କାଲିଠୁ କଲେଜ ଆସିବେ ସମସ୍ତ କର୍ମଚାରୀ
ଏବେ ଟିକେ ସଙ୍କ୍ରମଣରେ ଲଗାମ ଲାଗୁଛି । ଧିରେ ଧିରେ ଲକଡାଉନ୍ କଟକଣା ମଧ୍ୟ କୋହଳ ହେବାରେ ଲାଗିଲାଣି । ସେଥିପାଇଁ ଉଚ୍ଚଶିକ୍ଷା ବିଭାଗ ଜାରି କରିଛି ନୂଆ ନିର୍ଦ୍ଦେଶନାମା । ଏଣିକି କଲେଜ ଏବଂ ବିଶ୍ୱବିଦ୍ୟାଳୟ ଆସିବେ ସମସ୍ତ...
ପ୍ରତାରଣା ଦେଇ ବନ୍ଧା ହେଲେ ଫରେଷ୍ଟର
ଲଭ୍, ସେକ୍ସ ଧୋକା । ଏ କାରନାମା କରିଛନ୍ତି ଜଣେ ଫରେଷ୍ଟ କର୍ମଚାରୀ । ମାଲକାନଗିରି ଫରେଷ୍ଟର ମୁରଲିଧର ଅନୁଗୁଳିଆଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଫରେଷ୍ଟର ଜଣେ ଯୁବତୀଙ୍କ ସହିତ...
ଲିଭରକୁ ଡ୍ୟାମେଜ କରୁଛି ଗିଲୋଇ
କୋଭିଡ୧୯ରୁ ମୁକ୍ତି ପାଇଁ ଆପଣାଉଛନ୍ତି କି ଜଡିବୁଟି? ବ୍ୟବହାର କରୁଛନ୍ତି କି ଗିଲୋଇ । ତେବେ ସାବଧାନ୍ । ଲିଭରକୁ ଡ୍ୟାମେଜ୍ କରିଦେଉଛି ଗିଲୋଇ । ଏକ ପରୀକ୍ଷା କରି କହିଛନ୍ତି ମୁମ୍ବାଇର ବିଶେଷଗ୍ୟ । କୋଭିଡ-୧୯...
ଭୁବନେଶ୍ବର ଭୀମଟାଙ୍ଗିରେ ମହିଳାଙ୍କୁ ହତ୍ୟା
ଭୁବନେଶ୍ବର ଭୀମଟାଙ୍ଗୀ ହାଉସିଂ ବୋର୍ଡ ଫେଜ୍ 1 ରେ ଜଣେ ମହିଳାଙ୍କୁ ହତ୍ୟା । ଘର ଭିତରୁ ଉଦ୍ଧାର କରାଗଲା ରକ୍ତ ଜୁଡୁବୁଡୁ ମୃତଦେହ । ତେବେ ସେହି ଘର ଭିତରୁ ଆଉ ଜଣେ ଗୁରୁତର ଆହତ ପୁରୁଷଙ୍କୁ ଉଦ୍ଧାର...
ଆଜିଠାରୁ ହେବ ବିନା ସ୍ଲଟରେ ଟିକାକରଣ
ଭୁବନେଶ୍ୱରରେ ଆଜିଠାରୁ ହେବ ବିନା ସ୍ଲଟରେ ଟିକାକରଣ । ଯଦି ଆପଣ ଅନଲାଇନରେ ସ୍ଲଟ ବୁକିଂ କରିନାହାଁନ୍ତି । ତେବେ ଟିକା ନେଇ ପାରିବେ ଆପଣ । ଡ୍ରାଇଭିଂ କେନ୍ଦ୍ରରେ ଦ୍ୱିତୀୟ ଡୋଜ୍ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ୩୦ଟି କେନ୍ଦ୍ରରେ...
ଟୋକିଓ ଅଲିମ୍ପିକରେ କିଟ୍ରୁ ୩ ଖେଳାଳି
ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସରେ କିଟ୍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣର ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି। ଗୋଟିଏ...
ଏମ୍ସରେ ଭର୍ତ୍ତି ହେଲେ ବିଷ୍ଣୁ ସେଠୀ
କୋଭିଡରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି ବିରୋଧୀ ଦଳ ନେତା ବିଷ୍ଣୁ ସେଠୀ । ବର୍ତ୍ତମାନ ବିଷ୍ଣୁଙ୍କୁ ପ୍ରାଇଭେଟ କ୍ୟାବିନରେ ରଖାଯାଇଛି । ତାଙ୍କର ସମସ୍ତ ପ୍ରକାର ଟେଷ୍ଟିଂ କରାଯିବ । ସ୍ୱତନ୍ତ୍ର କମିଟି ଗଠନ କରି...
ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୭ ମୃତ
ଫିଲିଫାଇନ୍ସରେ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ୮୫ ଜଣ ଯବାନକୁ ନେଇ ଯାଉଥିବା ବିମାନ ସି-୧୩୦ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଫିଲିପାଇନ୍ସର ସେନା ପ୍ରମୁଖ ସିରିଲିଟୋ ସୋବେଜାନା ସୂଚନା ଦେଇଛନ୍ତି । ଫିଲିଫାଇନ୍ସ ପଟିକୁଲ ସହର ନିକଟରେ ବିମାନଟି...
୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ
୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ । ସବୁ ଠିକଠାକ ଚାଲିଲେ ଉଡିବାର ସମ୍ଭାବନା ଉଜ୍ଜଳ ରହିଛି । ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ହୋଇଛି । ସାମ୍ପ୍ରତିକ କରୋନା ପରିସ୍ଥିତି ପାଇଁ ବିମାନ ମାନ ଉଡାଣ ପ୍ରଭାବିତ...
ସାପ ସହ ଏମିତି ଖେଳ କେବେ ଦେଖିଛନ୍ତି
ସାପ ସହ ଅନେକ ଦୁଃସାହସିକ ଖେଳ ଆପଣ ଦେଖିଥିବେ । ହେଲେ ସାପକୁ ନାକରେ ପୁରାଇ ପାଟିରେ ବାହାର କରିବା ଖେଳ କେବେ ଦେଖିଛନ୍ତି କି । ଅଭିନେତା ବିଦ୍ୟୁତ୍ ଜାମୱାଲ ଏହି ଭିଡିଓ ଏବେ ସେୟାର କରିଛନ୍ତି ।...
















