32.6 C
Bhubaneswar
Tuesday, March 17, 2026
-Advertisement-

ବଡ଼ଦିନ ପୂର୍ବରୁ ଏସ୍‌ଏଚ୍‌ଏମ୍‌ରେ କେକ୍ ମିକ୍ସିଙ୍ଗ୍ ଉତ୍ସବ

ବଡ଼ଦିନ ଆଉ ମାତ୍ର ଦେଢ଼ ମାସ ବାକି ଥିବା ବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ଶନିବାର ଦିନ ଏକ କେକ୍ ମିକ୍ସିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି...

ରାଜନୈତିକ ଦଳ କାହାଠୁ ଚାନ୍ଦା ଆଣିଲେ, ଜାଣିବାର ଅଧିକାର ନାଗରିକଙ୍କ ନାହିଁ

ବଡ ଅଜବ ବ୍ୟବସ୍ଥା ଆମର । ଗୋଟିଏ ପଟେ ଆମେ ସ୍ବଚ୍ଛତା, ଦୁର୍ନୀତିମୁକ୍ତର ସ୍ଲୋଗାନ ଦେଉଛୁ । ଦୁର୍ନୀତି ହଟାଇବା ପାଇଁ ବଡ ବଡ ଏଜେନ୍ସି ଖୋଲି ବସିଛୁ । ମାତ୍ର ଯିଏ ସବୁ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ...

ହାତ ଧୋଇବା ଦ୍ୱାରା ସଂକ୍ରମଣକୁ ଦୂର କରିହେବ: ବିଶେଷଜ୍ଞ

ଭୁବନେଶ୍ୱର, ୩୧/୧୦: ସେପ୍‌ସିସ୍ ଯୋଗୁଁ ବିଶ୍ୱରେ ବର୍ଷକୁ ୧ କୋଟି ଲୋକଙ୍କର ମୃତ୍ୟୁ ହେଉଛି । ପ୍ରତି ୧୦୦ ମୃତ୍ୟୁ ମଧ୍ୟରୁ ୩୫ ଟିର କାରଣ ସେପ୍‌ସିସ୍ । ଏହା ପୃଥିବୀରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ପାଲଟିଥିବା...

ସମ୍‌ର ପ୍ରଫେସର ମୈତ୍ରେୟୀ ଶିଶୁ ଚର୍ମରୋଗ ସଂଘର ଜାତୀୟ ସମ୍ପାଦିକା ମନୋନୀତ

ଭୁବନେଶ୍ୱର, ୩୧/୧୦: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ଭାରତୀୟ ଶିଶୁ ଚର୍ମରୋଗ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡିଆଟ୍ରିକ ଡର୍ମାଟୋଲୋଜି)ର ଜାତୀୟ ସଂପାଦିକା...

ଷ୍ଟଣ୍ଟ ନେଲା ଜୀବନ

ଟ୍ରାକ୍ଟର ଚଲାଇ ଷ୍ଟଣ୍ଟ ଦେଖାଇବା କାଳ ହେଲା । ଟ୍ରାକ୍ଟରର ଆଗ ଦୁଇଚକାକୁ ଉପରକୁ ଉଠାଇ ଷ୍ଟଣ୍ଟ ଦେଖାଉଥିଲେ ପଞ୍ଜାବର 29 ବର୍ଷୀୟ ଯୁବକ ସୁଖମଣ୍ଡିପ ସିଂହ । ଗୁରୁଦାସପୁରର ସୁଖମଣ୍ଡିପ ଟ୍ରାକ୍ଟରରେ ଷ୍ଟଣ୍ଟ ଦେଖାଉଥିବା ବେଳେ ପଡିଆ ଚାରିପାଖେ...

5ଜି ଲାବ୍ ସ୍ଥାପନ ପାଇଁ ସୋଆ ମନୋନୀତ

5ଜି ଲାବୋରାଟୋରୀ ସ୍ଥାପନ ପାଇଁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାୟଳୟ ପକ୍ଷରୁ ଦେଶର ପ୍ରମୁଖ ଶହେଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଚୟନ କରାଯାଇଛି । ଏହି ଶହେଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ 'ସୋଆ' ସ୍ଥାନ ପାଇଛି । ଇଣ୍ଡିଆନ...

ହମାସ ଆକ୍ରମଣ ପ୍ରସଙ୍ଗ ନ ଥିବାରୁ ଜାତିସଂଘରେ ଭୋଟ ଦେଲାନି ଭାରତ

ମାନବିକତା ଦୃଷ୍ଟିରୁ ଗାଜା ଉପରେ ଆକ୍ରମଣରୁ ଇସ୍ରାଏଲ ବିରତ ରହିବା ପ୍ରସଙ୍ଗରେ ଜାତିସଂଘସାଧାରଣ ପରିଷଦର ସ୍ବତନ୍ତ୍ର ଜରୁରୀ କାଳୀନ ଅଧିବେସନରେ ଭାରତ ଭୋଟ ଦାନରୁ ବିରତ ରହିଛି । ଏହି ଅଧିବେସନରେ ଆସିଥିବା ମାନବିକତା ଦୃଷ୍ଟିରୁ ଯୁଦ୍ଧ ବିରତି ଚିଠା...

ପାଣ୍ଡିୟାନଙ୍କ ଭିଆରଏସ୍ ପଛରେ କେନ୍ଦ୍ର ସରକାର !

ରାଜ୍ୟର ପ୍ରଭାବଶାଳୀ ଆଇଏଏସ ଅଫିସର ଭି.କେ. ପାଣ୍ଡିୟାନ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଗତ 20 ତାରିଖ ଶୁକ୍ରବାର ଦିନ ଆବେଦନ କଲେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟକୁ ଏ...

ଓଡିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେବେ ଓଡିଶାର ନୂଆ ରାଜ୍ୟପାଳ । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶାର ନୂଆ ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଗତ...

ଇଣ୍ଡିଆନ ଆଇଡଲରେ ସମ୍ ଡାକ୍ତର ରୋହନ

ଇଣ୍ଡିଆନ ଆଇଡଲ୍ 14 ରେ ଓଡିଆ ଡାକ୍ତର ରୋହନ ବିଶ୍ବାଳ ଗୋଲ୍ଡେନ ଟିକଟ ସହ ଥିଏଟର ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସୋନୀ ଟିଭିରେ ପ୍ରସାରିତ ଇଣ୍ଡିଆନ ଆଇଡଲ୍ ସିଜନ 14ରେ ଡାକ୍ତର...
- Advertisement -

Latest article

Кракен: безопасные методы доступа в даркнет 2026

Кракен: безопасные методы доступа в даркнет 2026 Содержание Обзор кракен и его потенциал Как работает кракен в даркнете Требования для доступа к кракен Актуальные ссылки на кракен онион Советы по...

Кракен: безопасное подключение и рабочие ссылки 2026

Кракен: безопасное подключение и рабочие ссылки 2026 Содержание Безопасный доступ к кракен Как использовать кракен онайон Свежие ссылки на кракен Преимущества кракен даркнет Часто задаваемые вопросы о кракен Доступ к даркнету...

Discover the Full Potential of Solscan for Traders

Discover the Full Potential of Solscan for Traders Table of Contents Understanding Solscan's Core Features Benefits of Using Solscan for Crypto Tracking How Solscan Assists in Real-Time Analysis Solscan...