ଦୁର୍ନିତୀରେ ବୁଡୁଛି ଜାଗା ମିଶନ
ରାଜ୍ୟ ସରକାରଙ୍କ ଜାଗା ମିଶନରେ ବ୍ୟାପକ ଦୁର୍ନିତୀ ଅଭିଯୋଗ ଆଣିଛି କଂଗ୍ରେସ । ବସ୍ତି ବାସିନ୍ଦାଙ୍କ ପରିବର୍ତ୍ତେ ଶାସକ ଦଳର କର୍ମୀ ଜାଗା ପାଉଥିବା ଦଳର ନେତା ବିଜୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଯାହାର ୨ ମହଲା ଘର...
ଭୂକମ୍ପରେ ୧୧ ମୃତ, ଶତାଧିକ ଆହତ
ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ । ତାଣ୍ଡବ ରଚିଛି ୬ ଦଶମିକ ୫ ତୀବ୍ରତାର ଭୂକମ୍ପ । ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ଆଗକୁ ବଢିବ ବୋଲି ଆକଳନ କରାଯାଉଛି । ଭୂକମ୍ପରେ...
ଆଜେକ୍ସଙ୍କ ବାନ୍ଧବୀଙ୍କୁ ଜେରା
ଜଣାଶୁଣା ଡିଜେ ଆଜେକ୍ସଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା । ଡିଜେ ଆଜେକ୍ସଙ୍କ ବାନ୍ଧବୀଙ୍କୁ ପୋଲିସର ଜେରା । ଆତ୍ମହତ୍ୟା ପାଇଁ ଉସକେଇବା ଅଭିଯୋଗକୁ ନେଇ ପୋଲିସର ୩ ଘଣ୍ଟାର ଜେରା । ଆଜେକ୍ସଙ୍କର କିଛି ଭିଡିଓ ଏବଂ ଫଟୋକୁ ଭାଇରାଲ...
ମାର୍ଚ୍ଚ ୩୦ରେ ରାମ ନବମୀ, ଭଦ୍ରକ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତ
ମାର୍ଚ୍ଚ ୩୦ରେ ଶ୍ରୀରାମ ନବମୀ । ଏହାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ଭଦ୍ରକ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଭଦ୍ରକ ସହରରେ ମିଳିତ ଫୋର୍ସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଏଥିରେ ରାଜ୍ୟ ପୋଲିସ ସହ...
ଖଲିସ୍ଥାନୀ ନେତା ଅମ୍ରିତପାଲ୍ ସିଂଙ୍କୁ ପଳାତକ ଘୋଷଣା କଲା ପୋଲିସ
ଖଲିସ୍ଥାନୀ ନେତା ଅମ୍ରିତପାଲ ସିଂଙ୍କୁ ଗିରଫ କରିବାକୁ ଅପରେସନ ମୋଡରେ ପଞ୍ଜାବ ପୋଲିସ । ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି । ଇଣ୍ଟରନେଟ ସେବା ବନ୍ଦକରିଦିଆଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ରେଡ୍ କରିବା ସତ୍ତ୍ବେ ଖଲିସ୍ଥାନୀ ନେତା...
ଲୋକପ୍ରିୟ ଓଡିଆ ଡିଜେ କାହିଁକି ଆତ୍ମହତ୍ୟା କଲେ
ଲୋକପ୍ରିୟ ଓଡିଆ ଡିଜେଙ୍କ ପରଲୋକ । ଡିଜେ ସନ୍ଦେହ ଜନକ ମୃତ୍ୟୁ । ଭୁବନେଶ୍ୱର ସ୍ଥିତ ନିଜ ଘରେ ଆଜେକ୍ସ ଆତ୍ମହତ୍ୟା କରିଥିବା କୁହାଯାଉଛି । ଖାରବେଳନଗର ସ୍ଥିତ ନିଜ ଘରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି...
କିଟ୍ ପକ୍ଷରୁ ପଟିଆରେ ନିଯୁକ୍ତି ମେଳା
ଭୁବନେଶ୍ୱର, ୧୮ ।୩: ପଟିଆ ଗ୍ରାମ ମଙ୍ଗଳ ସମିତି ଆନୁକୂଲ୍ୟରେ ପଟିଆ ଗାଁରେ ଅନୁଷ୍ଠିତ ନିଯୁକ୍ତି ମେଳାରେ କିଟ୍ ପକ୍ଷରୁ ୧୨୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଶନିବାର ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ...
ନବୀନଙ୍କୁ ଭେଟିବେ ମମତା!
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ଆସୁଥିବା ସୂଚନା । ୨୧ ତାରିଖରେ ମମତା ଓଡିଶଶ ଆସୁଥିବା ସୂଚନା । ୨୧ରେ ଆସି ୨୨ ରେ ଶ୍ରୀମନ୍ଦିର ଯାଇପାରନ୍ତି ମମତା । ୨୩ରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିପାରନ୍ତି ମମତା ବାନାର୍ଜୀ...
ସମାଧାନ ହେବ
ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗ । ଗୃହରେ ବିବୃତ୍ତି ରଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ବିଧାନସଭାରେ ବିବୃତ୍ତି ରଖିଛନ୍ତି ପରିବହନ ମନ୍ତ୍ରୀ । ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିବାକୁ ସହମତି ଦେଇଛନ୍ତି ବୋଲି ବିଧାନସଭାରେ ବିବୃତି ରଖିଲେ ମନ୍ତ୍ରୀ ଟୁକୁନି...
କିମ୍ସ କ୍ୟାନ୍ସର୍ ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍ ଅଙ୍କୋଲୋଜି କ୍ଲିନିକାଲ୍ ସେବା
ଭୁବନେଶ୍ୱର, ୧୬ । ୩: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୧୪ ତାରିଖଠାରୁ ଆରମ୍ଭ ହୋଇଛି କିମ୍ସ କ୍ୟାନ୍ସର୍ ସେଣ୍ଟରର ରେଡିଏସନ୍ ଅଙ୍କୋଲୋଜି କ୍ଲିନିକାଲ ସେବା । ଏଠାରେ ଏଣିକି କର୍କଟ ରୋଗୀଙ୍କ ପାଇଁ ରେଡିଓଥେରାପୀ...















