ସର୍ବଭାରତୀୟ ମଡେଲ ପ୍ରତିଯୋଗିତାରେ ସାଇ ଅନନ୍ୟାଙ୍କ ସଫଳତା
ସର୍ବଭାରତୀୟ ମଡେଲ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସାଇ ଅନନ୍ୟା ବିଶ୍ଵାଳଙ୍କ ବାଜିମାତ । ହାଇଦ୍ରାବାଦରେ ଫେଶନ ରନୱେ ପକ୍ଷରୁ ଜୁନିୟର ଇଣ୍ଟର ନ୍ୟାସନାଲ ମଡେଲ ପ୍ରତିଯୋଗିତାରେ ପ୍ରି ଟିନ୍ ବିଭାଗରେ ସାଇକୃପା କଳାକେନ୍ଦ୍ରର ଛାତ୍ରୀ ସାଇ ଅନନ୍ୟା ବିଶ୍ଵାଳ ଓ...
ଗରିବଙ୍କ ପାଇଁ ନବୀନଙ୍କ ନୂଆ ଯୋଜନା ‘ମୋ ଘର’
ଆଗକୁ ନିର୍ବାଚନ ଆସୁଛି । ନୂଆ ଯୋଜନା, ନୂଆ ସ୍ବପ୍ନ ଦେଖାଇବାକୁ ଆରମ୍ଭ ହେବ କସରତ୍ । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି 'ମୋ ଘର' ଯୋଜନା । ରାଜ୍ୟ କ୍ୟାବିନେଟ ଆଜି ଏହି...
କୁନି ପିଲାଙ୍କ ସମରକ୍ୟାମ୍ପରେ ଟାଲେଣ୍ଟ ସାଇନ୍
କୁନି ପିଲାଙ୍କ ସମର କ୍ୟାମ୍ପରେ ଟାଲେଣ୍ଟ ସାଇନ । କୁନି କୁନି ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ସମରକ୍ୟାମ୍ପ କଟକ ପକ୍ଷରୁ ଆୟୋଜିତ ହୋଇଥିଲା ଟାଲେଣ୍ଟ ସାଇନ୍ । ତିନୋଟି ବର୍ଗରେ ପ୍ରାଇମେରୀ, ସବୁଜୁନିଅର ଓ ଜୁନିଅର ଗ୍ରୁପରେ...
ସାଂସଦ ନିରଞ୍ଜନ ବିଶିଙ୍କୁ ଗିରଫ ଦାବି
ସାଂସଦ ନିରଞ୍ଜନ ବିଶିଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି । ସାଂସଦଙ୍କ କାର୍ ଦୁର୍ଘଟଣାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ହେବା ପରେ ବିରୋଧୀ ସାଂସଦଙ୍କ ଗିରଫ ଦାବି କରିଛନ୍ତି । ହିଟ୍ ଆଣ୍ଡ ରନ୍ ମାମଲାରେ ଶ୍ରୀ...
ଏଣିକି ପ୍ରତି ପଞ୍ଚାୟତରେ ଗଡିବ ମୋ ବସ୍
ପ୍ରତି ପଞ୍ଚାୟତକୁ ମୋ ବସ୍ ଚଳାଇବାକୁ ନିଷ୍ପତ୍ତି । ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ୍ । ସୂଚନା ଦେଲେ ପରିବହନ ସଚିବ ଊଷା ପାଢୀ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ଦିଆଯିବ ପରିବହନ ସୁବିଧା ।...
ଶୈବପୀଠରେ ଗଞ୍ଜେଇ ମନା
ରାଜ୍ୟର ଶୈବପୀଠ ଗୁଡିକରେ ଏଣିକି ଗଞ୍ଜେଇ ବ୍ୟବହାର ହୋଇପାରିବ ନାହିଁ । ଶୈବପୀଠରେ ଗଞ୍ଜେଇ ନିଷେଧ କରିବା ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖାଯାଇଛି । କେତେକ ଶିବ...
ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ ..’
ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆୟୋଜନ କରୁଛନ୍ତି ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ । 2019ରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ଏହି ପ୍ରତିଯୋଗିତା ହୋଇଆସୁଛି । ଚଳିତବର୍ଷ ଏହି...
ଯୁଦ୍ଧ ନୁହେଁ, କଥାବାର୍ତ୍ତା ମାଧ୍ୟମରେ ସୀମା ବିବାଦ ତୁଟେଇବାକୁ ମୋଦିଙ୍କ ଆହ୍ବାନ
ଜାପାନ ହିରୋସିମାରେ ଚାଲିଥିବା ଜି-7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ମାଧ୍ୟମରେ ସୀମା ବିବାଦ ତୁଟେଇବା ଉପରେ ଗୁରୁତ୍ବ ଦେଇଛନ୍ତି । ଜାତିସଂଘ ନିୟମ ଆଧାରରେ ସବୁ ରାଷ୍ଟ୍ର ପରସ୍ପରର ସାର୍ବଭୌମତ୍ବକୁ ସମ୍ମାନ ଦେବା ଉଚିତ ବୋଲି...
ଗଠନ ହେବ ପୋଲିସ ଚୟନ ବୋର୍ଡ
ସିପାହି ପଦବୀରୁ ସବଇନିସପେକ୍ଟର ପଦରେ ନିଯୁକ୍ତି ପାଇଁ ଗଠନ ହେବ ପୋଲିସ ଚୟନ ବୋର୍ଡ । ଜଣେ ଡିଜି ଅଥବା ଏଡିଜି ପାହ୍ୟାର ଅଧିକାରୀ ବୋର୍ଡ ଅଧ୍ୟକ୍ଷ ପଦରେ ରହିବେ ଏବଂ ବୋର୍ଡ ପରିଚାଳନା ପାଇଁ 24 ଟି ପଦବୀ...
ଶାହରୁଖ୍ ଖାନଙ୍କ ପୁଅ ଆର୍ୟନଙ୍କୁ ଗିରଫ କରିଥିବା ସମୀର ଓ୍ବାଙ୍ଖଡେଙ୍କୁ ସିବିଆଇ ଜେରା
ନିଷିଦ୍ଧ ଡ୍ରଗ୍ସ ମାମଲାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଗିରଫ କରିଥିବା ଏନସିବି ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ 25 କୋଟିର ଲାଞ୍ଚ ମାମଲା । ଆର୍ୟନଙ୍କୁ ଡ୍ରଗ୍ସ ମାମଲାରୁ ମୁକୁଳାଇବା ପାଇଁ ସମୀର ଓ୍ବାଙ୍ଖଡେ ଶାହରୁଖଙ୍କ...

















