29.1 C
Bhubaneswar
Friday, August 14, 2026
-Advertisement-

ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

ଜୁଲାଇ ୧୫ ତାରିଖରେ ଓଡିଶା ବନ୍ଦ । ବାମଦଳ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ । ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି । କରୋନା ମହାମାରୀ ଯୋଗୁଁ...

ଦାୟିତ୍ୱ ନେଉ ନେଉ ଲାଗୁ କଲେ ଏହି ନିୟମ

ଦାୟିତ୍ୱ ନେବା ପରେ ମନ୍ତ୍ରାଳୟର କାର୍ଯ୍ୟକରିବାରଶୈଳୀ ବଦଳାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀଙ୍କ ଅଫିସରେ ୨ଟି ସିଫ୍ଟରେ କାମ ହେବ । ପ୍ରଥମ ସିଫ୍ଟରେ ଆସୁଥିବା ଅଧିକାରୀ ଏବଂ କର୍ମଚାରୀମାନେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ କାର୍ଯ୍ୟ...

‘ନୂଆ ଶିକ୍ଷାନୀତି ନୂଆ ପିଢୀକୁ ମାର୍ଗ ଦେଖାଇବ’

ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଣାଳୟ ଦାୟିତ୍ବ ଗ୍ରହଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ଶିକ୍ଷା ନୀତିରେ ନୂଆ ପିଢୀ ପାଇଁ ନୂତନ ମାର୍ଗ ପ୍ରସ୍ତୁତ ହେବ ବୋଲି କହିଛନ୍ତି । ଶିକ୍ଷା ଓ ଦକ୍ଷତା ବିକାଶ...

ବର୍ଷା କରୁଛନ୍ତି ଷଡଯନ୍ତ୍ର:ଅନୁଭବ

ଅନୁଭବ-ବର୍ଷାଙ୍କ ବିବାଦ ନୂଆ ନୂଆ ମୋଡ ନେଉଛି । ଅନୁଭବ କଟକ ପୁରୀଘାଟ ଥାନାରେ ବର୍ଷାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ବର୍ଷା ଷଡଯନ୍ତ୍ର କରୁଥିବା ଥାନାରେ ଅଭିଯୋଗ କରିଛନ୍ତି ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ।...
video

ପଖାଳକୁ ନେଇ ଡାକ୍ତର ଦେଲେ ଏମିତି ତଥ୍ୟ

ପଖାଳ ଖାଇବା କଥା କହିଲେ ଲୋକେ ହସି ଉଡାଇ ଦେଉଥିଲେ । ଧନୀ ଲୋକେ ନାକ ଟେକନ୍ତି, କିନ୍ତୁ ଗରିବ ଲୋକ ପାଇଁ ପଖାଳ ଭରସା । ତେବେ ଓଡିଆ ଘରର ପଖାଳ ଏବେ ପହଞ୍ଚିଛି ମେଡିକାଲ ସାଇନ୍ସ ଗବେଷଣାଗାରରେ...

ମୋଦିଙ୍କ ଟିମ୍‌ରେ ୭ ମହିଳା ମନ୍ତ୍ରୀ

ମୋଦିଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି ଆଉ ୭ ମହିଳା ମନ୍ତ୍ରୀ। ଏମାନଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ନୂଆକରି ଶପଥ ନେଇଥିବା ମହିଳା ମନ୍ତ୍ରୀମାନେ ହେଲେ- ଅନୁପ୍ରିୟା ସିଂ ପଟେଲ ତାଙ୍କୁ ବାଣିଜ୍ୟ ଓ ଶିଳ୍ପ...

ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

ନବନିଯୁକ୍ତ ମନ୍ତ୍ରୀମାନେ ଆଜି ନିଜ ନିଜର ମନ୍ତ୍ରାଳୟର ଦାୟିତ୍ୱ ନେବା ପ୍ରକିୟା ଆରମ୍ଭ କରିଛନ୍ତି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳୁ ରେଳ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି । ସେ କହିଛନ୍ତି ଯେ, ରେଳ ମନ୍ତ୍ରାଳୟର ବିକାଶ...

ଢେଙ୍କାନାଳରେ ବନ ମହୋତ୍ସବ ପାଳିତ

ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକରେ ପାଳିତ ହୋଇଯାଇଛି ବନ ମହୋତ୍ସବ । ମଙ୍ଗଳବାର ମକୁଆ କାଟେଣୀ ପଂଚାୟତରେ ୮ ହେକ୍ଟର ଜଙ୍ଗଲ ଜାତୀୟ ଜମିରେ ପ୍ରାୟ ୧୭୦୦୦ ହଜାରରୁ ଉର୍ଦ୍ଧ୍ବ ଔଷଧୀୟ ପ୍ରଜାତିର ଗଛ ତଥା ବାହାଡା,କଇଥ,ମେହଗାନି, ଫାଶୀ,ଶିଶୁ ଇତ୍ୟାଦି...

ମୋବାଇଲ ସାହାର୍ଯ୍ୟରେ ଧରାପଡିଲେ ଚୋର

ଅଧ ରାତିରେ ଆସିଥିଲେ ଚୋରୀ କରିବାକୁ । ଗାଁ ଲୋକଙ୍କ ହାବୁଡରେ ପଡିବା ପୂର୍ବରୁ ସେଠାରୁ ଚାଲିଯାଇଥିଲେ । ହେଲେ ଭୁଲରେ ଛାଡିଦେଇଥିଲେ ମୋବାଇଲ । ମୋବାଇଲ ଗ୍ରାମବାସୀଙ୍କ ହାତରେ ପଡିବା ପରେ ଧରାପଡିଛନ୍ତି ଦୁଇ ଚୋର ଏବଂ...

ଶିକ୍ଷକ ନିଯୁକ୍ତି ପାଇଁ ହେବ ଏଣ୍ଟ୍ରାନ୍ସ

ଶିକ୍ଷକ ନିଯୁକ୍ତି ପାଇଁ ହେବ ପ୍ରବେଶିକା ପରୀକ୍ଷା । ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲରେ ଖାଲିପଡିଥିବା ୧୦ ହଜାର ଶିକ୍ଷକ ପଦ ପୂରଣ ହେବ । ୪୪୪୫ ହିନ୍ଦି, ସଂସ୍କୃତ, ଶାରୀରିକ...
- Advertisement -

Latest article

Coolbet Mobil Ytelsestips

Innhold1. Velg Rett Plattform: App eller Mobilnettleser?2. Optimaliser Din Enhet for Topp ytelse3. Sjekk og Forbedre Nettverkstilkoblingen4. Feilsøking av Vanlige Problemer5. Ytterligere Tips for...

VipLuck Virtuelle Sportwetten-Optionen

InhaltWas sind Virtual Sports und wie funktionieren sie?Verfügbare Virtual-Sports-Disziplinen und WettmärkteSchritt-für-Schritt-Anleitung zum Platzieren einer WetteBonusangebote und deren Nutzung für Virtual SportsWichtige Tipps und häufige...

Configuration de la Carte AstroPay Amunbet

SommaireQu'est-ce qu'une Carte AstroPay et Pourquoi l'Utiliser sur Amunbet ?Où et Comment Obtenir Votre Carte AstroPayGuide Étape par Étape pour un Dépôt Réussi sur...