28.1 C
Bhubaneswar
Saturday, August 15, 2026
-Advertisement-

ମହିଳା କନଷ୍ଟେବଳଙ୍କୁ ଦୁଷ୍କର୍ମ

ମହିଳା କନଷ୍ଟେବଳଙ୍କୁ ଦୁଷ୍କର୍ମ କରି ଫାଣ୍ଡି ଅଧିକାରୀ ଗିରଫ I ସେ ପୁଣି ବାତ୍ୟା ସମୟରେ I ବାଲେଶ୍ବର ଜିଲ୍ଲା ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନଙ୍କ ନାଁରେ ଆସିଛି ଏମିତି ଅଭିଯ଼ୋଗ I ବାତ୍ୟା ଡ୍ୟୁଟିରେ ଜନୈକା ମହିଳା...

ଓଡିଶାକୁ 500 କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା

ଓଡିଶାକୁ 500 କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ I ବାତ୍ୟା ସମୀକ୍ଷା ଓ ଏରିୟଲ ସର୍ଭେ ପରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି I ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନର୍ଗଠନ ଦିଗରେ...

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଭୁବନେଶ୍ବର ବିମାନବନ୍ଦର ଠାରେ ପ୍ରଧାନମନ୍ତ୍ରୀ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଦୁଇ...

ଭାରତରେ କୋଭିଡ ମୃତ୍ୟୁ 3 ଲକ୍ଷ ନୁହେଁ, 40 ଲକ୍ଷ : ନ୍ୟୁ ୟୋର୍କ ଟାଇମ୍ସ

ଭାରତରେ କରୋନା ମୃତ୍ୟୁକୁ ନେଇ ପ୍ରକାଶ ପାଉଥିବା ସରକାରୀ ତଥ୍ୟ ସନ୍ଦେହ ଘେରରେ । ଆମେରିକାର ନ୍ୟୁ ୟୋର୍କ ଟାଇମ୍ସରେ ପ୍ରକାଶ ପାଇଥିବା ଏକ ତଥ୍ୟଭିତ୍ତିକ ରିପୋର୍ଟରେ କୁହାଯାଇଛି, ଭାରତରେ କୋଭିଡଜନିତ ମୃତ୍ୟୁ ତିନିଲକ୍ଷ ନୁହେଁ, ବରଂ ତାହା ଚାଳିଶ...

ଏମିତି ମଣିଷ ବି ଅଛନ୍ତି !

ଭଲଭାବରେ ଦେଖନ୍ତୁ ଏ ଦୃଶ୍ୟକୁ । ବାଇକରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ କେମିତି ନେଉଛନ୍ତି ଏମାନେ । ବ୍ୟକ୍ତିଙ୍କ ମୁହଁ ତଳକୁ ଓହଳି ରହିଛି । ରାସ୍ତାରେ ଦୁଇ ପାଦ ଘୋଷାଡି ହେଉଛି । ହାତ ଦିଟା ବାଇକର ସାଇଲେନ୍ସରରେ...

ବାତ୍ୟା ପରେ ବନ୍ୟାରେ ଉବୁଟୁବୁ ଉତ୍ତର ଓଡିଶା

ବାତ୍ୟା ୟାସ୍ ଉତ୍ତର ଓଡିଶାରେ ଧ୍ବଂସର ତାଣ୍ଡବଲୀଳା ରଚିଛି । ପବନରେ ବହୁ ଗଛ ଭାଙ୍ଗିଯିବା ଓ କଚ୍ଚାଘର ଭାଙ୍ଗିପଡିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଲାର ଅଧିକାଁଶ...

ରାମଦେବଙ୍କୁ କେବେ ଗିରଫ କରିବେ ସରକାର ?

ବାବା ରାମଦେବଙ୍କ ପ୍ରତି ସରକାର ଏତେ ଉଦାର କଣ ପାଇଁ ? ନିଜ ବକ୍ତବ୍ୟ ଫେରାଇ ନେଲେ କଣ ସମସ୍ୟାର ସମାଧାନ ହୋଇଗଲା କି ? ରାମଦେବ ଯାହା କରିଛନ୍ତି, ତାହା କ୍ଷମଣୀୟ କି ? ସମଗ୍ର ଦେଶ କୋଭିଡକୁ...
video

ଭୟଙ୍କର ଗର୍ଜନ ସହ କୂଳ ଲଂଘିଲାଣି ସମୁଦ୍ର

ପାରାଦୀପ ଠାରୁ ଆଉ ମାତ୍ର 200 କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ୍ । ଘଣ୍ଟାକୁ 15 କିଲୋମିଟର ବେଗରେ ଆସୁଥିବା ୟାସ୍ ଆସନ୍ତାକାଲି ସକାଳ ସୁଦ୍ଧା ଓଡିଶା ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି...

800 ଓଡ୍ରାଫ କର୍ମଚାରୀ, 52 ଏନଡିଆରଫ ଟିମ୍ ପ୍ରସ୍ତୁତ

ବାତ୍ୟା ୟଶ୍ ପାରାଦୀପ ଓ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବାରୁ ମୁକାବିଲା ପାଇଁ ପୁରା ଦମରେ ଚାଲିଛି ପ୍ରସ୍ତୁତି । ପାରାଦୀପ ଠାରୁ ବାତ୍ୟା ପ୍ରାୟ 540 କିଲୋମିଟର ଦୂରରେ ଏବଂ ବାଲେଶ୍ବର ଉପକୂଳ ଠାରୁ...

‘ତାଉକ୍ତେ’ର ମଜା ଉଠାଇଲେ ଦୀପିକା

'ତାଉକ୍ତେ' ବାତ୍ୟାର ସୁ ସୁ ଗର୍ଜନରେ ଯେତେବେଳେ ଲୋକେ ଭୀତତ୍ରସ୍ତ ଥିଲେ, ଗୋଟିକ ପରେ ଗୋଟିଏ ଗଛ ଯେତେବେଳେ ଭାଙ୍ଗି ପଡୁଥିଲା, ସେତେବେଳେ ବାତ୍ୟାର ମଜା ନେବାକୁ ଭୁଲି ନଥିଲେ ଦୀପିକା ସିଂ । ଦିୟା ଔର ବାତି ହମ୍...
- Advertisement -

Latest article

¿Se pueden tener dos cuentas en Golisimo? Normas sobre duplicados explicadas

ÍndiceLa Política Oficial de Golisimo sobre Múltiples CuentasProcedimiento para Solicitar el Cierre o Fusión de una Cuenta DuplicadaCasos Especiales y Excepciones a la ReglaConsecuencias...

Lucky7 Complaint Response Time Trends

ContentsCommon Issues and Expected Initial Response TimesThe Step-by-Step Process for Submitting a ComplaintFactors That Influence Resolution SpeedWhat to Do If Your Complaint is DelayedBest...

Bonus di Benvenuto Kyngs Deposito Minimo Spiegato

IndiceCos'è il Deposito Minimo per il Bonus di Benvenuto?Guida Passo-Passo per Reclamare il BonusMetodi di Pagamento e Tempi di ElaborazioneTermini e Condizioni Chiave da...