ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ
ପୁରୀ ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ତରଫରୁ ୧୩ ତମ ବାର୍ଷିକ ଉତ୍ସବ ସହିତ ମହାବିଶୁବ ସଂକ୍ରାନ୍ତି ପରମ୍ପରା ଅନୁଯାୟୀ ପାଳନ କରାଯାଇଛି |ଏହି ପବିତ୍ର ପଣା...
4 ଜିଲ୍ଲାରେ ଭୂକମ୍ପ ଝଟକା
ଚାରି ଜିଲ୍ଲାରେ ମୃଦୁ ଭୂକମ୍ପ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ 11ଟା 19 ମିନିଟରେ ଗଞ୍ଜାମ, ନୟାଗଡ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା ।...
ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ
ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଅଫିସରମାନଙ୍କୁ ତାଲିମ ନେବା ପାଇଁ ନୂଆଦିଲ୍ଲୀ ପଠାଇବାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ପଞ୍ଜାବ...
ଏଥର ସ୍ୱାଭାବିକ ମୌସୁମୀ
ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ସ୍ୱାଭାବିକ ମୌସୁମୀ ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଲଙ୍ଗ୍ ପିରିୟଡ ଆଭରେଜ୍ର ୯୬ ପ୍ରତିଶତ ବର୍ଷା...
ଜଳିଲା ୫ ଜୁଇ
କଟକ କାଳିଆବୋଦା ଶ୍ମଶାନରେ ଜଳିଛି ଗୋଟିଏ ପରିବାରର ୫ଟି ଜୁଇ । ଗତକାଲି ସଇତାନ ସାନଭାଇ କ୍ରୋଧରେ ପ୍ରାଣ ହରାଇଥିଲେ ବଡ ଭାଇର ପରିବାର । ଜମିଜମା କଳହକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା...
କାଲି ୯ ଜିଲ୍ଲାରେ ଝଡବର୍ଷା ସମ୍ଭାବନା
ବଜ୍ରପାତ ସହ ଝଡବର୍ଷା ନେଇ କାଲି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର , ନୂଆପଡା, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଚ ଜିଲ୍ଲାକୁ ସତର୍କ ସୂଚନା । ୟେଲୋ ୱାର୍ଣ୍ଣିଂ...
କେନ୍ଦ୍ରମନ୍ତ୍ରୀଙ୍କ ବୈଠକକୁ ଜିଲ୍ଲାପାଳଙ୍କ ‘ଫୁ’
କେନ୍ଦ୍ରମନ୍ତ୍ରୀ ମିଟିଂ ଡାକିଲେ । ଅଥଚ ଜିଲ୍ଲାପାଳ ଆସିଲେନି । ବଡ ଅଜବ ଶାସନ ବ୍ୟବସ୍ଥା ଆମର । କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବାକୁ କୋରାପୁଟ ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ । ମାତ୍ର ସମୀକ୍ଷା ବୈଠକକୁ ଆସିଲେନି...
ପୁଣି ଚିନ୍ତା ବଢାଇଲାଣି କରୋନା, ରାଜ୍ୟ ସରକାରଙ୍କୁ ଚିଠି
ପୁଣି ଚିନ୍ତା ବଢାଇଲାଣି କରୋନା । ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା ସମେତ 5ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବା ଆରମ୍ଭ କଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ...
ଶାନ୍ତି ନଫେରିବା ଯାଏ ୧୪୪ ଧାରା ଜାରି ରହିବ
କେନ୍ଦୁଝରରେ ଇଣ୍ଟରନେଟ ସେବା ବନ୍ଦ । ଯୋଡାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣା ପରେ କାଲି ରାତି ୧୨ଟାରୁ ଜିଲ୍ଲାର ସମସ୍ତ ଇଣ୍ଟରନେଟ ସେବା ବନ୍ଦ ରହିଛି । ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି ।...
ମୃତ୍ୟୁ ଫାଶରେ ଝୁଲି ରହିଛି ୪୮ ଜୀବନ
ଝାଡଖଣ୍ଡ ଦେବଘରରେ ଅଘଟଣ । ଏଠାରେ ତ୍ରିକୁଟ ପାହାଡ ଶିଖରରେ ଥିବା ରୋପୱେରେ କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ପର୍ଯ୍ୟଟକ ଟ୍ରଲିରେ ଫସିରହିଛନ୍ତି । ଏହି...

















