ଫାଇଜର ବଟିକାକୁ ଅନୁମୋଦନ
କୋଭିଡ ଆକ୍ରାନ୍ତଙ୍କ ଚିିକିତ୍ସା ପାଇଁ ଫାଇଜର ପ୍ରସ୍ତୁତ ବଟିକାକୁ ଆମେରିକାର ଜରୁରୀକାଳୀନ ଅନୁମୋଦନ । ଅଧିକ ସଙ୍କ୍ରମିତ ଆଶଙ୍କା ଥିବା ୧୨ ବର୍ଷରୁ ଅଧିକ ବୟସ ବର୍ଗର ବ୍ୟକ୍ତିଙ୍କୁ ଏହି ବଟିକା ଦିଆଯିବ । ପ୍ରଥମ ବଟିକାର ୫ଦିନ ପରେ...
ଏହି ୫ ଲକ୍ଷଣ ଦେଖିଲେ ହୋଇଯାଆନ୍ତୁ ସତର୍କ
୯୦ଟି ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି ଓମିକ୍ରନ । ଡେଲ୍ଟା ତୁଳନାରେ ଏହି ଭାରିଆଣ୍ଟର ଶକ୍ତି କମ । କିନ୍ତୁ ଦ୍ରୁତ ଗତିରେ ଓମିକ୍ରନ ବ୍ୟାପୁଥିବାରୁ ଏବେ ଚିନ୍ତା ବଢିଯାଇଛି । ଡେଲ୍ଟା ଭାଇରସ ସଙ୍କ୍ରମଣବେଳେ ସଙ୍କ୍ରମିତଙ୍କ ପାଖରେ...
୨୧୩କୁ ଓମିକ୍ରନ ବୃଦ୍ଧି
ଭାରତରେ କାୟା ବିସ୍ତାର କଲାଣି ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ରେ ଛୁଇଁଛି । ୧୫ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳରେ ବ୍ୟାପି ଚାଲିଛି ଓମିକ୍ରନ । ଦିଲ୍ଲୀରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୫୭...
ରସିକିଆ ଟ୍ୟୁସନ ସାର୍ ଅଟକ, ଦୁଇ ଛାତ୍ରୀ ଉଦ୍ଧାର
ସମ୍ବଲପୁରରୁ ଧରାପଡିଲେ ୨ ଛାତ୍ରୀଙ୍କୁ ଧରି ପଳେଇଥିବା ରସିକିଆ ଟ୍ୟୁସନ ସାର । ଭୁବନେଶ୍ୱରରୁ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ପଳାଇଥିବା ସାରଙ୍କୁ ସମ୍ବଲପୁରରୁ ଗିରଫ କରିଛି ପୋଲିସ । ଅଇଁଠାପାଲି ଅଞ୍ଚଳରେ ଅଭିଯୁକ୍ତ ଜଣକ ଥିବା ଖବର ପାଇଥିଲା...
ପଜିଟିଭ୍ ଚିହ୍ନଟ ପରେ ବନ୍ଦ କଲା ବିଏମସି
କୋଭିଡ ସଂକ୍ରମଣ ବ୍ୟାପିଥିବାରୁ ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳରେ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପ୍ଲଟ ନମ୍ବର 1303 ଓ 1304 ରେ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ...
୨୦ ୟୁଟ୍ୟୁବ୍ ଚ୍ୟାନେଲ, ୨ଟି ୱେବସାଇଟ୍ ବ୍ଲକ
୨୦ ୟୁଟ୍ୟୁବ୍ ଚ୍ୟାନେଲ ଓ ୨ଟି ୱେବସାଇଟକୁ ବ୍ଲକ କଲେ କେନ୍ଦ୍ର ସରକାର । ଫେକ୍ ନ୍ୟୁଜ୍ ଓ ଦେଶ ବିରୋଧୀ ଖବର ପ୍ରସାରଣ କରୁଥିବାରୁ ଚ୍ୟାନେଲ ବ୍ଲକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ...
ଦୁଇ ଛାତ୍ରୀଙ୍କୁ ଧରି ଟ୍ୟୁସନ ସାର ଛୁ
ଗୁରୁ ନାଁରେ କଳଙ୍କ । ଦୁଇ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍ ଗୋପାଳ କୃଷ୍ଣ ବାଡତିଆ ଛୁ । ଭୁବନେଶ୍ୱର ବଡଗଡ ଅଞ୍ଚଳରୁ ଆସିଛି ଅଭିଯୋଗ । ବଡଗଡ ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି...
୫ଦିନ ଘଟଗାଁ ତାରିଣୀ ଦର୍ଶନ ବନ୍ଦ
ସମ୍ଭାବ୍ୟ ଭିଡ ଆଶଙ୍କାରେ ଘଟଗାଁ ତାରିଣୀ ମନ୍ଦିରରେ କଟକଣା । ଡିସେମ୍ବର ୨୫, ୨୬, ୩୧ , ଜାନୁଆରୀ ୧ ଓ ୨ରେ ଦର୍ଶନ ବନ୍ଦ । ୫ଦିନ ମନ୍ଦିର ବନ୍ଦ ହେବା ନେଇ ଟ୍ରଷ୍ଟ ବୋର୍ଡ ସଭାପତିଙ୍କ ସୂଚନା...
ଭୋଟର ପରିଚୟପତ୍ର ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ
ଭୋଟର ପରିଚୟପତ୍ର ସହ ଆଧାର କାର୍ଡ ଲିଙ୍କ୍ ହେବ । ଲୋକସଭାରେ ଏ ସଂପର୍କିତ ନିର୍ବାଚନ ସଂଶୋଧନ ଆଇନ ପାରିତ ହୋଇଛି । ସଂଶୋଧିତ ବ୍ୟବସ୍ଥା ଅନୁସାରେ ଭୋଟର ପରିଚୟପତ୍ର ପଞ୍ଜିକରଣ ପାଇଁ ଆଧାରକାର୍ଡ ନମ୍ବର ବାଧ୍ୟତାମୂଳକ କରାଯାଇଛି ।...
ଉଦଘାଟିତ ହେଲା ରାଜ୍ୟର ଦୀର୍ଘତମ ସେତୁ
ବଡମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ବରକୁ ସଂଯୋଗ କରୁଥିବା ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହାଦ୍ବାରା ବଡମ୍ବାରୁ ବାଙ୍କୀ ବୈଦେଶ୍ବରର ଦୂରତ୍ବ ୪୫ କିଲୋମିଟର ହ୍ରାସ ପାଇବ । ୩.୪ କିଲୋମିଟର...
















