26.1 C
Bhubaneswar
Sunday, November 1, 2026
-Advertisement-

ନବୀନଙ୍କୁ ଭେଟିବେ ମମତା!

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ଆସୁଥିବା ସୂଚନା । ୨୧ ତାରିଖରେ ମମତା ଓଡିଶଶ ଆସୁଥିବା ସୂଚନା । ୨୧ରେ ଆସି ୨୨ ରେ ଶ୍ରୀମନ୍ଦିର ଯାଇପାରନ୍ତି ମମତା । ୨୩ରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିପାରନ୍ତି ମମତା ବାନାର୍ଜୀ...

ସମାଧାନ ହେବ

ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗ । ଗୃହରେ ବିବୃତ୍ତି ରଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ବିଧାନସଭାରେ ବିବୃତ୍ତି ରଖିଛନ୍ତି ପରିବହନ ମନ୍ତ୍ରୀ । ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିବାକୁ ସହମତି ଦେଇଛନ୍ତି ବୋଲି ବିଧାନସଭାରେ ବିବୃତି ରଖିଲେ ମନ୍ତ୍ରୀ ଟୁକୁନି...

କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ୍‍ ସେବା

ଭୁବନେଶ୍ୱର, ୧୬ । ୩: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୧୪ ତାରିଖଠାରୁ ଆରମ୍ଭ ହୋଇଛି କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରର ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ ସେବା । ଏଠାରେ ଏଣିକି କର୍କଟ ରୋଗୀଙ୍କ ପାଇଁ ରେଡିଓଥେରାପୀ...

ବନ୍ଦ ହେବ ବସ୍ ଚଳାଚଳ

ବସ ଚଳାଚଳ ବନ୍ଦ ଚେତାବନୀ । ଘରୋଇ ବସ୍ ଚଳାଚଳ ବନ୍ଦ ନେଇ ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଂଘ । ଡ୍ରାଇଭର ସଂଘର ଆନ୍ଦୋଳନ ଦୃଷ୍ଟିରୁ ଚେତାବଦୀ ଦିଆଯାଇଛି । ସଂଧ୍ୟା ସୁଦ୍ଧା ରାସ୍ତା କ୍ଲିୟର ନହେଲେ...

ଭାଇରସ୍ ଭୟ, ୧୧ ଦିନ ସ୍କୁଲ ଛୁଟି

ପୁଡୁଚେରୀରେ ୧୧ ଦିନ ସ୍କୁଲ ଛୁଟି । H3N2 ଭାଇରସ ସଙ୍କ୍ରମଣ ସ୍ଥିତିକୁ ନେଇ ଆସନ୍ତାକାଲିଠାରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ପୁଡୁଚେରୀ ଶିକ୍ଷାମନ୍ତ୍ରୀ । ତେବେ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ...

ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି , ଠେଲାପେଲା

ଶ୍ରୀମନ୍ଦିର ପଶ୍ଚିମଦ୍ୱାର ବ୍ୟାରିକେଡ ଭିତରେ ଠେଲାପେଲା । ଭକ୍ତ ଆହତ । ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆଜି ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା । ସବୁଦିନ ଭଳି ପୂର୍ବ ଏବଂ ପଶ୍ଚିମ ଉଭୟ ଦ୍ୱାରରେ ଭକ୍ତମାନେ ପ୍ରବେଶ କରୁଛନ୍ତି...

ବଢିବ ବିଧାୟକଙ୍କ ଦରମା

ରାଜ୍ୟରେ ବଢିପାରେ ବିଧାୟକଙ୍କ ଦରମା । ବିଧାନସଭାରେ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଥିଲା । ଦରମା ବୃଦ୍ଧି ପାଇଁ ଦାବି କରିଛନ୍ତି ବହୁ ଦଳର ବିଧାୟକ । ଗୃହର ଉଦବେଗକୁ ଦୃଷ୍ଟିରେ ରଖି...

ଯୁବପିଢିଙ୍କୁ ସଚେତନ କଲେ ଡିସିପି

ବିପଦଜ୍ଜନକ ରିଲ୍ସ କରୁଥିଲେ ସାବଧାନ୍ । ନିଜକୁ କିମ୍ବା ଅନ୍ୟକୁ ବିପଦରେ ପକାଇଲା ଭଳି ରିଲ୍ସ ନକରିବାକୁ ଓଡିଶା ପୋଲିସ ଟୁଇଟ୍ ଜରିଆରେ ତାଗିଦ୍ କରିଛି । ଏପରିକି ସୋସିଆଲ ମିଡିଆର ଅପବିିନିଯୋଗ କରିଲା ଭଳି ଭିଡିଓ ସେୟାର ନକରିବାକୁ...

ବିଧାନସଭାରେ ଜଙ୍ଗଲ ନିଆଁ ତାତି

ବିଧାନସଭାରେ ଉଠିଲା ଜଙ୍ଗଲ ନିଆଁ ପ୍ରସଙ୍ଗ । ପ୍ରଶ୍ନ କାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ଏବଂ ବିଜେପି ବିଧାୟକ । ଜଙ୍ଗଲ ଜଳୁଥିବାବେଳେ କଣ ପଦକ୍ଷେପ ନିଆଯାଉଛି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ବିଜେପି...

ଅଳିଆ ଜାଳିଲେ ୧୦ ହଜାର ଫାଇନ୍

ଆକ୍ସନ ମୋଡରେ ବିଏମସି । ଏଣିକି ରାଜଧାନୀର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ଜାଳିଲେ ପଡିବ ଫାଇନ୍ । ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ । ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଓ ତାପମାତ୍ରା ବଢୁଥିବାରୁ ବିଏମସି ଏଭଳି...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...