପ୍ରେସ ଟ୍ରେନ । ଭିଲପୁରମ-ଖଡଗପୁର ସୁପରଫାର୍ଷ୍ଟ ଏକ୍ସପ୍ରେସରେ ଗୁରୁବାର ନିଆଁ ଲାଗିଯାଇଥିଲା । ବ୍ରହ୍ମପୁର ଷ୍ଟେସନରେ ପହଁଞ୍ଚିବା ପୂର୍ବରୁ ଟ୍ରେନରୁ ବହୁତ ଜୋରରେ ନିଆଁ ବାହାରିଥିଲା । ଏକ୍ସପ୍ରେସ ଏସ୍-୩...

ବଦଳିବ ମାଟ୍ରିକ ପରୀକ୍ଷାର ଢାଞ୍ଚା

୨୦୨୦-୨୧ରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା । ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷା ଜାହାନ ଆରା ବେଗମ ସୁଚନା ଦେଇଛନ୍ତି । ସେ କହିଛନ୍ତି ଓଏମଆର ସିଟ୍ ଓ ମଲ୍ଟିପୁଲ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଉଠିଯିବ । ଛାତ୍ରଛାତ୍ରୀମାନେ...

ଓପେପା ଆକାଉଣ୍ଟ ଅଫିସର ଭିଜିଲାନ୍ସ ଦ୍ୱାରା ଗିରଫ

ଓପେପା ଆକାଉଣ୍ଟ ଅଫିସର ନଳିନୀ ପୃଷ୍ଟି ଭିଜିଲାନ୍ସ ଦ୍ୱାରା ଗିରଫ । ନଳିନୀଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଏହି ରେଡ କରାଯାଇଛି । ଭୁବନେଶ୍ୱର...

ଭୁଶୁଡିଲା ପାଣି ଟାଙ୍କି: ଭାଙ୍ଗି ରୁଜି ଚୁରମାର ହେଲା ଅଫିସ

ରାଉରକେଲା ଟାଉନସିପରେ ଅଘଟଣ । ୭୦ ଫୁଟ୍ ଉଚ୍ଚର ପାଣି ଟାଙ୍କି ଭୁଶୁଡି ପଡିବାରୁ ୱେସ୍କୋ ଅଫିସ୍ ଚୁରମାର ହୋଇଯାଇଛି । ଏଥିରେ କିଛି ଲୋକ ଆହତ ହେବା ସହ ଘଟଣାସ୍ଥଳରେ ବାଇକ୍ ଓ ସାଇକଲ୍ ସବୁ ଭାଙ୍ଗିଯାଇଥିବା ଜଣାପଡିଛି...

କାଠ ଫାଳିଆରେ ପିଟି ହତ୍ୟା, ଭାଇ ଭାଉଜ ଅଟକ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ । ଏହି ଗାଁର ପ୍ରଦିପ ମଲ୍ଲୀକ(୪୦) ନାମକ ଜଣେ ଯୁବକଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଛି । ତାଙ୍କ ଶୋଇବା ଘରୁ ରକ୍ତ ଜୁଡୁ...
- Advertisement -

Latest article

Warum die AlaWin-Registrierung hängt: Häufige Verzögerungen und Lösungen

InhaltHäufige Gründe für Verzögerungen bei der AlaWin-RegistrierungSchritt-für-Schritt-Anleitung zur problemlosen AnmeldungDie Bedeutung der Kontoüberprüfung (KYC)Probleme mit Boni und Aktionen behebenWas tun, wenn gar nichts mehr...

Casino Privé Pour les Amateurs de Slots : Plongée en Profondeur

Sommaire1. Les Fondamentaux du Casino Privé2. Démarrer son Aventure : Inscription et Vérification3. Explorer l'Offre de Bonus et de Tours Gratuits4. Dépôts et Retraits...

ରାଜନୀତିକ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହେଲେ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ

ଭୁବନେଶ୍ୱର:ବିଜେଡି ର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ଛୁରିଆଙ୍କୁ ନିଲମ୍ବନ କରାଯାଇଛି। ସେ କନ୍ଧମାଳ DRCSରେ SARCS ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ସେ ଭୁବନେଶ୍ୱର...