31.7 C
Bhubaneswar
Saturday, August 8, 2026
-Advertisement-

୨୪ ବର୍ଷ ପରେ ଭାଙ୍ଗିଲା ସମ୍ପର୍କ

ସଲମାନଙ୍କ ସାନ ଭାଇ ଏବଂ ବଲିଉଡ ଷ୍ଟାର ସୋହେଲ ଖାନ ଏବଂ ପତ୍ନୀ ସୀମା ଖାନ୍‌ଙ୍କ ଭିତରେ ଫାଟ । ଖୁବ୍‌ଶୀଘ୍ର ଦୁଇ ଜଣ ତଲାକ୍ ଦେଉଛନ୍ତି । ମୁମ୍ବାଇ ଫ୍ୟାମିଲି କୋର୍ଟରେ ତଲାକ ପାଇଁ ମାମଲା ରୁଜୁ ହୋଇଛି...

ରାଜ୍ୟସଭା ଉପନର୍ବିାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ରାଜ୍ୟସଭା ଉପନର୍ବିାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ଉପନିର୍ବାଚନ ହେବ । ଉପନିର୍ବାଚନ ପାଇଁ ମେ ୨୬ ତାରିଖରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ...

କଟକ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବ ଆଦିବାସୀ ମେଳା

ଆଦିବାସୀ ମେଳାର ମଜା ନେବେ କଟକବାସୀ । କଟକରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଆଦିବାସୀ ମେଳା । ମେ ୨୦ରୁ ୩୦ଯାଏଁ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବ ଏହି ମେଳା ।

ନାଚିଲେନି ବୋଲି ମାରିଦେଲେ

ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟାର ମା’ଙ୍କୁ ହତ୍ୟା । ବରଗଡ ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ କନ୍ୟାଙ୍କ ମା’କିଶୋରୀ ରାଜହଂସ । ତାଙ୍କ ଝିଅର ବାହାଘର ପାଇଁ ପୁଅ ପକ୍ଷରୁ...

ଆଇଏଏସ ପୂଜା ସିଘଂଲ ସସ୍‌ପେଣ୍ଡ

ଆଇଏଏସ ପୂଜା ସିଘଂଲଙ୍କୁ ସସପେଣ୍ଡ କଲେ ଝାଡଖଣ୍ଡ ସରକାର । ୨୦୦୦ ବ୍ୟାଚର ଆଇଏଏସ ତଥା ଝାଡଖଣ୍ଡର ଖଣି ସଚିବ ହେଉଛନ୍ତି ପୂଜା ସିଘଂଲ । ମନି ଲଣ୍ଡରିଂ ମାମଲାରେ କାଲି ପୁଜାଙ୍କୁ ଗିରଫ କରିଥିଲା ଇଡି ।...

କୋର୍ଟରେ ଜଜ୍‌ଙ୍କ ସାମ୍ନାରେ ବିଷ ପିଇଲେ ମହିଳା

ଜଜ୍‌ଙ୍କ ଆଗରେ ବିଷ ପିଇଲେ ମହିଳା । ବାଲେଶ୍ୱର କୋର୍ଟରେ ଜଣେ ମହିଳା ଜଜ୍ ଙ୍କ ଆଖି ଆଗରେ ବିଷ ପିଇଦେଇଛନ୍ତି । ତାଙ୍କ ନାଁ ରାଜଶ୍ରୀ ବାରିକ୍ । ସ୍ୱାମୀଙ୍କ ସହିତ ତାଙ୍କର ସମ୍ପର୍କ ଭଲ ନଥିବାରୁ ସେ...

ନିରବିଲା ଶିବକୁମାରଙ୍କ ସନ୍ତୁର

ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ । ସନ୍ତୁର ବାଦକ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି...

ବିଜେଡି କୃଷକ ମୋର୍ଚାର ସଭାପତି ଗିରଫ

ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗିରଫ ହେଲେ ବୌଦ୍ଧ ଜିଲା ବିଜେଡି କୃଷକ ମୋର୍ଚାର ସଭାପତି ଶାନ୍ତନୁ ଥାଟି । ବରଗୋଛାରୁ ପୋଲିସ ତାଙ୍କୁ ଗିରଫ କରିଛି । ଗତ କିଛିଦିନ ତଳେ କଣ୍ଟାମାଳ ବ୍ଲକର ଯନ୍ତ୍ରୀ ସ୍ମୃତିରଞ୍ଜନ...

ଆଜି ଶେଷକୃତ୍ୟ

ରାଷ୍ଟ୍ରିୟ ସମ୍ମାନ ସହ ରଜତ କରଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ହେବ । ଗତକାଲି ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ହୃଦଘାତରେ ପରଲୋକ ଘଟିଥିଲା । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ...

ରାଗିଗଲେ ମେୟର

କଟକ ବଡ ମେଡିକାଲର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ମେୟର ସୁବାଷ ସିଂ । ଆଜି କଟକ ବଡ ମେଡିକାଲର ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ ମେୟର । ରୋଗୀ ମୃତ୍ୟୁ ପରେ ଏହାର ଦାୟିତ୍ୱରେ ଥିବା ଅଧିକାରୀଙ୍କ...
- Advertisement -

Latest article

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...

Betmica Three Card Poker Optimal Play

ContentsThe Basic Rules and Your Two BetsOptimal Strategy for the Play BetUnderstanding the House Edge and RTPCommon Strategic Mistakes to AvoidMaximizing Your Play with...