ଆଜିଠାରୁ ଚେକିଂ କଡାକଡି
କରୋନାର ଦ୍ବିତୀୟ ଲହର ରୋକିବାକୁ ହେବ । କଟକ, ଭୁବନେଶ୍ବର ସମେତ କେତେକ ଜିଲ୍ଲାରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ କଡା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ...
45ରୁ ଅଧିକ ବୟସର ଲୋକ ନେଇପାରିବେ ଟିକା
କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଟିକା ନେବା ବୟସରେ ପରିବର୍ତ୍ତନ ଆଣିଛନ୍ତି । ଏଣିକି 45 ବର୍ଷରୁ ଅଧିକ ବୟସର ଲୋକମାନେ ଟିକା ନେଇପାରିବେ । ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି...
ବିଧାନସଭାରେ ପାରିତ ହେଲା ‘ଅହିଂସା’ ସଂକଳ୍ପ
ଓଡିଶାକୁ ମହାତ୍ମାଗାନ୍ଧିଙ୍କ ପ୍ରଥମ ଗସ୍ତର ଶତବାର୍ଷିକୀ ପାଳନ ଅବସରରେ ଆଜି ବିଧାନସଭାରେ ପାରିତ ହୋଇଛି 'ଅହିଂସା' ସଂକଳ୍ପ । ସମ୍ବିଧାନର ମୁଖବନ୍ଧରେ 'ଅହିଂସା' ଶବ୍ଧ ସ୍ଥାନୀତ କରିବା ପାଇଁ ଏହି ସଂକଳ୍ପ ପାରିତ ହୋଇଛି । ସଂକଳ୍ପ ପାରିତ ହେବା...
ସ୍ବାମୀ ନୁହେଁ, ସଇତାନ୍
ଏମିତି ବି ସ୍ବାମୀ ଅଛନ୍ତି, ଯିଏ ଟଙ୍କା ରୋଜଗାର ପାଇଁ ସ୍ତ୍ରୀକୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରନ୍ତି । ଆଉ ପରପୁରୁଷ ସହ ସଂପର୍କ ରଖିବାକୁ ମନା କଲେ ସ୍ତ୍ରୀ ଉପରେ ଆରମ୍ଭ ହୋଇଯାଏ ଅତ୍ୟାଚାର । ଘର...
ଏପ୍ରିଲ ୧୮ ଯାଏଁ ବଢିଲା ଲକଡାଉନ୍
କରୋନା ସଙ୍କ୍ରମଣକୁ ଦେଖି ଜର୍ମାନୀରେ ବଢିଲା ଲକଡାଉନ୍ । ନୂଆ ସଙ୍କ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାଦେଖି ଆହୁରୀ ୪ ସପ୍ତାହ ପାଇଁ ଲକଡାଉନକୁ ବଢାଇ ଦିଆଯାଇଛି । ଏପ୍ରିଲ ୧୮ ତାରିଖ ଯାଏ ସାରା ଦେଶରେ ଲକ ଡାଉନ୍...
ପିପିଲି ପାଇଁ ଆଜିଠୁ ନାମାଙ୍କନ ଦାଖଲ
ପିପିଲିରେ କିଏ ମାରିବ ବାଜି । କିଏ ହେବ ପିପିଲି ମୁଖିଆ । ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି...
ଶବ ଗୃହରେ ରୋମାନ୍ସ
ଶବ ଗୃହରେ ରୋମାନ୍ସ । ସ୍ଥାନ, କାଳ , ପାତ୍ର ଭୁଲିଗଲେ କମ୍ପାନୀର କର୍ମଚାରୀ । ଶବଗୃହରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଧରାପଡିଲେ ଯବୁତୀ ଓ ଦୁଇ ଯୁବକ । ତେବେ ଯୁବକ ଦୁଇ ଜଣ ମେଡିକାଲକୁ ଠିକାରେ ନେଇଥିବା...
୪ଦିନ ହେଲା ଉପାସରେ କପିଳନାଥ
୪ଦିନ ହେଲା ଉପାସରେ କପିଳନାଥ । ମନ୍ଦିର ପ୍ରଶାସନ କପିଳେଶ୍ୱର ମନ୍ଦିରରେ ତାଲା ପକାଇଦେଇଥିବାରୁ ଉପାସରେ ଭବବାନ । ଠାକୁରଙ୍କ ପାଖରେ ଭୋଗ ଲାଗିନଥିବାରୁ ଉପାସରେ କପିଳନାଥଙ୍କ ସେବାୟତ ପରିବାର । ତେଣୁ ଆଜି ଦେବୋତ୍ତର କମିଶନ କାର୍ଯ୍ୟାଳୟ...
ସପ୍ତାହେ ବନ୍ଦ ରହିବ ବ୍ୟାଙ୍କ
ଆପଣଙ୍କର ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ରହିଯାଇଛି ତାହେଲେ ତୁରନ୍ତ ସାରିଦିଅନ୍ତୁ । କାହିଁକି ନା ଆପଣଙ୍କୁ ଏପ୍ରିଲ ୪ ଯାଏ ଅପେକ୍ଷା କରିବାକୁ ପଡିବ । ମାର୍ଚ୍ଚ୨୭ରୁ ଏପ୍ରିଲ ୪ ଭିତରେ ମାତ୍ର ଦୁଇ ଦିନ ଖୋଲା...
ଆଜି 146 ପଜିଟିଭ୍
ଗତବର୍ଷ ମାର୍ଚ୍ଚରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ତା ପରେ ବିଭିନ୍ନ ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ତେବେ ଗତ ଚାରିମାସ ହେଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷାକୃତ ହ୍ରାସ ପାଇଥିବା ବେଳେ...















