ଶାଳୀକୁ ଦୁଷ୍କର୍ମ କରି ପୂର୍ବତନ ସରପଞ୍ଚ ଭିଣୋଇ ଗିରଫ
ସ୍ତ୍ରୀ ଦେହ ଖରାପ ହେଲା ବୋଲି ସମ୍ପର୍କୀୟ ଶାଳୀକୁ ସେବା କରିବା ପାଇଁ ଘରକୁ ଆଣିଥିଲେ ଭିଣୋଇ I ଶାଳୀ ସେବାରେ ସ୍ତ୍ରୀ ଦେହ ଭଲ ହୋଇଗଲା I କିନ୍ତୁ ଭିଣୋଇଙ୍କ ନଜର ପଡିଗଲା ନାବାଳିକା ଶାଳୀର ଦେହ ଉପରେ...
ପୂର୍ବ ଓ ପଶ୍ଚିମ ଦ୍ବାର ଦେଇ କାଳିଆ ଦର୍ଶନ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ନୂଆ ବ୍ୟବସ୍ଥା । ଆସନ୍ତା 29 ତାରିଖରୁ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ । ଭକ୍ତମାନେ ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ...
୨ବର୍ଷ ବୟସରେ ଚିତ୍ରକଳାର ଯାଦୁ
ଆନଭି ଅଗ୍ରୱାଲ । ବୟସ ମାତ୍ର ୨ ବର୍ଷ ୫ ମାସ । ହେଲେ କୁନି ବୟସରୁ ଚିତ୍ରକଳା ପ୍ରତି ତାଙ୍କର ରହିଛି ରୁଚି । ଏଯାଏଁ ୩୭ଟି ଶୈଳିରେ ଆଙ୍କିଲେଣି ୭୨ ଟି ପେଣ୍ଟିଂ । ନିଜ ପେଣ୍ଟିଂ...
ରାଜଧାନୀରୁ କଟୁରୀ ଗ୍ୟାଙ୍ଗ ଗିରଫ
ରାଜଧାନୀରୁ କଟୁରୀ ଗ୍ୟାଙ୍ଗ ଗିରଫ । ୫ଜଣ ଲୁଟେରାକୁ କାବୁ କଲା ଖଣ୍ଡଗୀରି ଥାନା ପୋଲିସ । ସେମାନଙ୍କ ଠାରୁ ୩୩ ହଜାର ଟଙ୍କା ଏବଂ ୫ଟି ବାଇକ୍ ଜବତ କରିଛି ପୋଲିସ । ଏହାସହିତ ମାରଣାସ୍ତ୍ର ଜବତ କରାଯାଇଛି...
ଅଧିକ ସଙ୍କ୍ରମିତ ହେଲେଣି ଶିଶୁ , ଏହି ୭ ଲକ୍ଷଣ ଦେଖାଦେଲେ ତୁରନ୍ତ କରାନ୍ତୁ ଚିକିତ୍ସା
ପୁଣି ଉପରମୁହାଁ ହେବାରେ ଲାଗିଛି କରୋନା ସଙ୍କ୍ରମଣ । ଭାରତରେ ବଢୁଥିବା କରୋନାର ନୂଆ ଏକ୍ସଇ ଭାରିଆଣ୍ଟ କୁ ନେଇ ଏବେ ସମସ୍ତେ ଚିନ୍ତାରେ । ଭାରତରେ ଗତ ୨୪ ଘଣ୍ଟାରେ ୨ ହଜାରରୁ ଅଧିକ କରୋନା ସଙ୍କ୍ରମିତ ଚିହ୍ନଟ...
ଝଡବର୍ଷା ପାଇଁ ୧୨ ଜିଲ୍ଲାକୁ ୱାର୍ଣ୍ଣିଂ
ଉତ୍ତରପୂର୍ବ ମଧ୍ୟପ୍ରଦେଶ ଓ ସମୀପବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ଝଡବର୍ଷା ସମ୍ଭାବନା ରହିଛି । ଘଡଘଡି ସହ ଝଡବର୍ଷା ନେଇ ରାଜ୍ୟର ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...
ଭୁବନେଶ୍ୱରରେ ବସ୍ କୁ ୨ ଲକ୍ଷ ୩୩ ହଜାର ଫାଇନ୍
ଜୋରସୋରରେ ଚାଲିଛି ସ୍କୁଲ ବସ୍, ଅଟୋ ଚେକିଂ । ଆଜି ଭୁବନେଶ୍ୱରରେ ଏକ ସ୍କୁଲ ବସକୁ ୨ ଲକ୍ଷ ୩୩ ହଜାର ଟଙ୍କାର ଜରିମାନା କରିଛି ପରିବହନ ବିଭାଗ । ଭୁବନେଶ୍ୱର ଡମଣା ଛକ ନିକଟରେ ଯାଞ୍ଚ ବେଳେ...
ଦେଶର ଶ୍ରେଷ୍ଠ ହସ୍ପିଟାଲ୍ ତାଲିକାରେ କିମ୍ସ
ଦେଶର ଶ୍ରେଷ୍ଠ ହସ୍ପିଟାଲ୍ ମଧ୍ୟରେ କିମ୍ସ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛି। ନିକଟରେ ବହୁଳ ପ୍ରସାରିତ ଇଂରାଜୀ ପତ୍ରିକା ଆଉଟ୍ଲୁକ୍ ଓ ଏନ୍ଇବି ରିସର୍ଚ୍ଚ ଦ୍ୱାରା ଦେଶର ବିଭିନ୍ନ ଖ୍ୟାତି ସମ୍ପନ୍ନ ହସପିଟାଲକୁ ନେଇ ଏକ ରାଙ୍କିଙ୍ଗ ପ୍ରସ୍ତୁତ...
ବଦଳିବ କଟକ ଚଣ୍ଡି ମନ୍ଦିରର ରୂପରେଖ
କଟକରେ ୫ଟି ସଚିବ ଭିକେ ପାଣ୍ଡିଆନ୍ । କଟକ ଚଣ୍ଡି ମନ୍ଦିରରେ ମା’ଙ୍କୁ ଦର୍ଶନ କରିଛନ୍ତି । ଏଥିସହିତ ମନ୍ଦିରର ଉନ୍ନୟନମୂଳକ କାମ ନେଇ ଅନୁଧ୍ୟାନ କରିଛନ୍ତି । ମନ୍ଦିରର ସମସ୍ତ ସମସ୍ୟା ସମ୍ପର୍କରେ ୫ଟି ସଚିବ ଆଲୋଚନା କରିବା...
ତାତିରେ ରେକର୍ଡ କଲା ଏହି ଜିଲ୍ଲା
ଚଳିତବର୍ଷ ତାପମାତ୍ରାରେ ରେକର୍ଡ କଲା ସୋନପୁର । ଆଜି ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ । ଏ ବର୍ଷ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ସୋନପୁରର ରେକର୍ଡ ।

















