କରୋନାରେ ଏମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି
ମହିଳାଙ୍କ ତୁଳନାରେ ପୁରୁଷ ହେଉଛନ୍ତି ଅଧିକ ସଙ୍କ୍ରମିତ । ବିଶେଷକରି ଏହି ଦ୍ୱିତୀୟ ଲହରରେ୧୫ରୁ ୪୪ ବର୍ଷ ବୟସ ବର୍ଗର ପୁରୁଷ ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି । ମହିଳାଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ବୋଲି ବିଶେଷଜ୍ଞ କହିଛନ୍ତି ।...
ଭ୍ୟାକସିନ ସେଣ୍ଟରରେ ଶିବାନନ୍ଦଙ୍କ ଆଧାରକାର୍ଡ ଦେଖି ସମସ୍ତେ ଚକିତ
ଆମେମାନେ ଦେଖିଛେ ଯେ ,ପରିଣତ ବୟସରେ ଅଧିକାଂଶ ବୃଦ୍ଧବୃଦ୍ଧା ବେଡରୁ ଉଠିପାରନ୍ତି ନାହିଁ । କି ବେଶି ବାଟ ଚାଲି ପାରନ୍ତି ନାହିଁ । ସେମାନଙ୍କୁ ଧରି ନେବା ଆଣିବା କରିବାକୁ ପଡିଥାଏ । ହେଲେ ବାରଣାସୀର ଜଣେ...
ବାତ୍ୟା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 33 ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସବସିଡ୍ ଦିଆଯିବ । ଅଣଜଳସେଚିତ ଜମି ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ହେକ୍ଟର ପିଚ୍ଛା 6800 ଏବଂ...
ଟଳିବ ଇକମୋ ଟେନସନ୍
ଇକମୋକୁ ନେଇ ରାଜ୍ୟରେ ଟେନସନ ବଢୁଥିବା ବେଳେ ଭୁବନେଶ୍ବର ଏମ୍ସକୁ ଦୁଇଟି ଇକମୋ ମେସିନ ଆଣିବା ପାଇଁ ସ୍ଥିର ହୋଇଛି । ଏମ୍ସ ଅଧିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ ଖୁବଶୀଘ୍ର ଦୁଇଟି ଇକମୋ ସିଷ୍ଟମ ଲଗାଯିବ ଏବଂ...
ରଥ କଟକଣା ଜାରି କଲେ ସରକାର
କରୋନା ପାଇଁ ଚଳିତବର୍ଷ ରଥଯାତ୍ରା କେବଳ ପୁରୀରେ ଅନୁଷ୍ଠିତ ହେବ । ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ ରଥଯାତ୍ରା ହେବ ନାହିଁ ବୋଲି ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗତବର୍ଷ ଭଳି ସଂପୂର୍ଣ୍ଣ କଟକଣା ଭିତରେ...
କଟକଣାରେ ସାବିତ୍ରୀ ଫିକା
ଆଜି ସାବିତ୍ରୀ ବ୍ରତ । ସତ୍ୟବାନଙ୍କର ଦୀର୍ଘାୟୁ କାମନା କରି ବ୍ରତଧାରୀ ମହିଳାମାନେ ଏହି ପୂଜା କରିଥାନ୍ତି । ନୂଆ ବସ୍ତ୍ର ପରିଧାନ କରି ମନ୍ଦିରରେ ପୂଜା କରନ୍ତି । କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ସବୁ...
ଔଷଧ ଦୋକାନୀ ,କର୍ମଚାରୀ ନେବେ ଟିକା
ଏଣିକି ରାଜ୍ୟରେ ଥିବା ମେଡିସିନ୍ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ । ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ...
ଆଇପିଏସ ସ୍ତରରେ ଅଦଳବଦଳ
ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ ବିଭାଗ ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେ ବର୍ତ୍ତମାନ ଆଇଜିପି ବାଲେଶ୍ୱର ଭାବେ କାର୍ଯ୍ୟରତ ଅଛନ୍ତି । ସେହିଭଳି କେନ୍ଦ୍ରାଞ୍ଚଳ ଆଇଜି ଭାବେ ନରସିଂହ ଭୋଳଙ୍କୁ ନିଯୁକ୍ତି ମିଳିଛି, ଆଇଜିପି...
ଜାଣିଶୁଣି ଭିଡ କରାଇଦେଲେ
ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା । ଆମ ପରଂପରାରେ ଏହି ପର୍ବର ମହତ୍ବ ରହିଛି । ମାତ୍ର କୋଭିଡ କଟକଣା ଆସନ୍ତା 17 ତାରିଖ ଯାଏଁ ବଳବତ୍ତର ରହିଛି । ଅର୍ଥାତ ଦିନ ଏଗାରଟା ଭିତରେ କିଣାକିଣି ବେପାର ସାରିବାକୁ ହେବ...
















