କ୍ଷୀର ବଦଳରେ ରୋଷେଇରେ ମିଶିଗଲା ଫିନାଇଲ
କ୍ଷୀର ବଦଳରେ ରୋଷେଇରେ ମିଶିଗଲା ଫିନାଇଲ । ଏକ ଘରୋଇ କଲେଜର ଛାତ୍ରଛାତ୍ରୀ ଫିନାଇଲ ମିଶା ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେବା ପରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତ କରାଯାଇଛି । ବାଲେଶ୍ବର ଜିଲ୍ଲା ରୁପସା ସ୍ଥିତ ଏକ...
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଜମ୍ମୁ କାଶ୍ମୀରର ଗୁରେଜ ସେକ୍ଟର ବରାଉମ ଅଞ୍ଚଳରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ‘ଚିତା’ ନାମକ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିବା ପରେ ବରଫାବୃତ୍ତ ଦୁର୍ଘଟଣାସ୍ଥଳକୁ ସର୍ଚ୍ଚ ଅପରେସନ ଟିମକୁ ପଠାଯାଇଛି । ତେବେ...
୫ରୁ ୧୨ ବର୍ଷର ଶିଶୁ ନେବେ ଟିକା
୫ରୁ ୧୨ ବର୍ଷର ଶିଶୁଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଲା କୋର୍ବେଭାକ୍ସ ଟିକା । ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡିଛି କୋର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋଲୋଜିକାଲି -ଇ । ଟିକାର ଜରୁରୀକାଳିନ...
ଦେଶ ଛାଡିଲେ ପୂର୍ବତନ ୟୁକ୍ରେନ ସୁନ୍ଦରୀ
ଦେଶ ଛାଡିଲେ ପୂର୍ବତନ ୟୁକ୍ରେନ ସୁନ୍ଦରୀ ଭେରୋନିକା ଡିଡୁସେନକୋ । ନିଜର ୭ ବର୍ଷର ପୁଅକୁ ଧରି କିଭ ଛାଡିଛନ୍ତି ଭେରୋନିକା ।
ଭେରୋନିକା ୨୦୧୮ରେ ୟୁକ୍ରେନ ସୁନ୍ଦରୀର ମୁକୁଟ ପିନ୍ଧିଥିଲେ । ଭେରୋନିକା କହିଛନ୍ତି, ‘ସେ...
ସୋଆରେ ଆନ୍ତର୍ଜାତିକ ମହିଳା ଦିବସ
ଚଳିତବର୍ଷ ଆନ୍ତର୍ଜାତିକ ମହିଳା ଦିବସର ପ୍ରସଙ୍ଗ ରହିଛି ଲିଙ୍ଗଗତ ସମାନତା, ଆଜି ଓ ଆଗାମୀ କାଲି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଯୋଗଦେଇ ଅତିଥିମାନେ ଲିଙ୍ଗଗତ ସମାନତା...
ମାର୍ଚ୍ଚ 13 ପରେ ଓଡିଶାର ଦିନ ତାପମାତ୍ରା ବଢିବ
ଆରବ ସାଗର ଆଡି ପୂର୍ବ ଭାରତ ଆଡକୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବା ଯୋଗୁ ଓ ଏକ ଅପର ଏୟାର ଟ୍ରଫ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ଥିବାରୁ ମାର୍ଚ୍ଚ 13ରୁ ଓଡିଶାରେ ଦିନ ତାପମାତ୍ରା...
ସଶକ୍ତ ପାଇଁ ମହିଳା ନିଜେ ସଚେତନ ହୁଅନ୍ତୁ
କିଟ ଓ କିସ୍ ପକ୍ଷରୁ ସୋମବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷର ବିଷୟବସ୍ତୁ ସ୍ଥାୟୀ ଭବିଷ୍ୟତ ପାଇଁ ଆଜିର ଲିଙ୍ଗଗତ ସମାନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ କିଟ୍ ଓ କିସ୍...
12 ହଜାର ଋଷୀୟ ସୈନ୍ୟଙ୍କୁ ମାରିଛୁ
12 ହଜାର ଋଷୀୟ ସୈନ୍ୟଙ୍କୁ ମାରିଛୁ । 303ଟି ଟ୍ୟାଙ୍କକୁ ଧ୍ବଂସ କରିଛୁ । 48ଟି ଲଢୁଆ ବିମାନକୁ ଖସାଇଛୁ । 80ଟି ଲଢୁଆ ହେଲିକପ୍ଟରକୁ ଧ୍ବଂସ କରିଛୁ ।
ଋଷୀୟ ସୈନ୍ୟଙ୍କୁ ସହରର ପ୍ରତି ଗଳିକନ୍ଦିରେ ୟୁକ୍ରେନ ସୈନ୍ୟ କଡା...
ଶ୍ରୁତି ମହାପାତ୍ରଙ୍କୁ ନାରୀଶକ୍ତି ପୁରସ୍କାର
ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ପ୍ରଦାନ କରାଗଲା ନାରୀଶକ୍ତି ପୁରସ୍କାର । ଦେଶର ବିଭିନ୍ନ ଭାଗରେ ମହିଳାଙ୍କ ପାଇଁ କାର୍ଯ୍ୟ କରୁଥିବା 23 ଜଣ ଶ୍ରେଷ୍ଠ ମହିଳାଙ୍କୁ ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି...
ଋଷ-ୟୁକ୍ରେନ ଯୁଦ୍ଧ ଅପଡେଟ୍
ୟୁକ୍ରେନର ଚାରୋଟି ସହର କିଭ୍, ଖାରକିଭ୍, ସୁମି ଓ ମାରୁପୋଲରେ ଋଷିଆ ସାମୟିକ ଯୁଦ୍ଧ ବିରତି ଘୋଷଣା କରିଛି । ଯୁଦ୍ଧରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଯିବା ଏହି ଚାରୋଟି ସହରରୁ ସାଧାରଣ ନାଗରିକ ଓ ବିଦେଶୀ ନାଗରିକଙ୍କୁ ଖାଲି କରିବା...
















