ବାପପୁଅଙ୍କ ନାଁରେ ଏତଲା
ମାନବବାଦୀ ସଂଗଠନ ଏବଂ ତଥାକଥିତ ଗୁରୁଜୀ ନାଁରେ ନିଜକୁ ପରିଚିତ କରାଇ ଚର୍ଚ୍ଚାକୁ ଆସିଥିବା ଆଡଭୋକେଟ ମାନସ ଦାସଙ୍କ ନାଁରେ ଆଉ ଏକ ଏତଲା ରୁଜୁ ହୋଇଛି । ଖୋର୍ଦ୍ଧା ସଦର ଥାନାରେ ମାନସ ଓ ତାଙ୍କ ପୁଅ ମନୋରଂଜନଙ୍କ...
ଶନିବାର,ରବିବାର ଖୋଲିବ କି ଶ୍ରୀମନ୍ଦିର
ସେପ୍ଟେମ୍ବର ଗାଇଡଲାଇନରେ ସପ୍ତାହାନ୍ତ ସଟଡାଉନ ଉଠିବା ପରେ ଏବେ ଶନିବାର ଓ ରବିବାର ଦିନ ଶ୍ରୀମନ୍ଦିର ଖୋଲିବ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଆସନ୍ତା ସପ୍ତାହରେ ଶ୍ରୀମନ୍ଦିର ପ୍ରଶାସନ ଏ ସଂପର୍କରେ ନିଷ୍ପତ୍ତି ନେବ ବୋଲି କୁହାଯ଼ାଇଛି...
ପୁଣି ବଢିଲା ଗ୍ୟାସ ଦର
ପେଟ୍ରୋଲ କମ୍ପାନୀ ରୋଷେଇ ଗ୍ୟାସ ଏଲପିଜିର ଦାମ୍ ବୃଦ୍ଧି କରିଛନ୍ତି । ସାରା ଦେଶରେ ସବସିଡି ନଥିବା ଘରୋଇ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁସାରେ, ଦିଲ୍ଲୀରେ ଏବେ...
ଜେରା ହେବେ ବିଦ୍ୟା ଭାରତୀ
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କର ରହସ୍ୟଜନକ ମୃତ୍ୟୁ ମାମଲାରେ ଜେରା ହେବେ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା । କ୍ରାଇମବ୍ରାଞ୍ଜ ଏଡିଜି ଏନେଇ ସୂଚନା ଦେଇଛନ୍ତି । କେବଳ ବିଦ୍ୟା ଭାରତୀ ନୁହଁନ୍ତି, ସୌମ୍ୟ ରଞ୍ଜନଙ୍କ...
ସରକାର ବାଛନ୍ତୁ କିଏ ନକଲି ?
ଓ୍ବେବଚ୍ୟାନେଲକୁ ଅପବ୍ୟବହାର କରୁଛନ୍ତି ଅପରାଧୀ । ସାମ୍ବାଦିକ କହି ଅପରାଧ ରଚାଉଛନ୍ତି । ମାତ୍ର ସାମ୍ବାଦିକ ନାଁରେ ଅପରାଧୀଙ୍କ ଏଭଳି କାର୍ଯ୍ୟ ଏବେ ଅସଲି ସାମ୍ବାଦିକଙ୍କ ପାଇଁ ସମସ୍ୟା ସୃଷ୍ଟି କଲାଣି । ତେଣୁ ସାମ୍ବାଦିକ ବୃତ୍ତିରୁ ନକଲି ସାମ୍ବାଦିକଙ୍କୁ...
ଆସିଲା ସେପ୍ଟେମ୍ବର ଗାଇଡ୍ ଲାଇନ
ଉଠିଲା ସପ୍ତାହାନ୍ତ ସଟଡାଉନ୍ । ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ ଜାରି କରିଥିବା ଗାଇଡଲାଇନରେ ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଉଠାଇ ଦେଇଛନ୍ତି । ତେବେ ସାରା ରାଜ୍ୟରେ ପୌରାଞ୍ଚଳରେ ରାତି ଦଶଟାରୁ ସକାଳ ପାଞ୍ଚଟା ଯାଏଁ ରାତ୍ରକାଳୀନ...
ମାନସଙ୍କ ଗିରଫ ଦାବିରେ ଗର୍ଜିଲା ଆଦିବାସୀ ସଂଘ
ମାନସ ଦାସ ଇସାରରେ କିଛି ଲୋକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିବା ପରେ ଏବେ ଗିରଫ ପାଇଁ ଦାବି ହେଉଛି । ଖୋର୍ଦ୍ଧା ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ୧୧ଟି ଆଦିବାସୀ ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି।...
ଡେମୋ ଦେଖାଇବେ ଏଟିଏମ ଲୁଟେରା
ଭୁବନେଶ୍ୱର ବଢେଇବାଙ୍କ ଛକ ଏସବିଆଇ ଏଟିଏମ ଲୁଟ୍ ଉଦ୍ୟମ ଘଟଣା । ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଗିରଫ କଲା ଲିଙ୍ଗରାଜ ଥାନା ପୋଲିସ । ସ୍ପେଶାଲ ସ୍କ୍ୱାର୍ଡ ଭୁବନେଶ୍ୱର ବଢେଇବାଙ୍କ ଛକ ନିକଟରେ ଥିବା ଏସବିଆଇ ଏଟିଏମ...
ହାଇଜମ୍ପରେ ନିଷାଦ ଆଣିଲେ ରୌପ୍ୟ
ପାରା ଅଲିମ୍ପିକ୍ସରେ ଭାବିନା ପଟେଲଙ୍କ ପରେ ନିଷାଦ ହାସଲ କରିଛନ୍ତି ରୌପ୍ୟ ପଦକ । ହାଇଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ପାଇଛନ୍ତି । ଏହାକୁ ମିଶାଇ ଚୋକିଓ ପାରାଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା 2କୁ ବୃଦ୍ଧି ପାଇଛି ।...
ମାନବବାଦ ଗୁରୁଜୀଙ୍କ ପଲିଟିକାଲ୍ ଲିଙ୍କ୍
ବୋଲଗଡ ବାପପୁଅଙ୍କୁ କିଛି ଯୁବକ ଅମାନୁଷିକ ଭାବେ ମାଡ ମାରିବା ଭିଡିଓ ଭାଇରାଲ ହେବା ପରେ ଖୋଲୁଛି ମାନବବାଦ ସଂଗଠନର ସୁପ୍ରିମୋଙ୍କ ପଲିଟିକାଲ୍ ଲିଙ୍କ । କିଛି ଯୁବକଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣର ଶୀକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ସିଧାସଳଖ...
















