ହେଲମେଟ୍ ନଥିଲା ବୋଲି ଗର୍ଭବତୀ ମହିଳାଙ୍କୁ ବି …
ଜଣେ ଝିଅ ହିଁ ଆଉ ଜଣେ ଝିଅର ଦୁଃଖ ସହଜରେ ବୁଝିପାରେ । ପୁଣି ଗର୍ଭବେଦନାର ଯନ୍ତ୍ରଣା କେବଳ ଜଣେ ନାରୀ ହିଁ ଅନୁଭବ କରିପାରେ । ମାତ୍ର ସେମିତି ହେଲାନି । ଖାକି ବର୍ଦ୍ଦି ପିନ୍ଧିଥିବା ଜଣେ ମହିଳା...
ଶ୍ରୀମନ୍ଦିରରୁ ଖସିଲା ମୂର୍ତ୍ତି, ସେବାୟତ ଆହତ
ଶ୍ରୀମନ୍ଦିର ପରିସରରେ ଥିବା ନୃସିଂହ ମନ୍ଦିରରୁ ପଥର ମୂର୍ତ୍ତି ଖସିପଡିଛି । ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ପଡିଥିବା ସୁଚନା ମିଳିଛି । କଳା ମୁଗୁନି ପଥରର ଏହି ମୂର୍ତ୍ତି ଖସିବା ପରେ ମନ୍ଦିର ତଳେ ବସିଥିବା ସେବାୟତଙ୍କ ଉପରେ ପଡିଥିଲା...
୨ ରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି
ଏପ୍ରିଲ ୨ରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ୨ ତାରିଖ ଦିନ ୧୧ଟା ୧୫ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚିବେ । ସେହିଦିନ ସଂଧ୍ୟାରେ କଟକ ଶାରଳା ଭବନରେ ଆଦିକବି ଶାରଳା ଦାଶଙ୍କ ୬୦୦ ତମ ଜୟନ୍ତୀ...
ପର୍ବପର୍ବାଣୀ ପାଳନରେ ଲାଗିଲା କଟକଣା
ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ପର୍ବପର୍ବାଣୀ ପାଳନ ଉପରେ କଟକଣା ଲଗାଇଛନ୍ତି । ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ଏବେ ଦୁଇଶହ ଅତିକ୍ରମ କରିଥିବାରୁ ସାମାଜିକ ଦୂରତ୍ବ ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଛି ।...
ଚିନ୍ତା ବଢାଇଲାଣି ନୂଆପଡା ଜିଲ୍ଲା
ରାଜ୍ୟରେ ଆଜି ବି ୨୦୦ ପାର୍ କରିଛି କରୋନା ଆକ୍ରାନ୍ତଙ୍କର ସଂଖ୍ୟା । ୨୪ ଘଣ୍ଟାରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା-୩୨, କଟକ-୨୯,...
ଆମେରିକାକୁ ରପ୍ତାନୀ ବନ୍ଦ
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟଦେଶକୁ କୋଭିଡ୍ ପ୍ରତିଷେଧକ ରପ୍ତାନୀ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପୁଣେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ଆଷ୍ଟ୍ରାଜେନିକା ପ୍ରତିଷେଧକ ଟିକାର ରପ୍ତାନୀ ଉପରେ ସାମୟିକ ଭାବେ ରୋକ...
କୋଭିଡ ନିୟମ ଉଲ୍ଲଂଘନ
କଟକ ରାଣୀ ହାଟରେ ଥିବା ସୁପରମାର୍କେଟକୁ ସିଲ୍ କରିଛି ପ୍ରଶାସନ । କୋଭିଡ ନିୟମ ଉଲ୍ଲଂଘନ କରାଯାଇଥିବାରୁ ମାର୍କେଟକୁ ସିଲ୍ କରାଯାଇଛି । ସିଏମସି ତରଫରୁ ମାର୍କେଟକୁ ସିଲ୍ କରାଯାଇଥିବା ଘୋଷଣା କରାଯାଇଛି । ଯେତେବେଳେ କରୋନା କଟକଣା...
ମିସେସ୍ ଫେମିନା ଟପ୍ ୨୦ରେ କଟକୀ ବୋହୂ
ମିସେସ୍ ଫେମିନା ୨୦୨୦ର ଟପ୍ ୨୦ରେ କଟକ ମଙ୍ଗଳାବାଗର ଇପ୍ସିତା ପ୍ରିୟଦର୍ଶୀନି । ଜଣେ ସଫୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ଇପ୍ସିତାଙ୍କର ମଡେଲିଂରେ ରୁଚି ରହିଛି । ୟୁପିର ସୁପର ମଡେଲ ଚାମ୍ପିୟନସିପରୁ ସଫଳତା ସାଉଁଟୁଥିବା ଇପ୍ସିତା ଜାତୀୟ...
ଯାତ୍ରୀଙ୍କ ଅସୁବିଧାକୁ ଦେଖି ପୂର୍ବତଟ ରେଳବାଇର ନିଷ୍ପତ୍ତି
ଯାତ୍ରୀଙ୍କ ଅସୁବିଧାକୁ ନଜରରେ ରଖି ଭୁବନେଶ୍ୱର-କେନ୍ଦୁଝର , ଭୁବନେଶ୍ୱର-ପୁରୀ, ଅନୁଗୁଳ-ପୁରୀ ମଧ୍ୟରେ ‘ମେମୁ’ଟ୍ରେନ୍ ଚଳାଚଳ କରିବ । ଏହାସହିତ ପୁରୀ ହାଟିଆ, ପୁରୀ-ସମ୍ବଲପୁର, ପୁରୀ-ପାରାଦ୍ୱୀପ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ସ୍ଥର ହୋଇଛି । ପାସେଞ୍ଜର ଏବଂ ‘ମେମୁ’ ଟ୍ରେନ...
ବିସ୍ଫୋରଣରେ ୩ ଯବାନ ସହିଦ୍
ଛତିଶଗଡ ନାରାୟଣପୁର ଜିଲ୍ଲା କୋଡେନାର ଜଙ୍ଗଲରେ ବିସ୍ଫୋରଣ । ଡିଆରଜି ଯବାନଙ୍କୁ ବସରେ ନେଇ ଯାଉଥିବାବେଳେ ବିସ୍ଫୋରଣ ଘଟିଛି । ଏଥିରେ ୩ ଯବାନ ସହିତ ହୋଇଛନ୍ତି । ଏବଂ ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି । ୮...
















