କରୋନାକୁ କେମିତି ଜଗିଛନ୍ତି ଆଦିବାସୀ ଗାଁ ଲୋକେ
କେନ୍ଦୁଝର ଜିଲ୍ଲାର ଦୁର୍ଗମ ବଣପାହାଡ ଘେରା ଆଦିବାସୀ ବହୁଳ କେ. ବାଲିପାଳ ପଞ୍ଚାୟତ । ଏହି ପଞ୍ଚାୟତ ଅଧୀନରେ ରହିଛି ସାତଟି ଗାଁ । ପ୍ରାୟ ପାଂଚ ହଜାରରୁ ଅଧିକ ଲୋକ ବସବାସ କରନ୍ତି ଏହି ପଞ୍ଚାୟତରେ । କିନ୍ତୁ...
ବାତ୍ୟା ମୁକାବିଲା ପାଇଁ ପୁରା ସଜାଗ ସରକାର
ବାତ୍ୟା ୟାସ୍ ଆସନ୍ତାକାଲି ଅବପାତ ରୂପ ନେବ । 24 ତାରିଖରେ ଅବପାତ କ୍ରମଶଃ ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ 25 ତାରିଖ ବେଳକୁ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ । ଘଣ୍ଟାକୁ 40 ରୁ 50...
ଦୁଷ୍କର୍ମ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ ହେଲେ ତରୁଣ ତେଜପାଲ୍
ଏକଦା ଦେଶରେ ତହେଲକା ସୃଷ୍ଟି କରିଥିବା ତହେଲକା ଡଟ୍ କମ୍ ର ପ୍ରତିଷ୍ଠାତା ସଂପାଦକ ତରୁଣ ତେଜପାଲଙ୍କୁ ଗୋଆର ଏକ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆଠବର୍ଷ ତଳେ ତେଜପାଲ୍ ତାଙ୍କର ଜଣେ ସହଯୋଗୀ ଯୁବତୀଙ୍କୁ ଗୋଆର ଫାଇଭ...
ବର୍ଷାରେ ଓଦା ହେଲେ ସଙ୍କ୍ରମଣ ବଢିବ
ବାତ୍ୟା ପରେ ବର୍ଷା ହେବ । ଯାହା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ ରହିଛି । ବର୍ଷାରେ ଓଦା ହେଲେ ସଙ୍କ୍ରମଣ ହେବାର ସମ୍ଭାବନା ରହିଛି । ବର୍ଷାରେ ଓଦା ହେଲେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ...
ବାପାଙ୍କ ଏଗାରରେ ମଝିଆଁ ପୁଅ, ବାରଦିନରେ ବଡପୁଅର ବିୟୋଗ
ସମୟ କେତେ ନିଷ୍ଠୁର । କରୋନା ଆଣିଦେଇଛି ଏମିତି ଦାରୁଣ ଦୁଃଖ । ବାପାଙ୍କ ମୃତ୍ୟୁର ବାରଦିନ ଭିତରେ ଆଖିବୁଜି ଦେଇଛନ୍ତି ଦୁଇପୁଅ । ବିଶିଷ୍ଠ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ଗତ 9 ତାରିଖରେ କୋଭିଡରେ ଆକ୍ରାନ୍ତ ହୋଇ...
ବାତ୍ୟା ‘ସିଭିୟର’ ଅବା ‘ଭେରି ସିଭିୟର୍’ ହେବ
ଆସନ୍ତା 22 ତାରିଖରେ ଆଣ୍ଡାମାନ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେବ । ତେବେ ଏହି ବାତ୍ୟା କ୍ରମଶଃ 'ସିଭିୟର' ଅବା 'ଭେରି ସିଭିୟର' ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।...
କରୋନା ଭୟ ଆଗରେ ମାରିଦେଉଛି ପେଟର ଭୋକ
ଇଏ ରାଜଧାନୀ ଭୁବନେଶ୍ବର । କୋଭିଡ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେତେ ବ୍ୟବସ୍ଥା । କେତେ ଆଇନକାନୁନ । ମାସ୍କ ପିନ୍ଧିବାଠୁ ଆରମ୍ଭ କରି ଭ୍ୟାସିନେସନ ନେବାଯାଏଁ । ସ୍ମାର୍ଟସିଟି ପାଇଁ ସ୍ମାର୍ଟ ସେଂଟର ବି ଖୋଲାଯାଇଛି ।...
ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀଙ୍କ ସର୍ଭେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ତାଉତେ’ର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୋଦି । ଗୁଜୁରାଟ ଓ ଡିଉରେ ବାତ୍ୟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଏରିଏଲ ସର୍ଭେ କରିବା ପରେ ସମୀକ୍ଷା...
ପଚାଶ ଟଙ୍କାରେ ନାମିଦାମୀ କଂପାନୀର ଆଇକାର୍ଡ
ପଚାଶ ଟଙ୍କାରେ ମିଳୁଥିଲା ଆଇକାର୍ଡ । ଯିଏ ଯେଉଁ କଂପାନୀର ଆଇକାର୍ଡ ଖୋଜୁଥିଲା ତା ପାଇଂ ସେମିତି ଆଇଡେଣ୍ଟିଟି କାର୍ଡ ବନେଇ ଦେଉଥିଲେ । ଫଳରେ ଫେକ୍ ଆଇକାର୍ଡ ଦେଖାଇ ପୋଲିସକୁ ଚକମା ଦେଇ ବୁଲୁଥିଲେ ଅମାନିଆ । ଭୁବନେଶ୍ବର...
ଏବେ ଫୋକସରେ ଗାଁ
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି । ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟିଂ କରିବାକୁ କୁହାଯାଉଛି । ଏଣିକି ନିୟମିତ ଭାବେ ଆଶା କର୍ମୀ , ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଘରକୁ ଘର ଯାଇ ସର୍ଭେ କରାଯିବାକୁ କୁହାଯାଇଛି...
















