ଶାହାବାଜ ହେବେ ପ୍ରଧାନମନ୍ତ୍ରୀ!
ଇମ୍ରାନଙ୍କୁ ହଟାଯିବା ପରେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ହୋଇପାରନ୍ତି । ଆସନ୍ତାକାଲି ଭୋଟିଂ ହେବ । ଏହାପୂର୍ବରୁ ଇମ୍ରାନଙ୍କୁ ବଡ ବାର୍ତ୍ତା ଦେଇଛନ୍ତି ଶାହାବାଜ । ଆମେ କାହାରିଠାରୁ ପ୍ରତିଶୋଧ ନେବୁ ନାହିଁ । କାହା ପ୍ରତି...
ମହାନଗରର ଡେପୁଟୀ ମେୟର ହେଲେ ମଂଜୁଲତା
ମହାନଗର ନିଗମ ଭୁବନେଶ୍ବରର ଡେପୁଟୀ ମେୟର ହେଲେ ମଂଜୁଲତା କହଁର । ବିଜେଡି ପ୍ରାର୍ଥୀ ଭାବେ 22 ନମ୍ବର ଓ୍ବାର୍ଡର ବିଜେଡି କର୍ପୋରେଟର ମଂଜୁଲତା ନାମାଙ୍କନ ଦାଖଲ କରିଛନ୍ତି । ମୋଟ 67 କର୍ପୋରେଟରଙ୍କ ମଧ୍ୟରୁ ବିଜେଡିର 48, ବିଜେପିର...
ସାମ୍ବାଦିକଙ୍କୁ ବେଡି : ବଦଳିଲେ ଆଇଆଇସି
ମହଙ୍ଗା ପଡିଲା ସାମ୍ବାଦିକଙ୍କ ଗୋଡରେ ପେଡି ବାନ୍ଧିବା । ନୀଳଗିରିର ସାମ୍ବାଦିକ ଆଲୋକଙ୍କ ଗୋଡରେ ବେଡି ପକାଯିବା ଘଟଣା । ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସଙ୍କୁ ବଦଳି । ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ...
ରେଲୱେ ଷ୍ଟେସନ ଉପରେ ମିସାଇଲ ଆଟାକ୍, ୩୦ ମୃତ
ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ନେବାରେ ଲାଗିଛି । ୪୪ ଦିନରେ ପହଁଞ୍ଚିଛି ଯୁଦ୍ଧ । ଆଜି ୟୁକ୍ରେନର ପୂର୍ବ ସହର କ୍ରାମାଟୋସ୍କରେ ଥିବା ଏକ ରେଲୱେ ଷ୍ଟେସନ ଉପରେ ମିସାଇଲ ଆଟାକ୍ କରିଛି ରୁଷ । ଏଥିରେ...
ଲେମ୍ବୁ ଗୋଟାକ ୧୦ ଟଙ୍କା!
ସାଧାରଣତଃ ଖରାଦିନେ ଲେମ୍ବୁର ଚାହିଦା ଅଧିକ ଥାଏ । କିନ୍ତୁ ଏବେ ଲେମ୍ବୁର ଦାମ୍ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । କଟକ ଛତ୍ର ବଜାର ପରିବା ହାଟରେ ଗୋଟିଏ ଲେମ୍ବୁର ଦାମ ରହିଛି ୧୦ ଟଙ୍କା । ଲେମ୍ବୁର...
ଚର୍ଚ୍ଚାରେ ପୁଟିନଙ୍କ ଦୁଇ ଝିଅ
୪୩ ଦିନରେ ପହଁଞ୍ଚିଛି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ରୁଷ ରାଷ୍ଟ୍ରପତି ଲଗାତାର ୟୁକ୍ରେନର ଅଲଗା ଅଲଗା ସହରକୁ ଆକ୍ରମଣ କରୁଛନ୍ତି । ଯୁଦ୍ଧର ବିଭୀଷିକା ମଧ୍ୟରେ ପୁଟିନଙ୍କ ଦୁଇ ଝିଅକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଟିନଙ୍କ...
ଜଣେ ବିଧାୟକ ପିସିସି ସଭାପତି ହୁଅନ୍ତୁ
ଜଣେ ବିଧାୟକ ପିସିସି ସଭାପତି ହୁଅନ୍ତୁ । ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ କାଢି ନୂଆ ସଭାପତି ନିଯୁକ୍ତି କରିବାକୁ ଦାବି କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଏହା ହେଲେ ଦଳ ଓ ସଙ୍ଗଠନ ସୁଦୃଢ...
ମହୁମାଛି ଆକ୍ରମଣରେ ୧୦ ଗୁରୁତ୍ତର
ମହୁମାଛି ଆକ୍ରମଣରେ ଅଙ୍ଗନବାଡି କେନ୍ଦ୍ରରେ ୧୦ ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ବୌଦ୍ଧ କଣ୍ଟାମାଳ ବ୍ଲକ ଦବଲା ପଞ୍ଜାୟତର ବଉଳସିଂହାରେ ଏହି ଅଘଟଣ ଘଟିଛି । ୮ ଶିଶୁଙ୍କ ସମେତ ଅଙ୍ଗନବାଡିର ୱାର୍କର ଏବଂ ହେଲଫର ମହୁମାଛି ଆକ୍ରମଣରେ...
ଭିଲିଆନଙ୍କ ଗାଲରେ ଶକ୍ତ ଚାପୁଡା ଦେଲେ ନିର୍ଦ୍ଦେଶକ
ସୁଟିଂ ସେଟରେ ଭିଲିୟାନଙ୍କ ଗାଲରେ ଶକ୍ତ ଚାପୁଡା । ସିନେମାର ହିରୋ ନୁହେଁ, ଖୋଦ ନିର୍ଦ୍ଦେଶକ ଏମିତି ଶକ୍ତ ଚାପୁଡା ମାରିଛନ୍ତି । ଏମିତି ଦୃଶ୍ୟ ଦେଖି ସମସ୍ତେ ତାଜୁବ୍ । ହଠାତ୍ କଣ ହେଲା ଯେ, ନିର୍ଦ୍ଦେଶକ ଏମିତି...
ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପରେ ଉତ୍ତେଜନା
ଫୁଲବାଣୀ : (ନିବେଦିତା ଖାଡଙ୍ଗା)
ଜଣେ ବିଚାରାଧୀନ କଏଦୀର ମୃତ୍ୟୁକୁ ନେଇ ଉତ୍ତେଜନା । ଥାନା ଆଗରେ ମୃତ ଦେହ ରଖି ଗ୍ରାମଵାସୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଲୋକଙ୍କୁ ଘଉଡାଇବାକୁ ଯାଇ ମୃଦ୍ୟୁ ଲାଠିଚାଳନା କରିଛି ପୋଲିସ ।
ଗଞ୍ଜେଇ...

















