କରୋନା ପୋଛିନେଲା ନବବଧୂ ସିନ୍ଦୁର
କେତେ ଭୟଙ୍କର ହୋଇପାରେ କରୋନା । କେତେ ଭୟଙ୍କର ହୋଇପାରେ ଦୁଃଖ । କେନ୍ଦ୍ରାପଡା ରାଜକନିକା ବ୍ଲକ ଦୁର୍ଗାଦେବୀପଡା ଗାଁରୁ ଆସିଛି ଏମିତି ଦୁଃଖଦ କାହାଣୀ । ବେଙ୍ଗାଲୁରରେ କାମ କରୁଥିବା ଏହି ଗାଁର ସଞ୍ଜୟ ନାୟକଙ୍କ ବାହାଘର ଠିକ୍...
ହ୍ୱାଟ୍ସଆପ୍, ଫୋନ ନମ୍ବର ମାଧ୍ୟମରେ କରିପାରିବେ ଅର୍ଡର
ଆଜିଠାରୁ ଆରମ୍ଭ ହୋଇଛି ମଦର ହୋମ୍ ଡେଲିଭରୀ । ସରକାରଙ୍କ ଗାଇଡଲାଇନ୍ ଅନୁସାରେ ମଦ ବିକ୍ରୀ କରିପାରିବେ । ମଦର ଦର ଅନୁସାରେ ୧ ହଜାର ଟଙ୍କା ଭିତରେ ହେଲେ ୧୦୦ ଟଙ୍କା ଓ ୧୦୦୦ ଟଙ୍କାରୁ ଉର୍ଦ୍ଧ୍ୱ...
ଘରୋଇ ଆମ୍ବୁଲାନ୍ସ ପାଇଁ ଦର ନିର୍ଦ୍ଧାରଣ କଲେ ସରକାର
ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କଲେ ସରକାର । ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସର ଦର ନିର୍ଦ୍ଧାରଣ ନେଇ ବିଗ୍ୟପ୍ତି ପ୍ରକାଶ କରିଛି ରାଜ୍ୟ ପରିବହନ ବିଭାଗ । ମାରୁତି , ଓମିନି ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିଲୋମିଟର...
କରୋନା ଚିକିତ୍ସା ପାଇଁ ଆସିଲା ନୂଆ ଔଷଧ
କରୋନା ଚିକିତ୍ସା ପାଇଁ ଆସିଲା ନୂଆ ଔଷଧ । କରୋନାରେ ଗୁରୁତ୍ତର ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ପାଇଁ ଡିଆରଡିଓ ପ୍ରସ୍ତୁତ କରିଥିବା 2-DG ଔଷଧକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭାରମ୍ଭ କରିଛନ୍ତି । ଏହାପରେ ଔଷଧକୁ ଦିଲ୍ଲୀ...
ରାସ୍ତାକଡ ଲୋକଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ପାରାଦୀପ କିନ୍ନର ସଂଘ
ପାରାଦୀପ : କୋଭିଡ ମହାମାରି ସମୟରେ ସମସ୍ତେ ହା ହା କାର କରୁଥିବା ବେଳେ ସହଯୋଗର ହାତ ବଢାଇଛନ୍ତି ପାରାଦୀପ କିନ୍ନର ସଂଘ । ଗରିବ, ଅସହାୟ ଏବଂ ରାସ୍ତାକଡରେ ଜୀବନ ବିତାଉଥିବା ଲୋକଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଛନ୍ତି ପାରାଦୀପ କିନ୍ନର...
ଭୁବନେଶ୍ୱରରୁ ୧୩୫୩ ପଜିଟିଭ୍ ଚିହ୍ନଟ, ସର୍ବାଧିକ ପଟିଆରୁ ଚିହ୍ନଟ
ରାଜ୍ୟରେ ଏବେ କରୋନା ଦ୍ରୁତ ବେଗରେ ମାଡିଚାଲିଛି । ପଜିଟିଭ୍ ୧୦ ହଜାର ଉପରେ ଥିବାବେଳେ ଚିନ୍ତା ବଢାଉଛି ଖୋର୍ଦ୍ଧା ଜିଲ୍ଲା । ସବୁଦିନ ଖୋର୍ଦ୍ଧାରେ ସର୍ବାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୧୭୧୦...
ବାହା ଭୋଜି ପାଇଁ ନୂଆ ନିୟମ
ଗଞ୍ଜାମରେ ବାହାଭୋଜି ପାଇଁ ନୂଆ ନିୟମ । ଜିଲ୍ଲାରେ ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କର କରୋନା ଟେଷ୍ଟ ହେବ । ଏପରିକି ପଜିଟିଭ୍ ଆସିଲେ ବିବାହ ଆୟୋଜନ ପାଇଁ ଅନୁମତି ମିଳିବ ନାହିଁ । କରୋନା ସଙ୍କ୍ରମଣ...
ଫିଲ୍ମ, ସିରିଏଲ ସୁଟିଂ ଉପରେ ଲାଗିଲା କଟକଣା
ରାଜ୍ୟରେ ଦ୍ରୁତ ବେଗରେ ବଢିବାରେ ଲାଗିଛି କରୋନା ପଜିଟିଭ୍ଙ୍କ ସଂଖ୍ୟା । ମୃତ୍ୟୁ ହାରରେ ମଧ୍ୟ ବ୍ରେକ ଲାଗୁନି । ବଢୁଥିବା ସଙ୍କ୍ରମଣରେ ବ୍ରେକ୍ ଲଗାଇବାକୁ ରାଜ୍ୟ ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସୁଟିଂ ଉପରେ...
ମାଡି ଆସୁଛି ତଉକ୍ତେ
ଭୟଙ୍କର ରୂପ ଧାରଣ କରି ଗୁଜୁରାଟ ଉପକୂଳକୁ ମାଡି ଆସୁଛି ବାତ୍ୟା ତଉକ୍ତେ । ଶନିବାର ସଂଧ୍ୟା ସୁଦ୍ଧା ସିଭିଅର ସାଇକ୍ଲନିକ ଷ୍ଟର୍ମର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ବାରଘଣ୍ଟା ଭିତରେ ଏହା...
ଭର୍ଚ୍ୟୁଆଲ ଡିସକସନ : କୋଭିଡକୁ କେମିତି ହରାଇବା
ଠିକ୍ ଭାବେ ମାସ୍କ ପିନ୍ଧିବା, ସନ୍ତୁଳିତ ଆହାର ଖାଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା - ଏ ତିନୋଟି କାର୍ଯ୍ୟକୁ ସୁଚାରୁରୂପେ କରିପାରିଲେ ଆମେ କୋଭିଡକୁ ହରାଇପାରିବା । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ବାବଧାନରେ ରିଜିଓନାଲ ଆଉଟରେଚ୍...














